‘ତାରକ ମେହେଟା କା ଉଲଟା ଚଷମା’ ଶୋ’ କୁ ବାଏ ବାଏ କଲେ ଶୈଳେଶ !

ମୁମ୍ବାଇ: ଛୋଟ ପରଦାର ମୋଷ୍ଟ ପପୁଲାର ସୋ’ ‘ତାରକ ମେହେଟା କା ଉଲଟା ଚଷମା’ ଦର୍ଶକଙ୍କୁ ଲାଗିଛି ଝଟକା। ସୋ’କୁ ବାଏ ବାଏ କହିଲେ ଏହାର ମୋଷ୍ଟ ପପୁଲାର ଆକ୍ଟର ଶୈଳେଶ ଲୋଧା । ଦିଶା ବକାନୀ, ନେହା ମେହତା, ଗୁରୁଚରଣ ସିଂଙ୍କ ପରେ ଏବେ ସୋ’ରୁ ଆଉଟ ହେବାକୁ ସ୍ଥିର କରିଛନ୍ତି । ଶୈଳେଶ ଅଫିସିଆଲି କିଛି ଘୋଷଣା କରି ନ ଥିବା ବେଳେ ଏହାକୁ ନେଇ ବି-ଟାଉନରେ କିନ୍ତୁ ଚର୍ଚ୍ଚା ଜୋର ଧରିଛି। ଏହା […]

sailesh-lodha

sailesh-lodha

Niharika Rout
  • Published: Tuesday, 17 May 2022
  • Updated: 17 May 2022, 12:18 PM IST

Sports

Latest News

ମୁମ୍ବାଇ: ଛୋଟ ପରଦାର ମୋଷ୍ଟ ପପୁଲାର ସୋ’ ‘ତାରକ ମେହେଟା କା ଉଲଟା ଚଷମା’ ଦର୍ଶକଙ୍କୁ ଲାଗିଛି ଝଟକା। ସୋ’କୁ ବାଏ ବାଏ କହିଲେ ଏହାର ମୋଷ୍ଟ ପପୁଲାର ଆକ୍ଟର ଶୈଳେଶ ଲୋଧା । ଦିଶା ବକାନୀ, ନେହା ମେହତା, ଗୁରୁଚରଣ ସିଂଙ୍କ ପରେ ଏବେ ସୋ’ରୁ ଆଉଟ ହେବାକୁ ସ୍ଥିର କରିଛନ୍ତି । ଶୈଳେଶ ଅଫିସିଆଲି କିଛି ଘୋଷଣା କରି ନ ଥିବା ବେଳେ ଏହାକୁ ନେଇ ବି-ଟାଉନରେ କିନ୍ତୁ ଚର୍ଚ୍ଚା ଜୋର ଧରିଛି। ଏହା ତାଙ୍କ ଫ୍ୟାନ୍ସଙ୍କୁ ଖୁବ୍‌ ଝଟକା ଦେଇଛି।

ଦୀର୍ଘ ବର୍ଷ ଧରି ଏହି ସୋ’ ସହ ଯୋଡ଼ି ହୋଇ ରହିଥିବା ଶୈଳେଶ ଏଥର କିନ୍ତୁ ନିଜ ମତ ପରିବର୍ତ୍ତନ କରିଛନ୍ତି। ପ୍ରାୟ ମାସେ ହେବ ସେ ଏହି ଶୋ’ର ଶୁଟିଂ କରୁ ନ ଥିବା ବେଳେ ଆଉ ଫେରିବେନି ବୋଲି ସ୍ଥିର କରି ସାରିଛନ୍ତି।

ନିଜ ଟାଲେଣ୍ଟ ଏହି ଶୋ’ରେ ଭଲ  ଭାବେ ଉପଯୋଗ ହୋଇ ପାରୁ ନ ଥିବା ହୃହୟଙ୍ଗମ କରୁଛନ୍ତି ଶୈଳେଶ । ଏଥିସହ ଏଥିନିମନ୍ତେ ତାଙ୍କୁ ଆହୁରି ବଡ଼ ବଡ଼ ପ୍ରୋଜେକ୍ଟ ଛାଡ଼ିବାକୁ ପଡ଼ୁଛି। ଯାହାକୁ କି ଆଉ ସେ ବରଦାସ୍ତ କରିବା ମୁଡରେ ନାହାନ୍ତି। ନିଜ କ୍ୟାରିଅର ଉପରେ ଫୋକସ କରିବାକୁ ଚାହୁଁଥିବା ଏହି ଅଭିନେତା ଅନ୍ୟ ବଡ ପ୍ରୋଜେକ୍ଟରେ ବି ନିଜ ଟାଲେଣ୍ଟ ଦେଖାଇବାକୁ ସ୍ଥିର କରିଛନ୍ତି।

ଏନେଇ ଶୈଳେଶ ଅଫିସିଆଲି କିଛି ଘୋଷଣା କରି ନ ଥିବା ବେଳେ ତାଙ୍କୁ ମନାଇବାକୁ ପ୍ରଡକ୍ସନ ହାଉସ ତରଫରୁ ଜୋରଦାର ଉଦ୍ୟମ ହେଉଥିବା ଜଣାଯାଇଛି। ହେଲେ ଶୈଳେଶ ପୁଣି ଥରେ ଶୋ’କୁ ଫେରିବା ମୁଡରେ ଥିବା ପରି ଲାଗୁ ନାହାନ୍ତି। ଏନେଇ ସେ କେବେ ଅଫିସିଆଲି ଘୋଷଣା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story