ସନାଙ୍କ ନିର୍ବନ୍ଧ ସଂପନ୍ନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସାହିଦ୍ କପୁରଙ୍କ ଭଉଣୀ ସନା କପୁରଙ୍କ ନିର୍ବନ୍ଧ ଶେଷ ହୋଇଛି। ଏହି ଖବର ଏକ ବିଶେଷ ସୂତ୍ରରୁ ମିଳିଛି। ଖବର ଅନୁଯାୟୀ, ମନୋଜ ପହୱା ଓ ସୀମା ପହୱାଙ୍କ ପୁଅ ମୟଙ୍କ ସହିତ ସନା କପୁରଙ୍କ ନିର୍ବନ୍ଧ ହୋଇଛି। ଏହି ନିର୍ବନ୍ଧ ଖୁବ୍ ନିରାଡ଼ମ୍ବରରେ ସଂପନ୍ନ ହୋଇଥିଲା। କାରଣ ପହୱା ପରିବାର ଓମ୍‌ ପୁରୀଙ୍କ ଘନିଷ୍ଠ ଥିଲା। ଓମ୍ ପୁରୀଙ୍କର ନିକଟରେ ହୃଦ୍‌ଘାତରେ ପରଲୋକ ହୋଇଯାଇଥିବାରୁ ଏହି କାର୍ଯ୍ୟକ୍ରମକୁ ଅତି ସାଦାସିଧାରେ ଶେଷ […]

sanah...

sanah...

Rakesh Mallick
  • Published: Friday, 13 January 2017
  • Updated: 13 January 2017, 02:42 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ସାହିଦ୍ କପୁରଙ୍କ ଭଉଣୀ ସନା କପୁରଙ୍କ ନିର୍ବନ୍ଧ ଶେଷ ହୋଇଛି। ଏହି ଖବର ଏକ ବିଶେଷ ସୂତ୍ରରୁ ମିଳିଛି।

ଖବର ଅନୁଯାୟୀ, ମନୋଜ ପହୱା ଓ ସୀମା ପହୱାଙ୍କ ପୁଅ ମୟଙ୍କ ସହିତ ସନା କପୁରଙ୍କ ନିର୍ବନ୍ଧ ହୋଇଛି। ଏହି ନିର୍ବନ୍ଧ ଖୁବ୍ ନିରାଡ଼ମ୍ବରରେ ସଂପନ୍ନ ହୋଇଥିଲା। କାରଣ ପହୱା ପରିବାର ଓମ୍‌ ପୁରୀଙ୍କ ଘନିଷ୍ଠ ଥିଲା। ଓମ୍ ପୁରୀଙ୍କର ନିକଟରେ ହୃଦ୍‌ଘାତରେ ପରଲୋକ ହୋଇଯାଇଥିବାରୁ ଏହି କାର୍ଯ୍ୟକ୍ରମକୁ ଅତି ସାଦାସିଧାରେ ଶେଷ କରାଯାଇଥିଲା।

ସନା କପୁର ତାଙ୍କ ଭାଇ ସାହିଦ ଓ ଆଲିଆ ଭଟ୍ଟଙ୍କ ସହ ‘ସାନଦର’ ଫିଲ୍ମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story