ବଲିଉଡ୍‌ର ଏହି ଷ୍ଟାର କିଡ୍‌ମାନେ ଏକାଠି କରିଥିଲେ ଡେବ୍ୟୁ

ବଲିଉଡ୍‌ରେ  ଷ୍ଟାରମାନଙ୍କ ପିଲାମାନେ ଏଣ୍ଟ୍ରି କରିବାର ଧାରା ଖୁବ୍‌ ପୁରୁଣା। ସେମାନଙ୍କ ବଲିଉଡ୍‌ରେ ଏଣ୍ଟ୍ରିକୁ ନେଇ ଖୁବ୍‌ ଚର୍ଚ୍ଚା ହୁଏ। ପୂର୍ବରୁ ହେଉଥିଲା, ଏବେବି ହେଉଛି। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣିଥିବେ ବଲିଉଡ୍‌ର କେଉଁ ଷ୍ଟାର କିଡ୍‌ମାନେ ଏକାଠି ଗୋଟିଏ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ  କରିଛନ୍ତି। ଚାଲନ୍ତୁ ଜାଣିବା ସେହି ଷ୍ଟାର କିଡ୍‌ମାନଙ୍କ ସଂପର୍କରେ। ରଣବୀର କପୁର ଓ ସୋନମ୍‌ କପୁର– ରିଷି କପୁରଙ୍କ ପୁଅ ରଣବୀର କପୁର ଓ ଅନୀଲ କପୁରଙ୍କ ଝିଅ ସୋନମ୍‌ […]

acting

acting

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 11:17 AM IST

Sports

Latest News

ବଲିଉଡ୍‌ରେ  ଷ୍ଟାରମାନଙ୍କ ପିଲାମାନେ ଏଣ୍ଟ୍ରି କରିବାର ଧାରା ଖୁବ୍‌ ପୁରୁଣା। ସେମାନଙ୍କ ବଲିଉଡ୍‌ରେ ଏଣ୍ଟ୍ରିକୁ ନେଇ ଖୁବ୍‌ ଚର୍ଚ୍ଚା ହୁଏ। ପୂର୍ବରୁ ହେଉଥିଲା, ଏବେବି ହେଉଛି। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣିଥିବେ ବଲିଉଡ୍‌ର କେଉଁ ଷ୍ଟାର କିଡ୍‌ମାନେ ଏକାଠି ଗୋଟିଏ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ  କରିଛନ୍ତି। ଚାଲନ୍ତୁ ଜାଣିବା ସେହି ଷ୍ଟାର କିଡ୍‌ମାନଙ୍କ ସଂପର୍କରେ।

ranbirରଣବୀର କପୁର ଓ ସୋନମ୍‌ କପୁର- ରିଷି କପୁରଙ୍କ ପୁଅ ରଣବୀର କପୁର ଓ ଅନୀଲ କପୁରଙ୍କ ଝିଅ ସୋନମ୍‌ କପୁର ସାଙ୍ଗ ହୋଇ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।  ଦୁହେଁ ଫିଲ୍ମ ‘ସାୱରିଆ’ (୨୦୦୭)ରେ ବଲିଉଡ୍‌ରେ ପାଦ ଦେଇଥିଲେ। ଦୁହେଁ ବଲିଉଡ୍‌ରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

kamal2କମଲ ସଦ୍‌ନା ଓ କୋଜୋଲ୍‌- କାଜୋଲ ଓ କମଲ ସଦ୍‌ନା ଦୁହେଁ ଷ୍ଟାର କିଡ୍‌ । କୋଜୋଲ୍‌ ଅଭିନେତ୍ରୀ ତନୁଜାଙ୍କ ଝିଅ। କମଲ ନିର୍ଦ୍ଦେଶକ ଓ ପ୍ରଡ୍ୟୁସର ବ୍ରଜ ସଦ୍‌ନାଙ୍କ ପୁଅ। କାଜୋଲ ଓ କମଲ  ୧୯୯୨ରେ ଆସିଥିବା ଫିଲ୍ମ ‘ବେଖୁଦୀ’ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପରେ କାଜୋଲ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଖୁବ୍‌ ସଫଳ ହୋଇଥିଲେ। କିନ୍ତୁ କମଲ ନିଜ ପରିଚୟ ବନେଇ ପାରିନଥିଲେ।

varunବରୁଣ‌ ଧୱନ ଓ ଆଲିଆ ଭଟ୍ଟ- ନିର୍ଦ୍ଦେଶକ ଡେଭିଡ୍‌ ଧୱନଙ୍କ ପୁଅ ବରୁଣ ଧୱନ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଝିଅ ଆଲିଆ ଭଟ୍ଟ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’ (୨୦୧୨) ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଦୁହେଁ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ବନେଇବାରେ ସଫଳ ହୋଇଛନ୍ତି।

aviଅଭିଷେକ ବଚ୍ଚନ ଓ କରୀନା କପୁର- ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଓ ରଣଧୀର କପୁରଙ୍କ ଝିଅ  କରୀନା ଏକାଠି ‘ରିଫ୍ୟୁଜି’ ଫିଲ୍ମରେ ଡେବ୍ୟୁ କରିଥିଲେ। ଦୁହେଁ ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି।

bobyବବି ଦେୱଲ ଓ ଟ୍ୱିଙ୍କଲ୍‌ ଖନ୍ନା- ଧର୍ମେନ୍ଦ୍ରଙ୍କ ପୁଅ ବବି ଦେୱଲ ଓ ରାଜେଶ ଖନ୍ନାଙ୍କ  ଝିଅ ଟ୍ୱିଙ୍କଲ ଖନ୍ନା ଏକାଠି ଫିଲ୍ମ ‘ବରସାତ’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ସଫଳ ରହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦୁହେଁ ବଲିଉଡ୍‌ରେ ସେତେଟା କମାଲ ଦେଖେଇ ପାରି ନଥିଲେ।

Athiyaଆଥିୟା ସେଟ୍ଟୀ ଓ ସୁରଜ ପାଞ୍ଚୋଲି- ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ଓ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ  ଫିଲ୍ମ ‘ହିରୋ’ରେ ଏକାଠି ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପରେ ସୁରଜଙ୍କର କୌଣସି ଫିଲ୍ମ ଆସିନାହିଁ। ଆଥିୟା ଫିଲ୍ମ ‘ମୁବାରକା’ରେ ନଜର ଆସିଥିଲେ।

ଶାଦବ ଖାନ୍‌ ଓ ରାଣୀ ମୁଖାର୍ଜୀ- ଅମ୍‌ଜଦ୍‌ ଖାନ୍‌ଙ୍କ ପୁଅ ଶାଦବ୍‌ ଖାନ୍‌ ଓ ପ୍ରଡ୍ୟୁସର ରାମ ମୁଖାର୍ଜିଙ୍କ ଝିଅ ରାଣୀ ଏକାଠି ଫିଲ୍ମ ‘ରାଜାକୀ ଆଏଗୀ ବାରତ’ରେ ଡେବ୍ୟୁ କରିଥିଲେ। ଏହାପରେ ରାଣୀ ଅନେକ ହିଟ୍‌ ଫିଲ୍ମରେ କାମ କରିଥିଲେ ମଧ୍ୟ ଶାଦବ ବଲିଉଡ୍‌ରେ ସେତେଟା ସଫଳତା ପାଇ ନଥିଲେ।

jahnaviଇଶାନ୍‌ ଖଟ୍ଟର ଓ ଜାହ୍ନବୀ କପୁର- ନୀଳିମା ଆଜାମୀଙ୍କ ପୁଅ ଇଶାନ୍‌ ଖଟ୍ଟର ଓ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଅପକମିଂ ଫିଲ୍ମ ‘ଧଡକ୍‌’ରେ ଏକାଠି ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଦୁହିଁଙ୍କର ଏହା ପ୍ରଥମ ଫିଲ୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story