ସନ୍ନି ଦେଓଲଙ୍କ ବିରୋଧରେ ମାମଲା

ବାରାଣସୀ: ବଲିଉଡ ଷ୍ଟାର ସନ୍ନି ଦେଓଲଙ୍କ ବିରୋଧରେ ବାରାଣସୀ ଭେଲୁପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଚଳଚ୍ଚିତ୍ର ନିର୍ମାତା ଚନ୍ଦ୍ରପ୍ରକାଶ ଦ୍ୱିୱେଦୀଙ୍କ ନିର୍ଦ୍ଦେଶିତ ’ମୋହଲ୍ଲା ଆଶି’ରେ ସନ୍ନି ଦେଓଲ ଅଶ୍ରାବ୍ୟ ଭାଷା ବ୍ୟବହାର କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ଏହି ଅଭିଯୋଗ କରିଛି ବାରଣାସୀର ସର୍ବଜନ ଜାଗୃତି ନାମକ ଏକ ସଂସ୍ଥା। ଘାୟଲ ଷ୍ଟାର ସନ୍ନିଙ୍କ ଅଭିନିତ ଏହି ଚଳଚ୍ଚିତ୍ରରେ ବାରାଣସୀର ଗାରିମାହାନୀ ହେବା ଭଳି ଭାଷା ପ୍ରୟୋଗ କରାଯାଇଛି।  ଏହି ଚଳଚ୍ଚିତ୍ର […]

sakshi

sakshi

Rakesh Mallick
  • Published: Monday, 22 June 2015
  • Updated: 22 June 2015, 05:38 PM IST

Sports

Latest News

ବାରାଣସୀ: ବଲିଉଡ ଷ୍ଟାର ସନ୍ନି ଦେଓଲଙ୍କ ବିରୋଧରେ ବାରାଣସୀ ଭେଲୁପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଚଳଚ୍ଚିତ୍ର ନିର୍ମାତା ଚନ୍ଦ୍ରପ୍ରକାଶ ଦ୍ୱିୱେଦୀଙ୍କ ନିର୍ଦ୍ଦେଶିତ ’ମୋହଲ୍ଲା ଆଶି’ରେ ସନ୍ନି ଦେଓଲ ଅଶ୍ରାବ୍ୟ ଭାଷା ବ୍ୟବହାର କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ଏହି ଅଭିଯୋଗ କରିଛି ବାରଣାସୀର ସର୍ବଜନ ଜାଗୃତି ନାମକ ଏକ ସଂସ୍ଥା। ଘାୟଲ ଷ୍ଟାର ସନ୍ନିଙ୍କ ଅଭିନିତ ଏହି ଚଳଚ୍ଚିତ୍ରରେ ବାରାଣସୀର ଗାରିମାହାନୀ ହେବା ଭଳି ଭାଷା ପ୍ରୟୋଗ କରାଯାଇଛି।  ଏହି ଚଳଚ୍ଚିତ୍ର ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରୁଥିବାରୁ ଏହାକୁ ଦେଶ ବ୍ୟାପୀ ରିଲିଜ୍ କରା ନ ଯାଉ ବୋଲି ଏହି ସଂସ୍ଥା ଦାବି କରିଛି।

ସୂଚନାଯୋଗ୍ୟ ଏହି ଚଳଚ୍ଚିତ୍ରଟି କାଶିନାଥ ସିଂଙ୍କ ’କାଶି କା ଆଶି’ ଉପନ୍ୟାସ ଉପରେ ଆଧାରିତ। ଏଥିରେ ସନ୍ନି ଜଣେ ସଂସ୍କୃତ ଶିକ୍ଷକ ଓ ରକ୍ଷଣଶୀଳ ପଣ୍ଡିତ ଭୂମିକାରେ ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos