ବଲିଉଡ୍‌ର ଏହି କଳାକାରମାନେ ବିମାନ ଚଳାଇବା ଶିଖିଛନ୍ତି

ଦର୍ଶକଙ୍କ ମନୋରଞ୍ଜନ ପାଇଁ କଳାକାର ସବୁବେଳେ ନିଜକୁ ଉତ୍ସର୍ଗ କରିଥାଏ। ନିଜ ଚରିତ୍ରକୁ ଜୀବନ୍ତ କରିବା ଲାଗି ସେ ସର୍ବଦା ପ୍ରୟାସ କରେ। ଏଥିପାଇଁ ସେ ସବୁ ପ୍ରକାର ଟ୍ରେନିଂ ନେଇଥାଏ- ବାଇକ୍‌ ଚଳାଇବା ଠାରୁ ଆରମ୍ଭ କରି ବିମାନ ଚଳାଇବା ପର୍ଯ୍ୟନ୍ତ। ଆଜି ଚାଲନ୍ତୁ ଜାଣିବା ବଲିଉଡ୍‌ର କେଉଁ କଳାକାରମାନେ ଉଡ଼ାଜାହଜ ଚଳାଇବାରେ ଦକ୍ଷତା ହାସଲ କରିଛନ୍ତି। ସାହିଦ୍‌ କପୁର– ସାହିଦ୍‌ କପୁର ଏମିତି ଜଣେ ଅଭିନେତା ଯିଏ ନିଜ ଚରିତ୍ରକୁ ବାସ୍ତବ କରିବାକୁ ଚେଷ୍ଟା […]

flights

flights

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 10:08 AM IST

Sports

Latest News

ଦର୍ଶକଙ୍କ ମନୋରଞ୍ଜନ ପାଇଁ କଳାକାର ସବୁବେଳେ ନିଜକୁ ଉତ୍ସର୍ଗ କରିଥାଏ। ନିଜ ଚରିତ୍ରକୁ ଜୀବନ୍ତ କରିବା ଲାଗି ସେ ସର୍ବଦା ପ୍ରୟାସ କରେ। ଏଥିପାଇଁ ସେ ସବୁ ପ୍ରକାର ଟ୍ରେନିଂ ନେଇଥାଏ- ବାଇକ୍‌ ଚଳାଇବା ଠାରୁ ଆରମ୍ଭ କରି ବିମାନ ଚଳାଇବା ପର୍ଯ୍ୟନ୍ତ। ଆଜି ଚାଲନ୍ତୁ ଜାଣିବା ବଲିଉଡ୍‌ର କେଉଁ କଳାକାରମାନେ ଉଡ଼ାଜାହଜ ଚଳାଇବାରେ ଦକ୍ଷତା ହାସଲ କରିଛନ୍ତି।

sahidସାହିଦ୍‌ କପୁର- ସାହିଦ୍‌ କପୁର ଏମିତି ଜଣେ ଅଭିନେତା ଯିଏ ନିଜ ଚରିତ୍ରକୁ ବାସ୍ତବ କରିବାକୁ ଚେଷ୍ଟା କରନ୍ତି। ସେଥିପାଇଁ ସେ ତାଙ୍କ ଫିଲ୍ମ ‘ମୌସମ’ରେ ବିମାନ ଚଳାଇବାର ଟ୍ରେନିଂ ନେଇଥିଲେ। ସାହିଦ୍‌ କପୁର ଏମିତି ଜଣେ ଅଭିନେତା ଯିଏ ଫାଇଟର ବିମାନ ଉଡେଇ ସାରିଛନ୍ତି।

ଗୁଲ ପନାଗ- ଏମିତି କୌଣସି ଦୁଃସାହସିକ କାମ ନାହିଁ ଯାହା ଗୁଲ ପନାଗ କରିନାହାନ୍ତି। ସେ ବାଇକ୍‌ ଓ ଜିପ୍‌ ଚଳାଇବାଠୁ ଆରମ୍ଭ କରି ବିମାନ ଚଳାଇବା ପର୍ଯ୍ୟନ୍ତ ସବୁଥିରେ ମାହିର।

ଅମିତାଭ ବଚ୍ଚନ- ମହାନାୟକ ଅମିତାଭ ବଚ୍ଚନ ପ୍ରଥମେ ପାଇଲଟ୍‌ ହେବାକୁ ଚାହୁଁଥିଲେ। ସେଥିପାଇଁ ସେ ଟ୍ରେନିଂ ମଧ୍ୟ ନେଇଥିଲେ। ଏକ ସାକ୍ଷତକାରରେ ଅମିତାଭ କହିଥିଲେ ଯେ ଜରୁରୀ ପରିସ୍ଥିତିରେ ସେ ମଧ୍ୟ ପ୍ଲେନ୍‌ ଲ୍ୟାଣ୍ଡ୍‌ କରିପାରିବେ।

ବିବେକ ଓବରୟ- ବିବେକ ଫିଲ୍ମ ‘କ୍ରିସ୍‌ -୩’ ପାଇଁ ବିମାନ ଚଳାଇବା ଶିଖିଥିଲେ। ଏହା ତାଙ୍କୁ ଏତେ ଭଲ ଲାଗିଥିଲା ଯେ ସେ ପ୍ରାଇଭେଟ୍‌ ପ୍ଲେନ୍‌ ଲାଇସେନ୍ସ ପାଇଁ ମଧ୍ୟ ଆପ୍ଲାଏ କରିଥିଲେ।

sushantସୁଶାନ୍ତ ସିଂହ ରାଜପୁତ- ସୁଶାନ୍ତ ତାଙ୍କ ଆଗାମୀ ଫିଲ୍ମରେ ବିମାନ ଚଳାଇବାକୁ ଯାଉଛନ୍ତି। ସେଥିପାଇଁ ସେ ଟ୍ରେନିଂ ନେବା ଆରମ୍ଭ କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story