‘ରଇସ’ର ପ୍ରମୋସନ ପାଇଁ ଟ୍ରେନ୍‌ରେ ଯାତ୍ରା କଲେ କିଙ୍ଗ୍‌ ଖାନ୍‌

ମୁମ୍ବାଇ: ‘ରଇସ’ର ପ୍ରମୋସନ ପାଇଁ କିଙ୍ଗ୍‌ ଖାନ୍‌ ଖାସ୍‌ ଟ୍ରେନ୍‌ରେ ଯାତ୍ରା କରି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ସନି ଲିଓନି ମଧ୍ୟ ରହିଛନ୍ତି। ପୂର୍ବରୁ ଏହି ଖବର ଜାଣିପାରି ତାଙ୍କ ଫ୍ୟାନ୍‌ମାନେ ନିଜାମୁଦ୍ଦିନ ଷ୍ଟେସନରେ ଭିଡ଼ ଜମାଇଥିଲେ। ଫ୍ୟାନ୍‌ମାନେ ଶାହାରୁଖଙ୍କ ପାଇଁ ବିଭିନ୍ନ ଉପହାର ମଧ୍ୟ ଆଣି ଆସିଥିଲେ। ଖବର ମୁତାବକ ଗତକାଲି ସନ୍ଧ୍ୟା ୫ଟାରେ ବମ୍ବେ ସେଣ୍ଟ୍ରାଲରୁ ଶାହାରୁଖ ଅଗଷ୍ଟକ୍ରାନ୍ତି ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀକୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଯାତ୍ରା କରୁଥିବା ସମୟରୁ […]

srk-rtain-journey

srk-rtain-journey

Rakesh Mallick
  • Published: Tuesday, 24 January 2017
  • Updated: 24 January 2017, 02:24 PM IST

ମୁମ୍ବାଇ: ‘ରଇସ’ର ପ୍ରମୋସନ ପାଇଁ କିଙ୍ଗ୍‌ ଖାନ୍‌ ଖାସ୍‌ ଟ୍ରେନ୍‌ରେ ଯାତ୍ରା କରି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ସନି ଲିଓନି ମଧ୍ୟ ରହିଛନ୍ତି। ପୂର୍ବରୁ ଏହି ଖବର ଜାଣିପାରି ତାଙ୍କ ଫ୍ୟାନ୍‌ମାନେ ନିଜାମୁଦ୍ଦିନ ଷ୍ଟେସନରେ ଭିଡ଼ ଜମାଇଥିଲେ। ଫ୍ୟାନ୍‌ମାନେ ଶାହାରୁଖଙ୍କ ପାଇଁ ବିଭିନ୍ନ ଉପହାର ମଧ୍ୟ ଆଣି ଆସିଥିଲେ।

ଖବର ମୁତାବକ ଗତକାଲି ସନ୍ଧ୍ୟା ୫ଟାରେ ବମ୍ବେ ସେଣ୍ଟ୍ରାଲରୁ ଶାହାରୁଖ ଅଗଷ୍ଟକ୍ରାନ୍ତି ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀକୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଯାତ୍ରା କରୁଥିବା ସମୟରୁ ହିଁ ଶାହାରୁଖ ଲାଇଭ୍‌ ଟ୍ୱିଟ୍‌ କରିବା ଆରମ୍ଭ କରିଥିଲେ।

‘ରଇସ’ ଆସନ୍ତା କାଲି ରିଲିଜ ହେବ। ଫିଲ୍ମଟି ହ୍ରିତିକଙ୍କ ‘କାବୀଲ’ ସହ ପ୍ରତିଦ୍ୱନ୍ଦିତା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story