୨୩ ବର୍ଷ ପରେ ମିସ୍‌ ୟୁନିଭର୍ସ ମଞ୍ଚରେ ପାଦ ରଖିଲେ ସୁସ୍ମିତା

ମୁମ୍ବାଇ: ମିସ୍ ୟୁନିଭର୍ସ ଟାଇଟଲ ଜିତିବାର ୨୩ ବର୍ଷ ପରେ ପୁଣି ଥରେ ମିସ୍‌ ୟୁନିଭର୍ସ ମଞ୍ଚରେ ପହଞ୍ଚିଥିଲେ ସୁସ୍ମିତା ସେନ୍‌। ଫିଲିପାଇନ୍ସରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ସେ ଜଜ୍‌ ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ଯୋଗ ଦେଇ ସୁସ୍ମିତା କହିଛନ୍ତି, “ଏହା ଏମିତି ଏକ ମଞ୍ଚ ଯାହା ଜଣଙ୍କ ଜୀବନ ବଦଳାଇ ଦେବ।” ’ଏହି ଅବସରରେ ସୁସ୍ମିତା ପ୍ରତିଯୋଗୀଙ୍କ ରିହଲସଲ ସମୟରେ ଅନ୍ୟ ଜଜ୍‌ଙ୍କ ସହ ରାମ୍ପ ଶୋ’ କରିଥିଲେ। ଏହି ରାମ୍ପ ଶୋ’ର […]

sush-story

sush-story

Rakesh Mallick
  • Published: Monday, 30 January 2017
  • Updated: 30 January 2017, 03:45 PM IST

Sports

Latest News

ମୁମ୍ବାଇ: ମିସ୍ ୟୁନିଭର୍ସ ଟାଇଟଲ ଜିତିବାର ୨୩ ବର୍ଷ ପରେ ପୁଣି ଥରେ ମିସ୍‌ ୟୁନିଭର୍ସ ମଞ୍ଚରେ ପହଞ୍ଚିଥିଲେ ସୁସ୍ମିତା ସେନ୍‌। ଫିଲିପାଇନ୍ସରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ସେ ଜଜ୍‌ ଭାବେ ଯୋଗ ଦେଇଥିଲେ।

ପ୍ରତିଯୋଗିତାରେ ଯୋଗ ଦେଇ ସୁସ୍ମିତା କହିଛନ୍ତି, “ଏହା ଏମିତି ଏକ ମଞ୍ଚ ଯାହା ଜଣଙ୍କ ଜୀବନ ବଦଳାଇ ଦେବ।”

’ଏହି ଅବସରରେ ସୁସ୍ମିତା ପ୍ରତିଯୋଗୀଙ୍କ ରିହଲସଲ ସମୟରେ ଅନ୍ୟ ଜଜ୍‌ଙ୍କ ସହ ରାମ୍ପ ଶୋ’ କରିଥିଲେ। ଏହି ରାମ୍ପ ଶୋ’ର ଏକ ଭିଡ଼ିଓ ସେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ରାମ୍ପରେ ସୁସ୍ମିତା କଳା ଜମ୍ପ ସୁଟ୍‌ ଉପରେ ଲାଲ୍‌ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିବାର ଦେଖାଯାଇଛି।

୧୯୯୪ରେ ସୁସ୍ମିତା ପ୍ରଥମ ଭାରତୀୟ ଭାବେ ମିସ୍‌ ୟୁନିଭର୍ସର କ୍ରାଉନ୍‌ ପିନ୍ଧି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story