‘ସୁଲତାନ’ ରେକର୍ଡ ଭାଙ୍ଗି ପାରିଲାନି ‘ଦଙ୍ଗଲ’

ମୁମ୍ବାଇ: ଏବେ ଦର୍ଶକଙ୍କ ମୁହଁରେ ‘ଦଙ୍ଗଲ’ର ପ୍ରଶଂସା। ପ୍ରଥମ ସପ୍ତାହରେ ଏହି ଫିଲ୍ମ ୧୯୭ କୋଟି ଟଙ୍କା ରୋଜଗାର କରିସାରିଛି। ଯାହା ପ୍ରଥମ ସପ୍ତାହରେ ଅଧିକ ରୋଜଗାର କରିଥିବା ଫିଲ୍ମ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଭଳ ରୋଜଗାର ସତ୍ତ୍ୱେ ପ୍ରଥମ ସପ୍ତାହରେ ଅଧିକ ରୋଜଗାର କରିଥିବା ତାଲିକାରେ ଥିବା ସଲମାନ ଖାନଙ୍କ ‘ସୁଲତାନ’କୁ ଅମୀର ଖାନ ଷ୍ଟାରର ଏହି ଫିଲ୍ମ କାଟି ପାରିନାହିଁ।

ନିଜ ଅଭିନିତ ‘ଧୂମ-୩’କୁ ପଛରେ ପକାଇ ‘ଦଙ୍ଗଲ’ ଦ୍ୱିତୀୟ ସ୍ଥାନକୁ ଯାଇଥିଲେ ମଧ୍ୟ ‘ସୁଲତାନ’କୁ ଟକ୍କର ଦେଇପାରି ନାହିଁ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More