ନିର୍ବନ୍ଧ ହେଲା, କିନ୍ତୁ ବାହାଘର ହୋଇପାରିଲାନି

ବେଳେ ବେଳେ ନିର୍ବନ୍ଧ ପରେ ବାହାଘର ହୋଇପାରେ ନାହିଁ। ଆପଣଙ୍କ ଆଖପାଖରେ ବି ଏମିତି ଘଟଣା ଘଟିଥିବ। ଏହାର ବିଭିନ୍ନ କାରଣ ଥାଏ। ସେଲିବ୍ରିଟିଙ୍କ କ୍ଷେତ୍ରରେ ମଧ୍ୟ ଘଟେ। ଆଜି ଆମେ ଏମିତି କେତେ ଜଣ ସେଲିବ୍ରିଟିଙ୍କ ବିଷୟରେ କହିବୁ ଯେଉଁମାନଙ୍କର ଧୁମ୍‌ଧାମ୍‌ରେ ନିର୍ବନ୍ଧ ହୋଇଥିଲା, କିନ୍ତୁ ବାହାଘର ହୋଇପାରି ନ ଥିଲା। କରଣ ସିଂ ଗ୍ରୋଭର ଓ ବର୍‌ଖା ବିଷ୍ଟ– ପ୍ରାୟ ସମସ୍ତେ କରଣ ସିଂହ ଗ୍ରୋଭରଙ୍କ ପ୍ରେମ ସଂପର୍କ ବିଷୟରେ ଜାଣିଥିବେ। କରଣ ବ୍ଲାକ୍‌ […]

RING

RING

Rakesh Mallick
  • Published: Friday, 24 November 2017
  • Updated: 24 November 2017, 09:59 AM IST

Sports

Latest News

ବେଳେ ବେଳେ ନିର୍ବନ୍ଧ ପରେ ବାହାଘର ହୋଇପାରେ ନାହିଁ। ଆପଣଙ୍କ ଆଖପାଖରେ ବି ଏମିତି ଘଟଣା ଘଟିଥିବ। ଏହାର ବିଭିନ୍ନ କାରଣ ଥାଏ। ସେଲିବ୍ରିଟିଙ୍କ କ୍ଷେତ୍ରରେ ମଧ୍ୟ ଘଟେ। ଆଜି ଆମେ ଏମିତି କେତେ ଜଣ ସେଲିବ୍ରିଟିଙ୍କ ବିଷୟରେ କହିବୁ ଯେଉଁମାନଙ୍କର ଧୁମ୍‌ଧାମ୍‌ରେ ନିର୍ବନ୍ଧ ହୋଇଥିଲା, କିନ୍ତୁ ବାହାଘର ହୋଇପାରି ନ ଥିଲା।

karan2କରଣ ସିଂ ଗ୍ରୋଭର ଓ ବର୍‌ଖା ବିଷ୍ଟ- ପ୍ରାୟ ସମସ୍ତେ କରଣ ସିଂହ ଗ୍ରୋଭରଙ୍କ ପ୍ରେମ ସଂପର୍କ ବିଷୟରେ ଜାଣିଥିବେ। କରଣ ବ୍ଲାକ୍‌ ବିଉଟି ବିପାସା ବାସୁଙ୍କୁ ବିବାହ କରିବା ପୂର୍ବରୁ ଶ୍ରଦ୍ଧା ନିଗମ ଓ ଜେନିଫର ୱିଙ୍ଗେଟଙ୍କୁ ବିବାହ କରିଥିଲେ। କିନ୍ତୁ ଅନେକ ଜାଣିନଥିବେ କରଣ ପ୍ରଥମେ ବରଖା ବିଷ୍ଟଙ୍କ ସହ ନିର୍ବନ୍ଧ କରିଥିଲେ। କିନ୍ତୁ ବିବାହ ହୋଇପାରିନଥିଲା। ଦୁହେଁ ‘କିତ୍‌ନି ମସ୍ତ ହୈ ଜିନ୍ଦେଗୀ’ରେ ଅଭିନୟ କରିଥିଲେ। ୨୦୦୪ରେ ସେମାନଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା ଓ ୨୦୦୬ରେ ଶେଷ ହୋଇଯାଇଥିଲା।

silpaରୋହିତ୍‌ ରାଜ ଓ ଶିଲ୍ପା ସିନ୍ଦେ- ‘ଭାବି ଜୀ ଘରପର ହୈ’ ର ଶିଳ୍ପା ସିନ୍ଦେ ଓ ଅଭିନେତା ରୋହିତ୍‌ ରାଜ୍‌ଙ୍କ ମଧ୍ୟରେ ପ୍ରେମ୍‌ ଖୁବ୍‌ ଜୋରସୋରରେ ଚାଲିଥିଲା।  ଦୁହେଁ ୨୦୦୯ରେ ବିବାହ ମଧ୍ୟ କରିଥାନ୍ତେ। ତେବେ ସେ ସମୟରେ ଦୁହିଁଙ୍କୁ ଜି ଟିଭିରେ ଶୋ ‘ମାହେକା’ରେ ଅଭିନୟ  କରିବାକୁ ଅଫର ମିଳିଥିଲା। ଫଳରେ ସେମାନେ ଆଉ ବିବାହ କରିପାରି ନଥିଲେ।

rakhhi2ରାକ୍ଷୀ ସାୱନ୍ତ- ରାକ୍ଷୀ ଟେଲିଭିଜନ୍‌ରେ ପ୍ରସାରିତ ହୋଇଥିବା ରିଆଲିଟି ଶୋ’ ‘ରାକ୍ଷୀକା ସ୍ଵୟମ୍ବର’ରେ ନିଜର ଜୀବନ ସାଥୀ ଭାବେ ଏଲେସ୍‌ ପରଜାନ୍‌ୱାଲାଙ୍କୁ ବାଛିଥିଲେ। ଦୁହେଁ ବିବାହ କରିବେ ବୋଲି ସ୍ଥିର ହୋଇଥିଲା। ତେବେ ପରେ ରାକ୍ଷୀ ୟୁଟର୍ଣ୍ଣ ନେଇଥିଲେ ଓ ବାହା ହବାକୁ ମନା କରି ଦେଇଥିଲେ।

ratan2ରତନ ରାଜପୁତ୍‌ ଓ ଅଭିନବ୍‌- ‘ଅଗଲେ ଜନମ୍‌ ମୋହେ ବିଟିଆ ହି କିଜୋ’ର ଅଭିନେତ୍ରୀ ରତନ୍‌ ରାଜପୁତ ଅଭିନବ୍‌ଙ୍କ ସହ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେମାନଙ୍କ ନିର୍ବନ୍ଧ ସରି ଯାଇଥିଲା। ତେବେ ପରେ ବାହାଘର ଭାଙ୍ଗି ଯାଇଥିଲା।

karisma2କରିସ୍ମା ତନ୍ନା ଓ ଉପେନ୍‌ ପଟେଲ୍‌- ଟିଭି ଦୁନିଆରେ ହିଟ୍‌ ଓ ପ୍ରସିଦ୍ଧ ଯୋଡ଼ି କରିସ୍ମା ଓ ଉପେନ୍‌ ପ୍ରଥମେ ବନ୍ଧୁଥିଲେ। ‘ବିଗ୍‌ବସ୍‌’ରେ ସେମାନେ ପ୍ରେମରେ ପଡ଼ି ଯାଇଥିଲେ। ଏହି ଯୋଡ଼ି ଏମ୍‌ ଟିଭିରେ ପ୍ରସାରିତ ହୋଇଥିବା ଶୋ’ ‘ଲଭ ସ୍କୁଲ’ ଓ ପରେ  ଷ୍ଟାର ପ୍ଲସ୍‌ରେ ପ୍ରସାରିତ ଶୋ’ ‘ନଚ୍‌ ବଲିଏ’ ନଜର ଆସିଥିଲେ। ‘ନଚ୍‌ ବଲିଏ’ରେ ଉପେନ୍‌ ତାଙ୍କୁ ବିବାହ କରିବାକୁ ପ୍ରପୋଜ୍‌ କରିଥିଲେ। ସେଠାରେ ସେ କରିସ୍ମାଙ୍କୁ ରିଙ୍ଗ୍ ପିନ୍ଧେଇଥିଲେ। ତେବେ ସେମାନଙ୍କ ମଧ୍ୟରେ ବିବାହ ହୋଇପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story