ଦେଖିପାରିଲେନି ନିଜ ଶେଷ ଫିଲ୍ମ: ରିଲିଜ୍ ପୂର୍ବରୁ ଚାଲି ଯାଇଥିଲେ ଆରପାରି

ସ୍ୱପ୍ନଟିଏ ପାଇଁ ସ୍ୱପ୍ନ ଦେଖିଥିଲେ କିନ୍ତୁ ସେ ସ୍ୱପ୍ନ ପୂରଣ ହେବା ଆଗରୁ ସେମାନେ ନିଜେ ସ୍ୱପ୍ନ ହୋଇଗଲେ। ସେମାନେ କେତେ ଆଗ୍ରହ ଓ ଉତ୍କଣ୍ଠାରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ କିନ୍ତୁ ଫିଲ୍ମ ରିଲିଜ୍‌ ହେବା ଆଗରୁ ଚାଲିଗଲେ ଆରପାରିକୁ। ଦେଖିପାରି ନଥିଲେ କେମିତି ହୋଇଛି ପୂରା ପିଲ୍ମ। କେମିତି ଚାଲିଲା, କେମିତି ଦର୍ଶକ ଗ୍ରହଣ କଲେ ତାଙ୍କ ଅଭିନୀତ ଫିଲ୍ମଟିକୁ। ପଢ଼ନ୍ତୁ ସେମିତି କିଛି କଳାକାରଙ୍କ କଥା ଯେଉଁ ମାନେ ନିଜ ଫିଲ୍ମ ରିଲିଜ୍‌ ହେବା […]

bollywood

bollywood

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 02:50 PM IST

Sports

Latest News

ସ୍ୱପ୍ନଟିଏ ପାଇଁ ସ୍ୱପ୍ନ ଦେଖିଥିଲେ କିନ୍ତୁ ସେ ସ୍ୱପ୍ନ ପୂରଣ ହେବା ଆଗରୁ ସେମାନେ ନିଜେ ସ୍ୱପ୍ନ ହୋଇଗଲେ। ସେମାନେ କେତେ ଆଗ୍ରହ ଓ ଉତ୍କଣ୍ଠାରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ କିନ୍ତୁ ଫିଲ୍ମ ରିଲିଜ୍‌ ହେବା ଆଗରୁ ଚାଲିଗଲେ ଆରପାରିକୁ। ଦେଖିପାରି ନଥିଲେ କେମିତି ହୋଇଛି ପୂରା ପିଲ୍ମ। କେମିତି ଚାଲିଲା, କେମିତି ଦର୍ଶକ ଗ୍ରହଣ କଲେ ତାଙ୍କ ଅଭିନୀତ ଫିଲ୍ମଟିକୁ। ପଢ଼ନ୍ତୁ ସେମିତି କିଛି କଳାକାରଙ୍କ କଥା ଯେଉଁ ମାନେ ନିଜ ଫିଲ୍ମ ରିଲିଜ୍‌ ହେବା ଆଗରୁ ପରଲୋକ ଗମନ କରିଥିଲେ।

ଓମ୍‌ ପୁରୀ:  ଚଳିତ ବର୍ଷ ଜାନୁଆରୀ ୬ ତାରିଖରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଓମ୍‌ ପୁରୀଙ୍କ ଦେହାନ୍ତ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା। ତାଙ୍କର ଶେଷ ଫିଲ୍ମ ଥିଲା ସଲମାନଙ୍କ ‘ଟ୍ୟୁବ୍‌ଲାଇଟ୍‌’।  ଫିଲ୍ମଟି ତାଙ୍କ ମତ୍ୟୁ ପରେ ରିଲିଜ୍‌ ହୋଇଥିଲା।

ଦିବ୍ୟା ଭାରତୀ: ବଲିଉଡ୍‌ରେ ଖୁବ୍‌ କମ୍‌ ବୟସରେ ସଫଳତାର ଶିଖରରେ ପହଞ୍ଚି ଥିଲେ ଅଭିନେତ୍ରୀ ଦିବ୍ୟା ଭାରତୀ। ମାତ୍ର ୧୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ହତ୍ୟା ଥିଲା ନା ଆତ୍ମହତ୍ୟା ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ଫିଲ୍ମ ‘ସତରଞ୍ଜ’ ସୁଟିଂ ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଫିଲ୍ମଟି ରିଲିଜ୍ ହୋଇଥିଲା।

madhubalaମଧୁବାଲା:  ଫିଲ୍ମ ଇଣ୍ଡଷ୍ଟ୍ରିର  ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ମଧୁବାଲା ଜଣେ। ୧୯୬୯ ଫେବ୍ରୁଆରୀ ୨୩ ତାରିଖରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ  ‘ମୁଗ୍‌ଲ-ଏ-ଆଜମ୍‌’ ଫିଲ୍ମରେ ଅଭିନୟ କରି ଥିଲେ। କିନ୍ତୁ ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ସେ ଆରପାରିକୁ ଚାଲି ଯାଇଥିଲେ।

RajeshKhannaରାଜେଶ ଖନ୍ନା: ୨୦୧୨ ଜୁଲାଇ ୧୮ ତାରିଖରେ ବଲିଉଡ୍‌ର ଅନ୍ୟତମ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ପରଲୋକ ହୋଇଥିଲା। ସେ କ୍ୟାନସରରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ଶେଷ ଫିଲ୍ମ ହେଉଛି ‘ରିୟାସତ’। ତେବେ ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲା।

Shammiଶମ୍ମି କପୁର: ଏଣ୍ଟରଟେନିଂ ଆକ୍ଟର ଶମ୍ମି କପୁର ୨୦୧୧ ଅଗଷ୍ଟ ୧୪ ତାରିଖରେ ଆରପାରିକୁ ଚାଲି ଯାଇଥିଲେ।   ‘ରକ୍‌ ଷ୍ଟାର’ର ସୁଟିଂ ଶେଷ କରିବା ପରେ ତାଙ୍କର ଦେହାନ୍ତ ହୋଇଥିଲା। ଅତଏବ ସେ ହଲ୍‌ରେ ଫିଲ୍ମଟିକୁ ଦେଖିପାରି ନଥିଲେ।

ଅମ୍‌ରେଶ ପୁରୀ: ବଲିଉଡ୍‌ର ପ୍ରସିଦ୍ଧ ଭିଲିଆନ୍‌ ଅମରେଶ୍‌ ପୁରୀ ୨୦୦୫ ଜାନୁଆରୀ ୧୨ ତାରିଖରେ ତାଙ୍କର ପରଲୋକ ହୋଇଥିଲା। ସେତେବେଳକୁ ସେ ୭୨ ବର୍ଷର ହୋଇଥିଲେ। ମୃତ୍ୟୁର ବର୍ଷେ ପରେ ତାଙ୍କ ଅଭିନୀତ ଫିଲ୍ମ ‘କଚ୍ଚୀ ସଡକ’ ରିଲିଜ୍‌ ହୋଇଥିଲା।

meenakumariମୀନା କୁମାରୀ: ବଲିଉଡ୍‌ର ଟ୍ରାଜେଡି କୁଇନ୍‌ ଭାବେ ମୀନା କୁମାରୀ ପରିଚିତ। ସେ ଭାରତୀୟ ସିନେମାର ଅନ୍ୟତମ ସଫଳ ଅଭିନେତ୍ରୀ। ୧୯୭୨ ମାର୍ଚ୍ଚ ୩୧ ତାରିଖରେ ତାଙ୍କର ପରଲୋକ ହୋଇଥିଲା। ତାଙ୍କର ଶେଷ ଫିଲ୍ମ ହେଉଛି ‘ଗୋମତୀ କେ କିନାରେ’। ତେବେ ଫିଲ୍ମଟିକୁ ସେ ଦେଖିବାର ସୁଯୋଗ ପାଇନଥିଲେ। ତା’ପୂର୍ବରୁ ତାଙ୍କର ପରଲୋକ ହୋଇଯାଇଥିଲା।

sanjeevkumarସଞ୍ଜୀବ କୁମାର: ‘ଶୋଲେ’ ଫିଲ୍ମରେ ଠାକୁର୍‌ ଭୂମିକାରେ ଅଭିନୟ କରିଥିବା ସଞ୍ଜୀବ ଜଣେ ସଫଳ ଅଭିନେତା।  ନଭେମ୍ବର ୬, ୧୯୮୫ରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁର ୮ ବର୍ଷ ପରେ ତାଙ୍କର ଶେଷ ଫିଲ୍ମ ‘ପ୍ରଫେସର କି ପଡୋଶନ୍‌’ ରିଲିଜ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story