ପୁଣି ବିବାହ କରିବେ ରାଖୀ, ସରିଲା ନିର୍ବନ୍ଧ

ମୁମ୍ବାଇ: ପୁଣି ବାଜିବ ରାଖୀଙ୍କ ଶାହାନାଇ। ହାତକୁ ଦି ହାତ ହେବେ ଟେଲିଭିଜନ ଇଣ୍ଡଷ୍ଟ୍ରିର ଏହି ଡ୍ରାମା କୁଇନ୍‌। ସେ ତାଙ୍କ ବର୍ତ୍ତମାନର ବୟଫ୍ରେଣ୍ଡ ଅଦିଲ ଖାନ୍‌ ଦୁରାନୀଙ୍କ ସହ ନେବେ ସାତ ଫେରା। ତେବେ ବିବାହ ପୂର୍ବରୁ ରାଖୀ ଓ ଅଦିଲଙ୍କ ନିର୍ବନ୍ଧ ସରିଛି। ଏ କଥା ଆମେ କହୁନୁ ଖୋଦ୍‌ ରାଖୀ ସାୱନ୍ତ କ୍ୟାମେରା ସାମ୍ନାକୁ ଆସି କହିଛନ୍ତି। ଏଥିସହ ନିଜ ଏନ୍‌ଗେଜ୍‌ମେଣ୍ଟ ରିଙ୍ଗ୍ ମଧ୍ୟ ଦେଖାଇଛନ୍ତି। ସୋଶାଲ ମିଡିଆରେ ରାଖୀଙ୍କ ଏକ ଭିଡିଓ […]

Rakhi shawant

Rakhi shawant

Madhupriya Mistry
  • Published: Tuesday, 24 May 2022
  • Updated: 24 May 2022, 08:45 PM IST

Sports

Latest News

ମୁମ୍ବାଇ: ପୁଣି ବାଜିବ ରାଖୀଙ୍କ ଶାହାନାଇ। ହାତକୁ ଦି ହାତ ହେବେ ଟେଲିଭିଜନ ଇଣ୍ଡଷ୍ଟ୍ରିର ଏହି ଡ୍ରାମା କୁଇନ୍‌। ସେ ତାଙ୍କ ବର୍ତ୍ତମାନର ବୟଫ୍ରେଣ୍ଡ ଅଦିଲ ଖାନ୍‌ ଦୁରାନୀଙ୍କ ସହ ନେବେ ସାତ ଫେରା। ତେବେ ବିବାହ ପୂର୍ବରୁ ରାଖୀ ଓ ଅଦିଲଙ୍କ ନିର୍ବନ୍ଧ ସରିଛି। ଏ କଥା ଆମେ କହୁନୁ ଖୋଦ୍‌ ରାଖୀ ସାୱନ୍ତ କ୍ୟାମେରା ସାମ୍ନାକୁ ଆସି କହିଛନ୍ତି। ଏଥିସହ ନିଜ ଏନ୍‌ଗେଜ୍‌ମେଣ୍ଟ ରିଙ୍ଗ୍ ମଧ୍ୟ ଦେଖାଇଛନ୍ତି।

ସୋଶାଲ ମିଡିଆରେ ରାଖୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ରାଖୀ ନିଜ ହାତରେ ପିନ୍ଧିଥିବା ହୀରାର ମୁଦି ଦେଖାଇ ନିର୍ବନ୍ଧ ସରିଥିବା ନେଇ ଇସାରା ଦେଇଛନ୍ତି। ଏଥିସହ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ କହିଛନ୍ତି, 'ଏହା କୌଣସି ପବ୍ଲିସିଟି ଷ୍ଟଣ୍ଟ ନୁହେଁ।'

ଏହାବ୍ୟତୀତ ରାଖୀ ସାୱନ୍ତଙ୍କର ଆଉ ଏକ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଅଦିଲଙ୍କ ସହ ବିମାନ ବନ୍ଦରରେ ନଜର ଆସିଛନ୍ତି। ବୟଫ୍ରେଣ୍ଡଙ୍କ ସହ ସେ ଦୁବାଇ ଯାଉଥିବା ନେଇ ଭିଡିଓରେ କହୁଥିବା ଦେଖିବାକୁ ମିଳିଛି।

ରାଖୀ ସାୱନ୍ତ ଫେବୃଆରୀ ୨୦୨୨ରେ ସ୍ୱାମୀ ରିତେଶଙ୍କଠାରୁ ଅଲଗା ହୋଇଥିଲେ। କିଛି ଦିନ ପୂର୍ବେ ସେ ପ୍ରଶଂସକଙ୍କୁ କହିଥିଲେ ଯେ ସେ ପୁଣି ପ୍ରେମରେ ପଡ଼ିଛନ୍ତି।

ସ୍ୱାମୀ ରିତେଶଙ୍କ ସହ ଛାଡ଼ପତ୍ର ହେବା ପରେ ଡିପ୍ରେସନରେ ଥିଲେ ରାଖୀ। ଏହାପରେ ଏକ ମାସ ପୂର୍ବେ ଅଦିଲ ଖାନ୍‌ଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା। ରାଖୀଙ୍କୁ ପ୍ରପୋଜ କରିଥିଲେ ଅଦିଲ। ସେ ତାଙ୍କୁ ବହୁତ ଭଲ ପାଉଥିବା କହିଥିଲେ। ଏହାପରେ ରାଖୀ ମଧ୍ୟ ତାଙ୍କୁ ଭଲ ପାଇବସିଥିବା ନିକଟରେ ଏକ ସାକ୍ଷାତକାରରେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story