ନିଜ ଜନ୍ମ ଦିନରେ ସୁଟିଂ ଆରମ୍ଭ କରିବେ ସଞ୍ଜୟ ଦତ୍ତ

ମୁମ୍ବାଇ: ଜେଲରୁ ବାହାରି ୧୧ମାସ ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ କମ୍‌ବ୍ୟାକ୍‌ କରୁଛନ୍ତି ସଞ୍ଜୟ ଦତ୍ତ। ସଞ୍ଜୟ ତାଙ୍କର ଆଗାମୀ ଫିଲ୍ମ ‘ଭୂମି’ର  ସୁଟିଂ ଆସନ୍ତା ୨୯ ତାରିଖ ମାନେ ତାଙ୍କ ଜନ୍ମଦିନରେ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା କରୁଛନ୍ତି ଉମଙ୍ଗ କୁମାର। ସଞ୍ଜୟ ନିଜ ଜନ୍ମଦିନକୁ ଲକି ଦିନ ମାନୁଥିବାରୁ ସୁଟିଂ ସେହିଦିନ ହିଁ ଆରମ୍ଭ କରିବେ। ଫିଲ୍ମର ସୁଟିଂ ଆଗ୍ରାରେ କରାଯିବ। ଖବର ମୁତାବକ ଏହି ଫିଲ୍ମର ଷ୍ଟୋରୀ ବାପ-ଝିଅ ସଂପର୍କ ଉପରେ […]

sanjaya-dutt

sanjaya-dutt

Rakesh Mallick
  • Published: Tuesday, 03 January 2017
  • Updated: 03 January 2017, 01:58 PM IST

ମୁମ୍ବାଇ: ଜେଲରୁ ବାହାରି ୧୧ମାସ ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ କମ୍‌ବ୍ୟାକ୍‌ କରୁଛନ୍ତି ସଞ୍ଜୟ ଦତ୍ତ। ସଞ୍ଜୟ ତାଙ୍କର ଆଗାମୀ ଫିଲ୍ମ ‘ଭୂମି’ର  ସୁଟିଂ ଆସନ୍ତା ୨୯ ତାରିଖ ମାନେ ତାଙ୍କ ଜନ୍ମଦିନରେ ଆରମ୍ଭ କରିବାକୁ ଯାଉଛନ୍ତି।

ଏହି ଫିଲ୍ମର ନିର୍ଦ୍ଦେଶନା କରୁଛନ୍ତି ଉମଙ୍ଗ କୁମାର। ସଞ୍ଜୟ ନିଜ ଜନ୍ମଦିନକୁ ଲକି ଦିନ ମାନୁଥିବାରୁ ସୁଟିଂ ସେହିଦିନ ହିଁ ଆରମ୍ଭ କରିବେ। ଫିଲ୍ମର ସୁଟିଂ ଆଗ୍ରାରେ କରାଯିବ। ଖବର ମୁତାବକ ଏହି ଫିଲ୍ମର ଷ୍ଟୋରୀ ବାପ-ଝିଅ ସଂପର୍କ ଉପରେ ଆଧାରିତ। ଏଥିରେ ସଞ୍ଜୟଙ୍କ ଝିଅର ଭୂମିକାରେ ଶାୟସା ସେହଗଲ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos