ଆଦିତ୍ୟଙ୍କ ସହ ଫଟୋ ଉଠାଇ ‘ଓକେ ଜାନୁ’ର ପ୍ରମୋଶନ କଲେ ସଲମାନ

ମୁମ୍ବାଇ: ଖୋଲା ମନୋଭାବ ଏବଂ ସାହାଯ୍ୟକାରୀ ବ୍ୟକ୍ତି ଭାବେ ସଲମାନ ଇଣ୍ଡଷ୍ଟ୍ରିରେ ଖୁବ୍ ଜଣାଶୁଣା। ବଲିଉଡରେ ଅନେକ କଳାକାରଙ୍କ ଗଡ଼୍‌ ଫାଦର ବି ସାଜିଛନ୍ତି ସଲମାନ। ତେବେ ସବୁଥର ପରି ଏଥର ମଧ୍ୟ ଅଭିନେତା ଆଦିତ୍ୟ ରୟ କପୁର ଓ ଶ୍ରଦ୍ଧା କପୁରଙ୍କ ‘ଓକେ ଜାନୁ’ର ପ୍ରମୋଶନ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି ସଲମାନ। ସଲମାନ ଓ ଆଦିତ୍ୟ ଦୁହେଁ ଖାଲି ଦେହର ଏକ ଫଟୋକୁ ସଲମାନ ଟ୍ୱିଟ୍‌ରରେ ଟ୍ୱିଟ୍‌ କରିଛନ୍ତି। ଖାଲି ସେତିକି ନୁହେଁ ବଲିଉଡର […]

salman-aditya

salman-aditya

Rakesh Mallick
  • Published: Saturday, 07 January 2017
  • Updated: 07 January 2017, 02:43 PM IST

Sports

Latest News

ମୁମ୍ବାଇ: ଖୋଲା ମନୋଭାବ ଏବଂ ସାହାଯ୍ୟକାରୀ ବ୍ୟକ୍ତି ଭାବେ ସଲମାନ ଇଣ୍ଡଷ୍ଟ୍ରିରେ ଖୁବ୍ ଜଣାଶୁଣା। ବଲିଉଡରେ ଅନେକ କଳାକାରଙ୍କ ଗଡ଼୍‌ ଫାଦର ବି ସାଜିଛନ୍ତି ସଲମାନ। ତେବେ ସବୁଥର ପରି ଏଥର ମଧ୍ୟ ଅଭିନେତା ଆଦିତ୍ୟ ରୟ କପୁର ଓ ଶ୍ରଦ୍ଧା କପୁରଙ୍କ ‘ଓକେ ଜାନୁ’ର ପ୍ରମୋଶନ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି ସଲମାନ। ସଲମାନ ଓ ଆଦିତ୍ୟ ଦୁହେଁ ଖାଲି ଦେହର ଏକ ଫଟୋକୁ ସଲମାନ ଟ୍ୱିଟ୍‌ରରେ ଟ୍ୱିଟ୍‌ କରିଛନ୍ତି।

ଖାଲି ସେତିକି ନୁହେଁ ବଲିଉଡର ଅନ୍ୟ କଳାକାରଙ୍କୁ ମଧ୍ୟ ‘ଓକେ ଜାନୁ’ର ପ୍ରମୋଶନ ପାଇଁ ଅନୁରୋଧ କରିଛନ୍ତି। ଭାଇଜାନ୍‌ଙ୍କ ଏପରି ଏକ ସାହାଯ୍ୟକାରୀ ଟ୍ୱିଟ୍‌ ସଲମାନଙ୍କ ଫ୍ୟାନମାନଙ୍କ ଦ୍ୱାରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story