ସୁଶାନ୍ତଙ୍କ ପାଖରୁ ହିନ୍ଦୀ ଶିଖୁଛନ୍ତି ଜାକଲିନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ରାଜପୁତ ଚୁଲବୁଲି ଅଭିନେତ୍ରୀ ଜାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ସହ ଏବେ ନଜର ଆସୁଛନ୍ତି।  କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍‌ ‘ଏମ୍.ଏସ୍‌. ଧୋନୀ: ଦି ଅନ୍‌ଟୋଲ୍ଡ ଷ୍ଟୋରୀ’ର କ୍ରିକେଟର ଭାବେ ଅଭିନୟ କରୁଥିବା ସୁଶାନ୍ତ ଏବେ ଶିକ୍ଷକ ବନିଯାଇଛନ୍ତି।  ସୁଶାନ୍ତ ଏବେ ଜାକଲିନ୍‌ଙ୍କୁ ହିନ୍ଦୀ ଶିଖାଉଛନ୍ତି। ଉଭୟ ବି ଟାଉନ୍‌ର ଏକ  ଇଭେଣ୍ଟ ପାଇଁ   ଦୁଇ ଜଣ ନାଚ ପ୍ରାକଟିସ୍‌ କରୁଛନ୍ତି। ଯାହାର  ଏକ  ଭିଡ଼ିଓ ସୁଶାନ୍ତ ସୋସିଆଲ ମିଡିଆରେ ଟ୍ୱିଟ୍‌ କରିଛନ୍ତି […]

sushant

sushant

Rakesh Mallick
  • Published: Saturday, 14 January 2017
  • Updated: 14 January 2017, 01:26 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ରାଜପୁତ ଚୁଲବୁଲି ଅଭିନେତ୍ରୀ ଜାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ସହ ଏବେ ନଜର ଆସୁଛନ୍ତି।  କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍‌ ‘ଏମ୍.ଏସ୍‌. ଧୋନୀ: ଦି ଅନ୍‌ଟୋଲ୍ଡ ଷ୍ଟୋରୀ’ର କ୍ରିକେଟର ଭାବେ ଅଭିନୟ କରୁଥିବା ସୁଶାନ୍ତ ଏବେ ଶିକ୍ଷକ ବନିଯାଇଛନ୍ତି।  ସୁଶାନ୍ତ ଏବେ ଜାକଲିନ୍‌ଙ୍କୁ ହିନ୍ଦୀ ଶିଖାଉଛନ୍ତି।

ଉଭୟ ବି ଟାଉନ୍‌ର ଏକ  ଇଭେଣ୍ଟ ପାଇଁ   ଦୁଇ ଜଣ ନାଚ ପ୍ରାକଟିସ୍‌ କରୁଛନ୍ତି। ଯାହାର  ଏକ  ଭିଡ଼ିଓ ସୁଶାନ୍ତ ସୋସିଆଲ ମିଡିଆରେ ଟ୍ୱିଟ୍‌ କରିଛନ୍ତି ଯେଉଁଥିରେ ସୁଶାନ୍ତ ଜାକଲିନ୍‌ଙ୍କୁ ହିନ୍ଦୀ ଶିଖାଉଥିବା ନଜର ଆସୁଛନ୍ତି ଓ ଜାକଲିନ୍‌ ମଧ୍ୟ ତାଙ୍କୁ ଠାରୁ ହିନ୍ଦୀ ଶିଖୁଛନ୍ତି। ଏହି ଭିଡ଼ିଓରେ ଉଭୟ ବହୁତ ମସ୍ତି କରୁଛନ୍ତି।

ସୁଶାନ୍ତ ଏହି ଭିଡ଼ିଓରେ ଜାକଲିନ୍‌ ଡ୍ୟାନ୍ସ ଶିଖାଇବା ବଦଳରେ ହିନ୍ଦୀ ଶିଖୁ ଥିବା ନଜର ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story