ଭିନ୍ନ ଢଙ୍ଗରେ ସ୍ୱପ୍ନ ପୂରଣ କରୁଛନ୍ତି ସୁଶାନ୍ତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ବଲିଉଡ୍‌ର ଜଣେ ସଫଳ ଅଭିନେତା। ହେଲେ ଜାଣିଛନ୍ତି, ସେ ପିଲା ବେଳକୁ ଅଭିନେତା ହେବାକୁ ଚାହୁଁ ନଥିଲେ। ସେ ଜଣେ ମହାକାଶଚାରୀ ହେବାକୁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ତାଙ୍କ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ। ଏ କଥା ସେ କିଛି ସାକ୍ଷାତକାରରେ ମଧ୍ୟ କହିଛନ୍ତି। ତେଣୁ ଏହା କିଛି ନୂଆ କଥା ନୁହେଁ। ନୂଆ କଥା ହେଉଛି, ସେ ଏବେ ନିଜ ସ୍ୱପ୍ନକୁ ଅନ୍ୟମାନଙ୍କ ଜରିଆରେ ପୂରଣ କରିବାକୁ ଚାହୁଁଛନ୍ତି। ଅର୍ଥାତ୍ […]

susant-sing-rajput

susant-sing-rajput

Chinmayee Roy
  • Published: Friday, 06 September 2019
  • Updated: 06 September 2019, 12:20 PM IST

Sports

Latest News

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ବଲିଉଡ୍‌ର ଜଣେ ସଫଳ ଅଭିନେତା। ହେଲେ ଜାଣିଛନ୍ତି, ସେ ପିଲା ବେଳକୁ ଅଭିନେତା ହେବାକୁ ଚାହୁଁ ନଥିଲେ। ସେ ଜଣେ ମହାକାଶଚାରୀ ହେବାକୁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ତାଙ୍କ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ। ଏ କଥା ସେ କିଛି ସାକ୍ଷାତକାରରେ ମଧ୍ୟ କହିଛନ୍ତି। ତେଣୁ ଏହା କିଛି ନୂଆ କଥା ନୁହେଁ। ନୂଆ କଥା ହେଉଛି, ସେ ଏବେ ନିଜ ସ୍ୱପ୍ନକୁ ଅନ୍ୟମାନଙ୍କ ଜରିଆରେ ପୂରଣ କରିବାକୁ ଚାହୁଁଛନ୍ତି। ଅର୍ଥାତ୍ ମହାକାଶଚାରୀ ହେବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କୁ ସେ ନାସା ପଠାଇ ପ୍ରଶିକ୍ଷଣ ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଆଉ ଏ ଦିଗରେ ତାଙ୍କୁ ପ୍ରଥମ ସଫଳତା ବି ମଳି ସାରିଛି।

https://www.instagram.com/p/ByFlXYoDNVv/?utm_source=ig_web_copy_link

ସୁଶାନ୍ତ କହିଛନ୍ତି,“ମୁଁ ଯେତେବେଳେ ଛୋଟ ଥିଲି ଜଣେ ମହାକାଶଚାରୀ ହେବାକୁ ଚାହୁଁଥିଲି। ମୁଁ ସବୁବେଳ ନାସା ଯିବାକୁ ଚାହୁଁଥିଲି। ହେଲେ ମୋତେ ସବୁବେଳେ ମନା କରି ଦିଆଯାଉଥିଲା। ଏଥିପାଇଁ ମୁଁ ଏକ ଟେଲିସ୍କୋପ୍ କିଣି ଚନ୍ଦ୍ରକୁ ଦେଖୁଥିଲି। ତେବେ ଦୁଇ ବର୍ଷ ପୂର୍ବେ ମୋତେ NASA ଯିବାର ସୁଯୋଗ ମିଳିଲା, ଯେଉଁଠି ମୁଁ ଏକ ଛୋଟ ୱାର୍କସପ୍‌ କରିଥିଲି। ବର୍ଷେ ପରେ ମୁଁ ଦୁଇଜଣ ପିଲାଙ୍କୁ NASA ପଠାଇଥିଲି। ଦୁଇଜଣ ଯାକ ବେଶ୍ ବୁଦ୍ଧିମାନ ଥିଲେ ଓ ସେମାନଙ୍କ ମଧ୍ୟରୁ ଜଣେ ସେଠି ସ୍ୱର୍ଣ୍ଣ ପଦକ ମଧ୍ୟ ହାସଲ କରିଥିଲେ। ଆଉ ଏବେ ସେ ମହାକାଶଚାରୀ ହେବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ଏବେ ମୁଁ ଅତି କମ୍‌ରେ ୧୦୦ଜଣ ପିଲାଙ୍କୁ NASA ପଠାଇବାକୁ ଯୋଜନା ପ୍ରସ୍ତୁ କରୁଛି।”

https://www.instagram.com/p/B18hRmZjSso/?utm_source=ig_web_copy_link

ନ୍ୟାସ୍‌ନାଲ୍‌  ଜିଓଗ୍ରାଫିକ୍‌ ଚ୍ୟାନେଲ୍‌ରେ ଚନ୍ଦ୍ରଯାନ-୨ର ଅବତରଣ ଉପରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସୁଶାନ୍ତ ମହାକାଶ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ସୁଶାନ୍ତ ଦିଲ୍ଲୀ ବୈଷୟିକ ବିଶ୍ୱବିଦ୍ୟାଳୟରେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଛାତ୍ର ଥିଲେ। ଅବଶ୍ୟ ସେ ଅଭିନୟ ପାଇଁ ପାଠପଢ଼ା ଶେଷ କରି ପାରି ନଥିଲେ। ଏହା ଚାରି ବର୍ଷର ପାଠ୍ୟକ୍ରମ ହୋଇଥିବା ବେଳେ ସେ ତିନି ବର୍ଷ ପରେ ସେଠାରୁ ପଳାଇ ଆସିଥିଲେ। ସର୍ବଭାରତୀୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (ଏଆଇଇଇଇ)ରେ ସେ ସପ୍ତମ ସ୍ଥାନ ଅଧିକାର କରିଥିଲେ। ସେହିପରି ପଦାର୍ଥ ବିଜ୍ଞାନରେ ସେ ଜାତୀୟ ଅଲିମ୍ପିଆଡ୍ ବିଜେତା ମଧ୍ୟ ହୋଇଥିଲେ।

https://www.instagram.com/p/B1csz7FDyf2/?utm_source=ig_web_copy_link

ଅନ୍ୟପକ୍ଷରେ ସୁଶାନ୍ତଙ୍କ ନୂଆ ଫିଲ୍ମ ‘ଛିଛୋରେ’ ଆଜି ରିଲିଜ୍ ହୋଇଛି।  ଏଥିରେ ତାଙ୍କ ସହ ଶ୍ରଦ୍ଧା କପୁର ଓ ବରୁଣ ଶର୍ମା ପ୍ରମୁଖ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନୀତେଶ ତିୱାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story