ପୁଣି ପରଦାକୁ ଆସୁଛି ‘ଟାଇଟନିକ୍‌’

ଏମିତି ଅନେକ ଫିଲ୍ମ ଅଛି ଯାହାକୁ ଥରେ ଦେଖିଲେ ବାରମ୍ବାର ଦେଖିବାକୁ ମନ ହୁଏ। ଏପରି ଫିଲ୍ମ ମଧ୍ୟରେ ସବୁଠୁ ଆଗରେ ରହିଛି ‘ଟାଇଟନିକ’। ଯାହାର କ୍ରେଜ୍‌ ଆଜି ବି ଦର୍ଶକଙ୍କ ମନରେ ରହିଛି। ୨୦ବର୍ଷ ପୂର୍ବେ ୧୯୯୭ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ବେଶ୍‌ ସଫଳ ହୋଇଥିଲା। ତେଣୁ ଦର୍ଶକଙ୍କ ପସନ୍ଦକୁ ଆଖି ଆଗରେ ରଖି ପୁଣିଥରେ ‘ଟାଇଟନିକ୍‌’  ରିଲିଜ୍‌ ହେବାକୁ ଯାଉଛି। ଏବେ ଏହି ଫିଲ୍ମକୁ ୨ଡି ଓ ୩ଡିରେ ରିଲିଜ କରାଯିବ। ଏବେ […]

titenic

titenic

Rakesh Mallick
  • Published: Tuesday, 21 November 2017
  • Updated: 21 November 2017, 11:20 AM IST

Sports

Latest News

ଏମିତି ଅନେକ ଫିଲ୍ମ ଅଛି ଯାହାକୁ ଥରେ ଦେଖିଲେ ବାରମ୍ବାର ଦେଖିବାକୁ ମନ ହୁଏ। ଏପରି ଫିଲ୍ମ ମଧ୍ୟରେ ସବୁଠୁ ଆଗରେ ରହିଛି ‘ଟାଇଟନିକ’। ଯାହାର କ୍ରେଜ୍‌ ଆଜି ବି ଦର୍ଶକଙ୍କ ମନରେ ରହିଛି। ୨୦ବର୍ଷ ପୂର୍ବେ ୧୯୯୭ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ବେଶ୍‌ ସଫଳ ହୋଇଥିଲା। ତେଣୁ ଦର୍ଶକଙ୍କ ପସନ୍ଦକୁ ଆଖି ଆଗରେ ରଖି ପୁଣିଥରେ ‘ଟାଇଟନିକ୍‌’  ରିଲିଜ୍‌ ହେବାକୁ ଯାଉଛି। ଏବେ ଏହି ଫିଲ୍ମକୁ ୨ଡି ଓ ୩ଡିରେ ରିଲିଜ କରାଯିବ। ଏବେ ଏହାର ଟ୍ରେଲର ରିଲିଜ୍‌ ହୋଇଛି ଓ ଫିଲ୍ମଟି ଡିସେମ୍ବରରେ ରିଲିଜ୍‌ ହେବ। ଏହା କେବଳ ଆମେରିକାରେ ହିଁ ରିଲିଜ୍‌ କରାଯିବ। ଭାରତରେ ଏହା ଅନ୍‌ଲାଇନ୍‌ ଦେଖାଯାଇ ପାରିବ। ଆମେରିକାର ଏ.ଏମ୍‌.ଆର୍‌ ଥିଏଟର୍‌ରେ ଏହି ଫିଲ୍ମ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ‘ଟାଇଟନିକ’ର ନିର୍ଦ୍ଦେଶକ କେମ୍‌ରୁନ୍‌ କହିଛନ୍ତି, ଫିଲ୍ମକୁ ଦ୍ଵିତୀୟ ଥର ଦେଖିଲେ ବି ପ୍ରଥମଥର ପରି ଅନୁଭବ ହେବ। କାହିଁକି ନା ଏହାକୁ ଡଲ୍‌ବି ଭିଜନରେ ରିଲିଜ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story