ଲିଭ୍‌ ଇନ୍‌ରେ ରହୁଥିବା ଶ୍ରଦ୍ଧାଙ୍କୁ ବଳପୂର୍ବକ ଘରକୁ ଆଣିଲେ ଶକ୍ତି କପୁର

ମୁମ୍ବାଇ: ଫରହାନ ଅଖତାରଙ୍କ ସହ ଲିଭ୍‌ ଇନ୍‌ ରିଲେସନ ସିପ୍‌ରେ ରହୁଥିବା ଶ୍ରଦ୍ଧା କପୁରଙ୍କୁ ବାପା ଶକ୍ତି କପୁର ବଳ ପୂର୍ବକ ଘରକୁ ନେଇ ଆସିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଶ୍ରଦ୍ଧାଙ୍କ ଉପରେ ଭଲ ପାଇବାର ଭୂତ ଏମିତି ସବାର ଥିଲା ଯେ ସେ ଘର ଛାଡି ତାଙ୍କ ସହ ରହିବାକୁ ଚାଲି ଯାଇଥିଲେ। ହେଲେ ଏହି ଘଟଣା ବାପା ଶକ୍ତି କପୁରଙ୍କର ହଜମ ହୋଇ ନ ଥିଲା। ଫରହାନ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇ ସାରିଥିବା […]

shraddha

shraddha

Rakesh Mallick
  • Published: Thursday, 29 December 2016
  • Updated: 30 December 2016, 06:49 AM IST

Sports

Latest News

ମୁମ୍ବାଇ: ଫରହାନ ଅଖତାରଙ୍କ ସହ ଲିଭ୍‌ ଇନ୍‌ ରିଲେସନ ସିପ୍‌ରେ ରହୁଥିବା ଶ୍ରଦ୍ଧା କପୁରଙ୍କୁ ବାପା ଶକ୍ତି କପୁର ବଳ ପୂର୍ବକ ଘରକୁ ନେଇ ଆସିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ ଶ୍ରଦ୍ଧାଙ୍କ ଉପରେ ଭଲ ପାଇବାର ଭୂତ ଏମିତି ସବାର ଥିଲା ଯେ ସେ ଘର ଛାଡି ତାଙ୍କ ସହ ରହିବାକୁ ଚାଲି ଯାଇଥିଲେ। ହେଲେ ଏହି ଘଟଣା ବାପା ଶକ୍ତି କପୁରଙ୍କର ହଜମ ହୋଇ ନ ଥିଲା। ଫରହାନ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇ ସାରିଥିବା ବେଳେ ତାଙ୍କର ଦୁଇଟି ପିଲା ଅଛନ୍ତି। ଏହି କାରଣରୁ ଶକ୍ତି, ଶ୍ରଦ୍ଧା ଓ ଫରହାନଙ୍କ ସମ୍ପର୍କକୁ ନାପସନ୍ଦ କରୁଛନ୍ତି। ସେ ଶ୍ରଦ୍ଧାଙ୍କୁ ଫିଲ୍ମ ଷ୍ଟାଇଲରେ ବଳପୂର୍ବକ ଘରକୁ ନେଇ ଆସିଥିଲେ।

ଏପରି ଖବରକୁ ଶକ୍ତି କପୁର ଖଣ୍ଡନ କରିଥିଲେ ମଧ୍ୟ ‘ନିଆଁ ନ ଥିଲେ ଧୂଆଁ ଉଠିବ ନାହିଁ’ ବୋଲି ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos