ଭାଇରାଲ୍‌ ହେଲା ତ୍ରିଶଳାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଟୋ; ଏହା କ’ଣ ବଲିଉଡ୍‌ ଏଣ୍ଟ୍ରିର ସଂକେତ?

ମୁମ୍ବାଇ: ଏବେ ବଲିଉଡରେ ନୂଆ ପିଢିଙ୍କୁ ନେଇ ଜୋର ଚର୍ଚ୍ଚା ଚାଲିଛି। ସାରା ଅଲ୍ଲୀ ଖାନ, ଜାହ୍ନବୀ କପୁରଙ୍କ ପରେ ଏବେ ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଳା ଲାଇମ୍‌ଲାଇଟ୍‌ରେ ଅଛନ୍ତି। ପୂର୍ବରୁ ସେ ଲାଇମ୍‌ଲାଇଟ୍ ଠାରୁ ଦୂରରେ ରହୁଥିଲେ।  କିନ୍ତୁ ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଏକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଖୁବ ହଟ୍ ଅନ୍ଦାଜରେ ନଜର ଆସିଛନ୍ତି। ତାଙ୍କର ଏହି ଫଟୋକୁ ହଜାର ହଜାର ଲାଇକ୍‌ ମିଳିଛି। ତ୍ରିଶଳା ନ୍ୟୁୟର୍କରୁ ଗ୍ରାଜୁଏସନ୍‌ […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 06:39 PM IST

Sports

Latest News

ମୁମ୍ବାଇ: ଏବେ ବଲିଉଡରେ ନୂଆ ପିଢିଙ୍କୁ ନେଇ ଜୋର ଚର୍ଚ୍ଚା ଚାଲିଛି। ସାରା ଅଲ୍ଲୀ ଖାନ, ଜାହ୍ନବୀ କପୁରଙ୍କ ପରେ ଏବେ ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଳା ଲାଇମ୍‌ଲାଇଟ୍‌ରେ ଅଛନ୍ତି। ପୂର୍ବରୁ ସେ ଲାଇମ୍‌ଲାଇଟ୍ ଠାରୁ ଦୂରରେ ରହୁଥିଲେ।  କିନ୍ତୁ ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଏକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଖୁବ ହଟ୍ ଅନ୍ଦାଜରେ ନଜର ଆସିଛନ୍ତି। ତାଙ୍କର ଏହି ଫଟୋକୁ ହଜାର ହଜାର ଲାଇକ୍‌ ମିଳିଛି। ତ୍ରିଶଳା ନ୍ୟୁୟର୍କରୁ ଗ୍ରାଜୁଏସନ୍‌ କରିବା ପରେ ମଡେଲିଂ କରିବା ପାଇଁ ଚାହୁଁଥିଲେ। ତେଣୁ ୨୦୧୪ରୁ ସେ ଯୋଜନା ଆରମ୍ଭ ମଧ୍ୟ କରିସାରିଲେଣି। ତ୍ରିଶଳାଙ୍କ ବଲିଉଡ୍‌ ଏଣ୍ଟ୍ରି କରିବାର ମଧ୍ୟ ସ୍ୱପ୍ନ ଅଛି।

ତ୍ରିଶଳା ହେଉଛନ୍ତି ସଞ୍ଜୟଙ୍କ ପ୍ରଥମ ସ୍ତ୍ରୀ ରିଚା ଶର୍ମାଙ୍କ ଝିଅ। ସଞ୍ଜୟ ଆଦୌ ଚାହାଁନ୍ତିନି ଯେ ତ୍ରିଶଳା ବଲିଉଡ୍‌ରେ ଏଣ୍ଟ୍ରି କରନ୍ତୁ। ଥରେ ଏକ ସାକ୍ଷତକାରରେ ସେ କହିଥିଲେ ଯେ ଯଦି ତ୍ରିଶଳା ବଲିଉଡରେ କାମ କରିବା ପାଇଁ କହିବେ ତାଙ୍କ ଗୋଡ଼ ଭାଙ୍ଗି ଦେବେ। ସଞ୍ଜୟ କହିଥିଲେ ଯେ ତ୍ରିଶଳା ଜଣେ ବହୁତ ଭଲ ଫ୍ୟାସନ୍‌ ଡିଜାଇନର। ତେଣୁ ସେଥିରେ ସେ କାମ କଲେ ଭଲ। ସଞ୍ଜୟଙ୍କ ମତରେ ଜଣେ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଫିଲ୍ମ ଦୁନିଆର ଭାଷା ବୁଝିବା ନିହାତି ଜରୁରୀ। ଏହି ଗ୍ଲାମର ଦୁନିଆରେ କାମ କରିବା ଏତେ ସହଜ ନୁହେଁ। ସେ ଏକଥା ବି କହିଥିଲେ ଯେ ତ୍ରିଶଳାଙ୍କ ପାଠପଢ଼ାରେ ସେ ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story