ବଲିଉଡ୍ ଫିଲ୍ମର ପ୍ରମୋସନ କରୁଛନ୍ତି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ! ମିଛ ନୁହେଁ ସତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପରେ ରେଳମନ୍ତ୍ରୀଙ୍କୁ ଭେଟିଲେ ଖିଲାଡ଼ି କୁମାର। ଆଗାମୀ ଫିଲ୍ମ ଟଏଲେଟ ଏକ ପ୍ରେମ କଥାର ପ୍ରଚାର ପାଇଁ ଅକ୍ଷୟ ଏବେ ଜୋରସୋରରେ ଲାଗି ପଡିଛନ୍ତି। ତାଙ୍କର ଏହି ଚଳଚିତ୍ରଟି ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ପରି ସ୍ୱଚ୍ଛତା ଉପରେ ଆଧାରିତ। ଅକ୍ଷୟ ଓ ସହ ଅଭିନେତ୍ରୀ ଭୂମି ପେଡନିକରଙ୍କ ସହ ମିଶି ନିଜ ଫିଲ୍ମିର ପ୍ରଚାର ପାଇଁ କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଭେଟିଛନ୍ତି। ସେପଟେ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ ଜରିଆରେ […]

film

film

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 06:22 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପରେ ରେଳମନ୍ତ୍ରୀଙ୍କୁ ଭେଟିଲେ ଖିଲାଡ଼ି କୁମାର। ଆଗାମୀ ଫିଲ୍ମ ଟଏଲେଟ ଏକ ପ୍ରେମ କଥାର ପ୍ରଚାର ପାଇଁ ଅକ୍ଷୟ ଏବେ ଜୋରସୋରରେ ଲାଗି ପଡିଛନ୍ତି। ତାଙ୍କର ଏହି ଚଳଚିତ୍ରଟି ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ପରି ସ୍ୱଚ୍ଛତା ଉପରେ ଆଧାରିତ। ଅକ୍ଷୟ ଓ ସହ ଅଭିନେତ୍ରୀ ଭୂମି ପେଡନିକରଙ୍କ ସହ ମିଶି ନିଜ ଫିଲ୍ମିର ପ୍ରଚାର ପାଇଁ କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଭେଟିଛନ୍ତି।

ସେପଟେ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ ଜରିଆରେ ଅକ୍ଷୟ କୁମାରଙ୍କୁ ତାଙ୍କ ଫିଲ୍ମ ପାଇଁ ପ୍ରଶଂସା କରିଛନ୍ତି ଏବଂ ଏହାର ପ୍ରତିକ୍ରିୟାରେ ଅକ୍ଷୟ ନିଜ ଟୁଇଟ ମାଧ୍ୟମରେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।ଗତ ସପ୍ତାହରେ ଅକ୍ଷୟ ନିଜର ଫିଲ୍ମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story