ଅମିତାଭଙ୍କ ଉପରେ କାହିଁକି ରାଗିଛନ୍ତି ସଲମାନ ଖାନ୍‌ଙ୍କ ବାପା?

ମୁମ୍ବାଇ: ଆଜି ହେଉଛି ସଲମାନ ଖାନ୍‌ଙ୍କ ବାପା ସଲିମ୍ ଖାନଙ୍କ ଜନ୍ମଦିନ। ୧୯୩୫ ମସିହା ନଭେମ୍ବର ୨୪ ତାରିଖରେ ସେ ଇନ୍ଦୋରରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଜଣେ ପୋଲିସ୍ ଅଫିସ୍‌ର ଥିଲେ। ସେ ଛୋଟ ଥିବା ବେଳେ ତାଙ୍କ ମା’ଙ୍କର ପରଲୋକ ହୋଇଥିଲା। ୫ ବର୍ଷ ଧରି ଡେଟ୍ କରିବା ପରେ ସଲିମ୍ ଖାନ ୧୯୬୪ରେ ମରାଠୀ ଝିଅ ସୁଶୀଲା ଚରକଙ୍କୁ ବାହା ହୋଇଥିଲେ। ବାହାଘର ପରେ ସୁଶୀଲା ତାଙ୍କ ନାଁ ବଦଳାଇ ଦେଇ ସଲମା […]

amitav

amitav

Rakesh Mallick
  • Published: Friday, 24 November 2017
  • Updated: 24 November 2017, 11:30 AM IST

Sports

Latest News

ମୁମ୍ବାଇ: ଆଜି ହେଉଛି ସଲମାନ ଖାନ୍‌ଙ୍କ ବାପା ସଲିମ୍ ଖାନଙ୍କ ଜନ୍ମଦିନ। ୧୯୩୫ ମସିହା ନଭେମ୍ବର ୨୪ ତାରିଖରେ ସେ ଇନ୍ଦୋରରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଜଣେ ପୋଲିସ୍ ଅଫିସ୍‌ର ଥିଲେ। ସେ ଛୋଟ ଥିବା ବେଳେ ତାଙ୍କ ମା’ଙ୍କର ପରଲୋକ ହୋଇଥିଲା। ୫ ବର୍ଷ ଧରି ଡେଟ୍ କରିବା ପରେ ସଲିମ୍ ଖାନ ୧୯୬୪ରେ ମରାଠୀ ଝିଅ ସୁଶୀଲା ଚରକଙ୍କୁ ବାହା ହୋଇଥିଲେ। ବାହାଘର ପରେ ସୁଶୀଲା ତାଙ୍କ ନାଁ ବଦଳାଇ ଦେଇ ସଲମା ରଖିଥିଲେ।

ଜାଭେଦ ଅଖତରଙ୍କ ସହ ମିଶି ଅନେକ ହିଟ୍ ଫିଲ୍ମ ଲେଖିଥିବା ସଲିମ୍‌ଙ୍କର ଗୋଟିଏ ଦୁଃଖ ରହିଛି। ସେ ଏକ ସାକ୍ଷାତକାରରେ ଏହି କଥା ଉଲ୍ଲେଖ କରିଥିଲେ। ସଲିମ୍ କହିଥିଲେ ଯେ ସେ ଅମିତାଭ ବଚ୍ଚନଙ୍କୁ ସୁପରଷ୍ଟାର ବନାଇଥିଲେ। କିନ୍ତୁ ଅମିତାଭ କେବେ ବି ଏ ବିଷୟରେ ଉଲ୍ଲେଖ କରି ନାହାନ୍ତି। ସେ କେବେ ବି ଏଥିପାଇଁ ତାଙ୍କୁ କ୍ରେଡିଟ୍ ଦେଇ ନାହାନ୍ତି।

ସଲିମ୍‌ ଏହି ସାକ୍ଷାତକାରରେ ଆହୁରି କହିଥିଲେ,“ଅମିତାଭ ବଚ୍ଚନଙ୍କୁ ଫିଲ୍ମରେ ନେବା ପାଇଁ ମୁଁ ନିର୍ଦ୍ଦେଶକମାନଙ୍କୁ କହୁଥିଲି। ମୋ ପାଇଁ ତାଙ୍କର ଏଙ୍ଗ୍ରୀ ୟଙ୍ଗ ଛବି ତିଆରି ହୋଇଥିଲା।”

ସେ କହିଥିଲେ,“ଜଞ୍ଜିର ଫିଲ୍ମରେ ହିରୋଇନ୍‌ଙ୍କର ବେଶୀ ରୋଲ୍ ନଥିଲା। ମୁଁ ଜାଣିଥିଲି କୌଣସି ବଡ଼ ହିରୋଇନ୍ ଏହି ଫିଲ୍ମ କରିବାକୁ ରାଜି ହେବେନି। ତେବେ ମୋ ମୁଣ୍ଡକୁ ଜୟା ଭାଦୁଡ଼ିଙ୍କ ନାଁ ଆସିଥିଲା। ସେ ସେତେବେଳେ ବଡ଼ ଷ୍ଟାର ଥିଲେ। କିନ୍ତୁ ମୁଁ ଜାଣିଥିଲି ଅମିତାଭ ବଚ୍ଚନଙ୍କ ନାଁ ଶୁଣି ସେ ଏହି ଫିଲ୍ମ କରିବାକୁ ରାଜି ହୋଇଯିବେ। ମୁଁ ଜୟାଙ୍କୁ ଯାଇ ଭେଟିଲି ଓ ସେ ଏ ଫିଲ୍ମ କରିବାକୁ ରାଜି ହୋଇଗଲେ।”

ସଲିମ୍ କହିଥିଲେ,“ଏକ ଆୱାର୍ଡ ଫଙ୍କସନ୍‌ରେ ଅମିତାଭ କହିଥିଲେ ଯେ ‘ଶୋଲେ’ ଫିଲ୍ମ ପାଇଁ ଧର୍ମେନ୍ଦ୍ର ତାଙ୍କ ନାଁ ସୁପାରିଶ କରିଥିଲେ। ଏହା ଶୁଣି ମୋତେ ଦୁଃଖ ଲାଗିଥିଲା ଓ ରାଗ ବି ଲାଗିଥିଲା। ଧର୍ମେନ୍ଦ୍ର ନିଜେ କହିଥିଲେ ଯେ ସେ କେବେ ଅମିତାଭଙ୍କ ନାଁ ସୁପାରିଶ କରିଥିଲେ ତାହା ତାଙ୍କର ମନେ ନାହିଁ। ଅବଶ୍ୟ ପରେ ଅମିତାଭ ଏକ ସାକ୍ଷାତକାରରେ କହିଥିଲେ ଯେ ‘ଶୋଲେ’ ପାଇଁ ସଲିମ୍ ଖାନ୍ ଓ ଧର୍ମେନ୍ଦ୍ର ତାଙ୍କ ନାଁ ସୁପାରିଶ କରିଥିଲେ।”

ସଲିମ୍ କହିଥିଲେ ଯେ ସେ ଅମିତାଭଙ୍କୁ ଦୃଷ୍ଟିରେ ରଖି ଫିଲ୍ମର କାହାଣୀ ଲେଖୁଥିଲେ। ‘ଦିୱାର’ ଫିଲ୍ମରେ ଅମିତାଭ ଯେଉଁ ଭୂମିକାରେ ଆସିଥିଲେ ସେଥିପାଇଁ ନିର୍ଦ୍ଦେଶକ ପ୍ରଥମେ ରାଜେଶ ଖନ୍ନାଙ୍କୁ ଫାଇନାଲ୍ କରିଥିଲେ। ତାଙ୍କ ସହିତ ଫିଲ୍ମ ସାଇନ୍ ମଧ୍ୟ କରିଥିଲେ ଓ ଆଡଭାନ୍ସ ଅର୍ଥ ଦେଇ ସାରିଥିଲେ। ତେବେ ସେତେବେଳେ ସେ ପରାମର୍ଶ ଦେଇଥିଲେ ଯେ ଏହି ରୋଲ୍ ପାଇଁ ଅମିତାଭ ବଚ୍ଚନ ଫିଟ୍ ହେବେ। ରାଜେଶ ଖନ୍ନାଙ୍କ ସହ ଫିଲ୍ମ କରିବାକୁ ଚାହୁଁଥିଲେ ସେ ଆଉ ଏକ କାହାଣୀ ଲେଖିଦେବେ ବୋଲି ନିର୍ଦ୍ଦେଶକଙ୍କୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story