ହେଲ୍‌ମେଟ୍ ପିନ୍ଧିଥିଲେ ବୋଲି...

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ ଖରାପ ଖବର। ବାଇକ୍‌ ଦୁର୍ଘଟଣାରେ ସେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଓ ହାତରେ ଜୋରରେ ଆଘାତ ଲାଗିଛି। ତେବେ ହେଲ୍‌ମେଟ୍ ପିନ୍ଧିଥିବାରୁ ମୁଣ୍ଡରେ ଆଘାତ ଲାଗି ନାହିଁ। https://www.instagram.com/p/B0Qf6VjhQAz/?utm_source=ig_web_copy_link ସୂଚନା ଅନୁଯାୟୀ, ‘ଶେରଶାହ’ର ଶୁଟିଂ ସେଟ୍‌ରେ ସିଦ୍ଧାର୍ଥଙ୍କର ଦୁର୍ଘଟଣା ହୋଇଛି। ଏକ ସିନ୍‌ ଅନୁଯାୟୀ ସିଦ୍ଧାର୍ଥଙ୍କୁ ତାଙ୍କ କୋ-ଷ୍ଟାର ଶିବ ପଣ୍ଡିତଙ୍କ ବାଇକ୍‌ରେ ବସାଇ ନେଉଥିଲେ। ତେବେ ଶୁଟିଂ ପରେ ଦୁଇଜଣ ଯାକ ବାଇକ୍‌ […]

sid

sid

Chinmayee Roy
  • Published: Wednesday, 18 September 2019
  • Updated: 18 September 2019, 02:53 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ ଖରାପ ଖବର। ବାଇକ୍‌ ଦୁର୍ଘଟଣାରେ ସେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଓ ହାତରେ ଜୋରରେ ଆଘାତ ଲାଗିଛି। ତେବେ ହେଲ୍‌ମେଟ୍ ପିନ୍ଧିଥିବାରୁ ମୁଣ୍ଡରେ ଆଘାତ ଲାଗି ନାହିଁ।

https://www.instagram.com/p/B0Qf6VjhQAz/?utm_source=ig_web_copy_link

ସୂଚନା ଅନୁଯାୟୀ, ‘ଶେରଶାହ’ର ଶୁଟିଂ ସେଟ୍‌ରେ ସିଦ୍ଧାର୍ଥଙ୍କର ଦୁର୍ଘଟଣା ହୋଇଛି। ଏକ ସିନ୍‌ ଅନୁଯାୟୀ ସିଦ୍ଧାର୍ଥଙ୍କୁ ତାଙ୍କ କୋ-ଷ୍ଟାର ଶିବ ପଣ୍ଡିତଙ୍କ ବାଇକ୍‌ରେ ବସାଇ ନେଉଥିଲେ। ତେବେ ଶୁଟିଂ ପରେ ଦୁଇଜଣ ଯାକ ବାଇକ୍‌ ନେଇ ବୁଲିବାକୁ ବାହାରିଥିଲେ। ହେଲେ ଏହି ସମୟରେ ଶିବ ବାଇକ୍‌ ଉପରୁ ଭାରସାମ୍ୟ  ହରାଇଥିଲେ ଓ ଦୁହେଁ ପଡ଼ିଯାଇଥିଲେ।

https://www.instagram.com/p/B1TzzNqBFhF/?utm_source=ig_web_copy_link

ତେବେ ଆହତ ହୋଇଥିଲେ ମଧ୍ୟ ସିଦ୍ଧାର୍ଥ ଶୁଟିଂ ବନ୍ଦ କରି ନଥିଲେ। ଆହତ ‌ଅବସ୍ଥାରେ ସେ ଲଗାତାର ଭାବେ ଶୁଟିଂ କରିଥିଲେ। କାରଣ ସେଦିନ ୧୫୦ ଜଣିଆ ଲୋକଙ୍କୁ ନେଇ ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ସିନ୍‌ର ଶୁଟିଂ ଚାଲିଥିଲା। ତେଣୁ ଏଥିରେ କୌଣସି ପ୍ରକାର ବାଧା ଉପୁଜୁ ବୋଲି ସେ ଚାହୁଁ ନଥିଲେ।

https://www.instagram.com/p/B2LipqwhGgz/?utm_source=ig_web_copy_link

‘ଶେରଶାହ’ ଫିଲ୍ମ କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ଉପରେ ଆଧାରିତ। କାର୍ଗିଲ୍‌ରେ ଏହାର ଶୁଟିଂ ଚାଲିଥିବା ବେଳେ ଏଥିରେ ସିଦ୍ଧାର୍ଥଙ୍କ ନାୟିକା ସାଜିଛନ୍ତି କିୟାରା ଆଡଭାନୀ। ‘ଶେରଶାହ’ ସଫଳ ହେଲେ ସିଦ୍ଧାର୍ଥଙ୍କ କ୍ୟାରିୟରକୁ ନୂଆ ମୋଡ଼ ମିଳିପାରେ। କାରଣ ତାଙ୍କର ଫିଲ୍ମି କ୍ୟାରିୟର ଏବେ ଭଲ ଚାଲି ନାହିଁ। ନିକଟରେ ତାଙ୍କ ଫିଲ୍ମ ‘ଜବରିଆ ଯୋଡ଼ି’ ରିଲିଜ୍ ହୋଇଥିଲା। ତେବେ ତାହା ଫ୍ଲପ୍ ହୋଇଥିଲା। ତେଣୁ ସିଦ୍ଧାର୍ଥ ଏବେ ଏକ ହିଟ୍ ଫିଲ୍ମ ସନ୍ଧାନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story