ଶାହାରୁଖଙ୍କ ପୋଜ୍‌ରେ ସୁଶାନ୍ତ ସିଂ ରାଜପୁତ୍‌

ମୁମ୍ବାଇ: ଶାହାରୁଖ ଖାନ୍‌ ପ୍ରତି ନିଜ ପାଗଳାମୀ ଓ ଭଲପାଇବା ଦେଖାଇବାକୁ ଯାଇ ସୁଶାନ୍ତ ସିଂ ରାଜପୁତ୍‌ ଦୁବାଇରେ ପହଞ୍ଚିଛନ୍ତି। ଦୁବାଇରେ ଛୁଟି ମନାଇବା ବେଳେ ସେ ଶାହାରୁଖଙ୍କ ସିଗ୍‌ନେଚର ପୋଜ୍‌ ‘ହାତ ଖୋଲି ଛିଡ଼ା ହେବା’ର ଏକ ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି। ଏହି ପୋଜକୁ ସେ କିଙ୍ଗ୍‌ ଖାନ୍‌ ପରି ସୁନ୍ଦର କରିପାରି ନାହାଁନ୍ତି ବୋଲି କହିଛନ୍ତି। ଶାହାରୁଖ କିନ୍ତୁ ସୁଶାନ୍ତଙ୍କ ଏହି ପୋଜ୍‌ ପାଇଁ ୧୦ ରୁ ୧୦ ନମ୍ବର ଦେଇଛନ୍ତି। ଶାହାରୁଖଙ୍କ […]

sushant-singh

sushant-singh

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 02:12 PM IST

Sports

Latest News

ମୁମ୍ବାଇ: ଶାହାରୁଖ ଖାନ୍‌ ପ୍ରତି ନିଜ ପାଗଳାମୀ ଓ ଭଲପାଇବା ଦେଖାଇବାକୁ ଯାଇ ସୁଶାନ୍ତ ସିଂ ରାଜପୁତ୍‌ ଦୁବାଇରେ ପହଞ୍ଚିଛନ୍ତି। ଦୁବାଇରେ ଛୁଟି ମନାଇବା ବେଳେ ସେ ଶାହାରୁଖଙ୍କ ସିଗ୍‌ନେଚର ପୋଜ୍‌ ‘ହାତ ଖୋଲି ଛିଡ଼ା ହେବା’ର ଏକ ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି।

ଏହି ପୋଜକୁ ସେ କିଙ୍ଗ୍‌ ଖାନ୍‌ ପରି ସୁନ୍ଦର କରିପାରି ନାହାଁନ୍ତି ବୋଲି କହିଛନ୍ତି। ଶାହାରୁଖ କିନ୍ତୁ ସୁଶାନ୍ତଙ୍କ ଏହି ପୋଜ୍‌ ପାଇଁ ୧୦ ରୁ ୧୦ ନମ୍ବର ଦେଇଛନ୍ତି। ଶାହାରୁଖଙ୍କ ଏହି ପୋଜ୍‌ କରିବାରେ ସୁଶାନ୍ତଙ୍କ ଏହା ପ୍ରଥମ ଚେଷ୍ଟା ନୁହେଁ। ଏହାପୂର୍ବରୁ ମଧ୍ୟ ସେ ଏହି ପୋଜ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos