ସୋସିଆଲ୍ ମିଡିଆର ସଇତାନ ରୂପ: ଆଗରୁ ରାମଦେବ ମରିଥିଲେ, ଏବେ ଜୟୀରାମଙ୍କୁ ମାରିଦେଲା !

ଭୁବନେଶ୍ୱର: ଧୀରେ ଧୀରେ ସାଂଘାତିକ ରୂପ ନେବାରେ ଲାଗିଛି ସୋସିଆଲ ମିଡିଆ। ସାମାଜିକ କ୍ଷେତ୍ରରେ ଯୋଗାଯୋଗର ଏକ ସରଳ ମାଧ୍ୟମ ପାଲଟିଥିବା ଏହି ଗଣମାଧ୍ୟମ, କିଛି ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଆଜି ବାଟବଣା ହୋଇଯାଇଛି। ଭାବର ଅଦାନ ପ୍ରଦାନ ସହ ବନ୍ଧୁ ପରିଜନଙ୍କ ସହ ସମ୍ପର୍କର ସେତୁବନ୍ଧ ସାଜିଥିବା ଏହି ସୋସିଆଲ ମିଡିଆ, ଏବେ ଆଣ୍ଟି-ସୋସିଆଲ କାର୍ଯ୍ୟକଳାପର ଅମରବାବତୀ ପାଲଟି ଯାଇଛି। କେତେବେଳେ କାହାର ଚରିତ୍ର ସଂହାର କରୁଛି ତ’ ପୁଣି କେତେବେଳେ ସାଇଲେଣ୍ଟ କିଲର ସାଜୁଛି। […]

jairam

jairam

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 06:15 PM IST

Sports

Latest News

ଭୁବନେଶ୍ୱର: ଧୀରେ ଧୀରେ ସାଂଘାତିକ ରୂପ ନେବାରେ ଲାଗିଛି ସୋସିଆଲ ମିଡିଆ। ସାମାଜିକ କ୍ଷେତ୍ରରେ ଯୋଗାଯୋଗର ଏକ ସରଳ ମାଧ୍ୟମ ପାଲଟିଥିବା ଏହି ଗଣମାଧ୍ୟମ, କିଛି ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଆଜି ବାଟବଣା ହୋଇଯାଇଛି। ଭାବର ଅଦାନ ପ୍ରଦାନ ସହ ବନ୍ଧୁ ପରିଜନଙ୍କ ସହ ସମ୍ପର୍କର ସେତୁବନ୍ଧ ସାଜିଥିବା ଏହି ସୋସିଆଲ ମିଡିଆ, ଏବେ ଆଣ୍ଟି-ସୋସିଆଲ କାର୍ଯ୍ୟକଳାପର ଅମରବାବତୀ ପାଲଟି ଯାଇଛି। କେତେବେଳେ କାହାର ଚରିତ୍ର ସଂହାର କରୁଛି ତ’ ପୁଣି କେତେବେଳେ ସାଇଲେଣ୍ଟ କିଲର ସାଜୁଛି।

ଦୋଷ ନଥାଇ ଲୋକ ଦୋଷୀ ହୋଇ ଯାଉଛି। ଆଉ ବଞ୍ଚିଥିବା ଲୋକ ମରି ଯାଉଛି। ଗତ ଏପ୍ରିଲ ମାସରେ ହଠାତ୍ ଯୋଗଗୁରୁ ବାବା ରାମଦେବଙ୍କ ମୃତ୍ୟୁ ଘଟିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ହେଲେ ପରେ ତାହା ଏକ ଗୁଜବ ବୋଲି ଜଣା ପଡ଼ିଥିଲା। ଆଉ ଏବେ ଓଡ଼ିଶାର ପ୍ରଖ୍ୟାତ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ସେମିତି ଏକ ମିଛ ଗୁଜବର ଶିକାର ହେବାକୁ ପଡ଼ିଛି। ଜୟୀରାମଙ୍କର ମଙ୍ଗଳବାର ମୃତ୍ୟୁ ଘଟିଥିବା ଖବର ହଠାତ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ସୁଦୀପ୍ତ ସାହୁ ନାମକ ଜଣେ ଫେସ୍‌ବୁକ୍‌ ଆକାଉଣ୍ଟଧାରୀ, ଏହି ଖବରଟିକୁ ପୋଷ୍ଟ କରିବା ପରେ ପବନ ବେଗରେ ଏହା ଭାଇରାଲ ହୋଇଯାଇଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଘଟଣା ସତ କି ମିଛ ବୁଝିବା ଆଗରୁ ଅନେକ ଲୋକ ଖବରଟିକୁ ଲାଇକ୍‌ କରିବା ସହ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇ ଦେଇଥିଲେ। ତେବେ ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାର ଯାଞ୍ଚ କରିବାରୁ, ଖବରଟି ଡାହାମିଛ ବୋଲି ଜଣାପଡ଼ିଥିଲା।

ଏ ସମ୍ପର୍କରେ ଜୟୀରାମ ସାମଲଙ୍କୁ ପଚାରିବାରୁ ସେ କହିଛନ୍ତି- ଖବରଟି ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। କେବଳ ମତେ ନୁହେଁ, ଅନ୍ୟ କଳାକାର ବନ୍ଧୁମାନଙ୍କୁ ମଧ୍ୟ ମୋ ସଂପର୍କରେ ଏହି ମିଥ୍ୟା ଖବର କଷ୍ଟ ଦେଇଛି। ତେବେ ଗୋଟିଏ କଥା ଅନ୍ତତଃ ସ୍ପଷ୍ଟ ହୋଇଯାଇଛି ଯେ, ଓଡ଼ିଶାବାସୀ ମତେ ଖୁବ୍ ଭଲ ପାଆନ୍ତି। ମୋର ଗୋଟେ ଦଶା କଟିଗଲା। ଏହି ଖବର ଆସିବା ପରେ ମୋର ଶୁଭେଚ୍ଛୁ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ମୋତେ ବ୍ୟସ୍ତ ବିବ୍ରତ କରି ପକାଉଛନ୍ତି। ନିଜେ ମଧ୍ୟ ବ୍ୟସ୍ତ ହୋଇ ପଡ଼ୁଛନ୍ତି।   କିଏ ଏପରି ଏକ କାମ କଲା, ଆଉ କାହିଁକି କଲା, ତାହା ମୁଁ ବୁଝିପାରୁନି। ଏହା କରିବା ଆଦୌ ଠିକ୍‌ ନୁହଁ। ଆମେ କଳାକାରମାନେ ଲୋକଙ୍କ ମନୋରଞ୍ଜନ କରୁଛୁ। ଆମକୁ ଟେନ୍‌ସନ୍‌ କରିବା ଆଦୌ ଠିକ୍‌ ନୁହଁ। ଫେସବୁକ୍‌ରେ ଏମିତି ଖବର ପୋଷ୍ଟ କରିବା କଥା ନୁହଁ। ଏଭଳି କାର୍ଯ୍ୟରୁ ଲୋକମାନେ ନିବୃତ ରହିବା ଉଚିତ ବୋଲି ଜୟୀରାମ ଅନୁରୋଧ କରିଛନ୍ତି।

ତେବେ ଜୟୀରାମଙ୍କ ସଂପର୍କରେ ଏପରି ମିଛ ଓ ସାଂଘାତିକ ଖବରଟି ଫେସ୍‌ବୁକ୍‌ରେ ଛାଡ଼ିଥିବା ବ୍ୟକ୍ତି କାହିଁକି ଏପରି କରିବାକୁ ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖବରଟି ସେ କେଉଁଠୁ ପାଇଲେ, ଯଦି ସେମିତି କିଛି ଶୁଣିଲେ ସେ ସଂପର୍କରେ ଅଧିକ ବୁଝାସୁଝା କାହିଁକି କଲେନି, ସେ ସଂପର୍କରେ ପ୍ରଶ୍ନ ଉଠିଛି। ନା ସଂପୃକ୍ତ ବ୍ୟକ୍ତି ଜାଣିଶୁଣି ଏପରି କରିଛନ୍ତି ତାହା ଜଣାପଡ଼ିନି। ତେବେ ମିଳିଥିବା ଖବର ଅନୁଯାୟୀ, ଖୁବଶୀଘ୍ର ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପୋଲିସ୍ ପଦକ୍ଷେପ ନେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story