ମାରାତ୍ମକ ରୋଗରେ ପୀଡିତ ସଲମାନ୍‌: ଯାହା ମଣିଷକୁ ଦେଖାଏ ଆତ୍ମହତ୍ୟାର ବାଟ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ୍‌ ଏବେ ଗୋଟେ ମାରାତ୍ମକ ରୋଗରେ ପୀଡିତ ଥିବା ଚର୍ଚ୍ଚା ହେଉଛି। ଯାହର ନାଁ ସୁଇସାଇଡ୍‌ ଡିଜିଜ୍‌। ସଲମାନ ନିଜେ କହିଛନ୍ତି ଯେ ଦୁବାଇରେ ଟ୍ୟୁବଲାଇଟ୍‌ ଫିଲ୍ମର ପ୍ରଥମ ଗୀତ ରିଲିଜ୍‌ ହେବା ସମୟରେ ସେ କିଛି କଷ୍ଟ ଅନୁଭବ କଲେ। ଯେଉଁଥିରେ ତାଙ୍କର ମୁହଁର ସ୍ନାୟୁ ଗୁଡିକ ଅକାମି ହୋଇଯିବା ସହ ବିଷ ଖାଇବା ପରେ ଯେଉଁଭଳି କଷ୍ଟ ଅନୁଭବ ହୁଏ ସେମିତି କଷ୍ଟ ଲାଗିଥିଲା। ଏହାପରେ ଜଣାପଡିଥିଲା ଯେ ସେ […]

salman

salman

Rakesh Mallick
  • Published: Friday, 19 May 2017
  • Updated: 19 May 2017, 10:05 PM IST

Sports

Latest News

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ୍‌ ଏବେ ଗୋଟେ ମାରାତ୍ମକ ରୋଗରେ ପୀଡିତ ଥିବା ଚର୍ଚ୍ଚା ହେଉଛି। ଯାହର ନାଁ ସୁଇସାଇଡ୍‌ ଡିଜିଜ୍‌। ସଲମାନ ନିଜେ କହିଛନ୍ତି ଯେ ଦୁବାଇରେ ଟ୍ୟୁବଲାଇଟ୍‌ ଫିଲ୍ମର ପ୍ରଥମ ଗୀତ ରିଲିଜ୍‌ ହେବା ସମୟରେ ସେ କିଛି କଷ୍ଟ ଅନୁଭବ କଲେ। ଯେଉଁଥିରେ ତାଙ୍କର ମୁହଁର ସ୍ନାୟୁ ଗୁଡିକ ଅକାମି ହୋଇଯିବା ସହ ବିଷ ଖାଇବା ପରେ ଯେଉଁଭଳି କଷ୍ଟ ଅନୁଭବ ହୁଏ ସେମିତି କଷ୍ଟ ଲାଗିଥିଲା।

ଏହାପରେ ଜଣାପଡିଥିଲା ଯେ ସେ ସୁଇସାଇଡ୍‌ ଡିଜିଜ୍‌ରେ ପୀଡିତ ବୋଲି। ଏଭଳି କଷ୍ଟକୁ ସହି ସଲମାନ ଏହି ସମୟରେ ନିଜକୁ ନିୟନ୍ତ୍ରଣରେ ରଖିଥିଲେ। ଏହି ଲକ୍ଷଣ ଯେଉଁ ବ୍ୟକ୍ତିଙ୍କ ଭିତରେ ଦେଖାଯାଇଥାଏ ତାଙ୍କୁ ଏତେ କଷ୍ଟ ଅନୁଭବ ହୋଇଥାଏ ଯେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଆନ୍ତି।

news Picture Courtesy – Hindustan Times

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story