ଫ୍ୟାନ୍‌ ମାଗିଲେ ଫୋନ୍‌ ନମ୍ବର: କ’ଣ ଉତ୍ତର ଦେଲେ କିଙ୍ଗ୍‌ ଖାନ୍‌?

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ୍‌ ଖାନ୍‌ ଇଣ୍ଡଷ୍ଟ୍ରିରେ ରୋମାନ୍ସ କିଙ୍ଗ୍‌ ଭାବେ ପରିଚିତ। ତାଙ୍କର ଟିକିଏ ଝଲକ ପାଇବା ପାଇଁ ଓ ତାଙ୍କ ସହ କଥା ହେବା ପାଇଁ ତାଙ୍କ ଫ୍ୟାନ୍‌ମାନେ ପୂରା ପାଗଳ। ଶାହାରୁଖ୍‌ ମଧ୍ୟ ନିଜ ଫ୍ୟାନ୍‌ମାନଙ୍କ ସହ ଅନେକ ଥର ଥଟ୍ଟାମଜା କରୁଥିବାର ଦେଖିବାକୁ ମିଳିଥାଏ। ନିକଟରେ ପୁଣି ଶାହାରୁଖ୍‌ ଟ୍ୱିଟରରେ ନିଜ ଫ୍ୟାନ୍‌ଙ୍କ ପ୍ରଶ୍ନର ଉତ୍ତର ମଜାକିଆ ଢଙ୍ଗରେ ଦେଇଥିବା ନଜର ଆସିଛନ୍ତି। ତାଙ୍କର ଜଣେ ଫ୍ୟାନ୍‌ ଟ୍ୱିଟରରେ ଶାହାରୁଖ୍‌ଙ୍କୁ ପଚାରିଥିଲେ। ‘‘ଶାହାରୁଖ୍‌  […]

saharukh

saharukh

Rakesh Mallick
  • Published: Monday, 11 December 2017
  • Updated: 11 December 2017, 12:56 PM IST

Sports

Latest News

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ୍‌ ଖାନ୍‌ ଇଣ୍ଡଷ୍ଟ୍ରିରେ ରୋମାନ୍ସ କିଙ୍ଗ୍‌ ଭାବେ ପରିଚିତ। ତାଙ୍କର ଟିକିଏ ଝଲକ ପାଇବା ପାଇଁ ଓ ତାଙ୍କ ସହ କଥା ହେବା ପାଇଁ ତାଙ୍କ ଫ୍ୟାନ୍‌ମାନେ ପୂରା ପାଗଳ। ଶାହାରୁଖ୍‌ ମଧ୍ୟ ନିଜ ଫ୍ୟାନ୍‌ମାନଙ୍କ ସହ ଅନେକ ଥର ଥଟ୍ଟାମଜା କରୁଥିବାର ଦେଖିବାକୁ ମିଳିଥାଏ। ନିକଟରେ ପୁଣି ଶାହାରୁଖ୍‌ ଟ୍ୱିଟରରେ ନିଜ ଫ୍ୟାନ୍‌ଙ୍କ ପ୍ରଶ୍ନର ଉତ୍ତର ମଜାକିଆ ଢଙ୍ଗରେ ଦେଇଥିବା ନଜର ଆସିଛନ୍ତି।

tweetତାଙ୍କର ଜଣେ ଫ୍ୟାନ୍‌ ଟ୍ୱିଟରରେ ଶାହାରୁଖ୍‌ଙ୍କୁ ପଚାରିଥିଲେ। ‘‘ଶାହାରୁଖ୍‌  ଆପଣ କ’ଣ ନିଜ ଫୋନ୍‌ ନମ୍ବର ଦେବେ କି? ଶାହାରୁଖ୍‌ କହିଥିଲେ, ହଁ ନିହାତି ମୁଁ ଫୋନ୍‌ ନମ୍ବର ସହ ଆଧାର ନମ୍ବର ବି ପଠେଇବି କି?

tweet2ପୁଣି ଶାହାରୁଖ୍‌ଙ୍କ ଫ୍ୟାନ୍‌ ତାଙ୍କ ଉତ୍ତରରେ ଲେଖିଥିଲେ,  ମତେ ନା ଆପଣଙ୍କ ନମ୍ବର ଦରକାର ନା ଆଧାର ନମ୍ବର। ମତେ ଖାଲି ଗୋଟିଏ ହଗ୍‌ ଦରକାର। ଏହାର ଉତ୍ତରରେ ଶାହାରୁଖ୍‌ ଲେଖିଥିଲେ, ହଁ ପଠାଉଛି। ଏବେ ଶାହାରୁଖ୍ ଷ୍ଟାରପ୍ଲସ୍‌ରେ ପ୍ରସାରିତ ତାଙ୍କ ନୂଆ ଟକ୍‌ ଶୋ’ ‘TED Talks’ରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story