ଚାକରାଣୀଙ୍କ ମୁହଁରେ ଗୌରୀଙ୍କ ଗୁପ୍ତ କଥା, ବିପଦରେ ପଡିଛି କି ଶାହାରୁଖଙ୍କ ସଂସାର?

ମୁମ୍ବାଇ: ବଲିଉଡରେ ସବୁବେଳେ କଳାକାର ମାନଙ୍କ ବିଷୟରେ କିଛିନା କିଛି ଚର୍ଚ୍ଚା ହେଉଥାଏ। କେତେବେଳେ ତାଙ୍କ ପର୍ସନାଲ ଲାଇଫ ହେଉକି କେତେବେଳେ ତାଙ୍କ ପ୍ରଫେସନାଲ ଲାଇଫ୍। ଏହାଛଡା ଅନେକ ସମୟରେ କଳାକାର ମାନଙ୍କର ପତି-ପତ୍ନୀଙ୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥାଏ। ଆଜି ଆମେ ଆଲୋଚନା କରୁଛୁ କିଙ୍ଗ୍ ଖାନ ଶାହାରୁଖଙ୍କ ପତ୍ନୀ ଗୌରୀ ଖାନଙ୍କ ବିଷୟରେ। ତାଙ୍କୁ ନେଇ ହୋଇଛି ଏକ ବଡ ଖୁଲାସା। ଶାହାରୁଖ ନିଜ କାମ ପାଇଁ ଅଧିକାଂଶ ସମୟ ବାହାରେ ବିତେଇଥାଆନ୍ତି। ତେଣୁ […]

Rakesh Mallick
  • Published: Thursday, 19 October 2017
  • Updated: 19 October 2017, 04:17 PM IST

Sports

Latest News

ମୁମ୍ବାଇ: ବଲିଉଡରେ ସବୁବେଳେ କଳାକାର ମାନଙ୍କ ବିଷୟରେ କିଛିନା କିଛି ଚର୍ଚ୍ଚା ହେଉଥାଏ। କେତେବେଳେ ତାଙ୍କ ପର୍ସନାଲ ଲାଇଫ ହେଉକି କେତେବେଳେ ତାଙ୍କ ପ୍ରଫେସନାଲ ଲାଇଫ୍। ଏହାଛଡା ଅନେକ ସମୟରେ କଳାକାର ମାନଙ୍କର ପତି-ପତ୍ନୀଙ୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥାଏ। ଆଜି ଆମେ ଆଲୋଚନା କରୁଛୁ କିଙ୍ଗ୍ ଖାନ ଶାହାରୁଖଙ୍କ ପତ୍ନୀ ଗୌରୀ ଖାନଙ୍କ ବିଷୟରେ। ତାଙ୍କୁ ନେଇ ହୋଇଛି ଏକ ବଡ ଖୁଲାସା। ଶାହାରୁଖ ନିଜ କାମ ପାଇଁ ଅଧିକାଂଶ ସମୟ ବାହାରେ ବିତେଇଥାଆନ୍ତି। ତେଣୁ ତାଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ଗୌରୀ ଖାନ୍ କଣ କରନ୍ତି ଜାଣିବା ପରେ  ଶାହାରୁଖ ଖୁବ ରାଗିଯାଇଥିଲେ। ତେବେ ଚାଲନ୍ତୁ ଜାଣିବା ଗୌରୀଙ୍କ କାରନାମା ବିଷୟରେ।

srk-gauri1ନିଜ କ୍ୟାରିଅରର ଆରମ୍ଭରେ ଶାହାରୁଖ ହିନ୍ଦୁ ଝିଅ ଗୌରୀଙ୍କୁ ବିବାହ କରିଥିଲେ। ଗୌରୀ ଜଣେ ଇଣ୍ଟେରିଅର ଡିଜାଇନର। ଏବେ ଗୌରୀ ଓ ଶାହାରୁଖଙ୍କ ତିନି ପୁଅ ଝିଅ ଆର୍ଯ୍ୟନ, ଅବରାମ ଓ ଝିଅ ଶୁହାନା। ଶାହାରୁଖ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି। କିନ୍ତୁ ତାଙ୍କ ଚାକରାଣୀଙ୍କ କହିବା ଅନୁସାରେ ଶାହାରୁଖ ଘରେ ନଥିବା ସମୟରେ କରଣ ଜୋହର ତାଙ୍କ ଘରକୁ ଆସିଥିଲେ ଓ ତାଙ୍କ ଖଟରେ ଶୋଇଥିଲେ। ସେହିସମରେ ଗୌରୀ ମଧ୍ୟ ତାଙ୍କ ପାଖରେ ବସି ଦୁହେଁ ଖୁବ ଜୋରେ ହସି ହସି କଥା ହୁଅନ୍ତି। ଏହି କଥା ଶାହାରୁଖ ଜାଣିବା ପରେ ଗୌରୀଙ୍କ ଉପରେ ଖୁବ ରାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos