‘ଦ ଘାଜି ଆଟାକ୍‌’ର ଟ୍ରେଲର ରିଲିଜ

ମୁମ୍ବାଇ: ଦୁଇଟି ଭାଷାରେ ତିଆରି ହୋଇଥିବା କରନ୍‌ ଜୋହରଙ୍କ ଫିଲ୍ମ ‘ଦ ଘାଜି ଆଟାକ୍‌’ର ଟ୍ରେଲର ରିଲିଜ ହୋଇଯାଇଛି। ଫିଲ୍ମରେ ରାଣା ଡଗ୍ଗୁବତୀ ଏବଂ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ। ଭାରତରେ ପ୍ରଥମଥର ପାଇଁ ଏପରି ଏକ ଫିଲ୍ମ ତିଆରି ହୋଇଛି ଯେଉଁଥିରେ ସମୁଦ୍ର ଉପରେ ଯୁଦ୍ଧ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିବ। ଏହା ପୂର୍ବରୁ କରନ୍‌ ଜୋହର ଟ୍ୱିଟରରେ ଫିଲ୍ମର ଟ୍ରେଲର ରିଲିଜ କରାଯିବାର ସୂଚନା ଦେଇଥିଲେ। କରନ୍‌ ଏହି ଫିଲ୍ମକୁ ଏଏ […]

-ghazi_attack

-ghazi_attack

Rakesh Mallick
  • Published: Wednesday, 11 January 2017
  • Updated: 11 January 2017, 02:43 PM IST

Sports

Latest News

ମୁମ୍ବାଇ: ଦୁଇଟି ଭାଷାରେ ତିଆରି ହୋଇଥିବା କରନ୍‌ ଜୋହରଙ୍କ ଫିଲ୍ମ ‘ଦ ଘାଜି ଆଟାକ୍‌’ର ଟ୍ରେଲର ରିଲିଜ ହୋଇଯାଇଛି। ଫିଲ୍ମରେ ରାଣା ଡଗ୍ଗୁବତୀ ଏବଂ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ।

ଭାରତରେ ପ୍ରଥମଥର ପାଇଁ ଏପରି ଏକ ଫିଲ୍ମ ତିଆରି ହୋଇଛି ଯେଉଁଥିରେ ସମୁଦ୍ର ଉପରେ ଯୁଦ୍ଧ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିବ। ଏହା ପୂର୍ବରୁ କରନ୍‌ ଜୋହର ଟ୍ୱିଟରରେ ଫିଲ୍ମର ଟ୍ରେଲର ରିଲିଜ କରାଯିବାର ସୂଚନା ଦେଇଥିଲେ। କରନ୍‌ ଏହି ଫିଲ୍ମକୁ ଏଏ ଫିଲ୍ମସ୍‌, ମ୍ୟାଟିନି ଏଣ୍ଟରଟେନମେଣ୍ଟ ଏବଂ ପିବିପି ସିନେମା ସହିତ ମିଶି ତିଆରି କରିଛନ୍ତି। ଫିଲ୍ମଟି ଫେବୃଆରୀ ୧୭ରେ ରିଲିଜ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story