ସନି ଲିଓନି ହେବେ ‘ମୀନା କୁମାରୀ’

ମୁମ୍ବାଇ: ବଲିଉଡର ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ମୀନା କୁମାରୀଙ୍କ ଉପରେ ନିର୍ମାଣ ହବାକୁ ଯାଉଛି ଏକ ବାୟୋପିକ୍। ଏଥିରେ ମୀନାଙ୍କ ରୋଲ୍‌ରେ କିଏ ନଜର ଆସିବେ ତାକୁ ନେଇ ଦୌଡ଼  ଆରମ୍ଭ ହୋଇଯାଇଛି।  ଶୁଣିବାକୁ ମିଳୁଛି ଯେ, ଅଭିନେତ୍ରୀ ସନି ଲିଓନିଙ୍କୁ ମୀନାଙ୍କ ଭୂମିକାରେ ଦିଖିବାକୁ ମିଳିଥିଲା।  ଏହି ଫିଲ୍ମ ପାଇଁ ପୂର୍ବରୁ ବିଦ୍ୟା ବାଲନଙ୍କୁ ଅଫର୍‌ ମିଳିଥିଲା। କିନ୍ତୁ ସେ ଏଥିରେ ରାଜି ହୋଇନଥିଲେ। କେବଳ ବିଦ୍ୟା ନୁହେଁ, ଫିଲ୍ମର ନିର୍ଦ୍ଦେଶକ କରନ୍ ରାଜଦାନ୍ […]

MeenaKumariSunyLeone

MeenaKumariSunyLeone

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 07:16 PM IST

Sports

Latest News

ମୁମ୍ବାଇ: ବଲିଉଡର ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ମୀନା କୁମାରୀଙ୍କ ଉପରେ ନିର୍ମାଣ ହବାକୁ ଯାଉଛି ଏକ ବାୟୋପିକ୍। ଏଥିରେ ମୀନାଙ୍କ ରୋଲ୍‌ରେ କିଏ ନଜର ଆସିବେ ତାକୁ ନେଇ ଦୌଡ଼  ଆରମ୍ଭ ହୋଇଯାଇଛି।  ଶୁଣିବାକୁ ମିଳୁଛି ଯେ, ଅଭିନେତ୍ରୀ ସନି ଲିଓନିଙ୍କୁ ମୀନାଙ୍କ ଭୂମିକାରେ ଦିଖିବାକୁ ମିଳିଥିଲା।  ଏହି ଫିଲ୍ମ ପାଇଁ ପୂର୍ବରୁ ବିଦ୍ୟା ବାଲନଙ୍କୁ ଅଫର୍‌ ମିଳିଥିଲା। କିନ୍ତୁ ସେ ଏଥିରେ ରାଜି ହୋଇନଥିଲେ। କେବଳ ବିଦ୍ୟା ନୁହେଁ, ଫିଲ୍ମର ନିର୍ଦ୍ଦେଶକ କରନ୍ ରାଜଦାନ୍ ମାଧୁରୀ ଦୀକ୍ଷିତ୍‌ଙ୍କୁ ମଧ୍ୟ ଏହି ଅଫର ଦେଇଥିଲେ। ହେଲେ ମାଧୁରୀ ବି ମନା କରିଦେଇଥିଲେ। କରନ୍ ବିଶେଷ କରି ‘ଦିଲ୍‌ ଜଲେ’ ଓ ‘ଦିୱାନା’ ପରି ଫିଲ୍ମ ପାଇଁ ପରିଚିତ।

କରନ୍ କହିଥିଲେ ଯେ, ‘ସନି ଏହି ରୋଲ୍‌କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ବିଦ୍ୟା ଓ ମାଧୁରୀ କୌଣସି କାରଣରୁ ଫିଲ୍ମ ପାଇଁ ମନା କରିଦେବା ପରେ ସନି ନିଜ ତରଫରୁ ତାଙ୍କ ପାଖକୁ ଆସିଥିଲେ ଓ ଏହି ଫିଲ୍ମ କରିବା ପାଇଁ ନିଜର ଉତ୍ସାହ ପ୍ରକାଶ କରିଥିଲେ।’

ତେବେ ସନି ଯଦି ଏହି ଫିଲ୍ମରେ ଲିଡ୍ ରୋଲରେ ଅଭିନୟ କରନ୍ତି, ତେବେ ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଅଫର ହେବ ବୋଲି କୁହାଯିବ। ପାଠକମାନଙ୍କ ପା‌ଇଁ ଏଠି ଆମେ ସୂଚନା ଦେବାକୁ ଚାହୁଁଛୁ ଯେ, ଜଣେ ଲୋକପ୍ରିୟ ପର୍ଣ୍ଣ ଷ୍ଟାର ହୋଇଥିଲେ ବି ବଲିଉଡ୍‌ର ମୁଖ୍ୟ ଧାରାର ଚଳଚିତ୍ରରେ ଅଭିନୟ କରି ବେଶ୍ ଆଦର ସାଉଣ୍ଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story