'ତୁ କହିବୁ ନା ମୁଁ'ର ଟ୍ରିପଲ ଧମାକା

ଭୁବନେଶ୍ୱର: ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏଥିରେ ଧମାକା କରିଛି ତରଙ୍ଗ ସିନେ ପ୍ରଡକ୍ସନର ଚତୁର୍ଥ ଫିଲ୍ମ ‘ତୁ କହିବୁ ନା ମୁଁ‘। କାରଣ ଏହି ଫିଲ୍ମକୁ  ମିଳିବ ୩ଟି ପୁରସ୍କାର। ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଲାଗି ଗୁଡ୍‌ଲି ରଥଙ୍କୁ ‘ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଶଶାଙ୍କଙ୍କୁ ‘ଶ୍ରେଷ୍ଠ ପଚ୍ଛଦପଟ ଗାୟକ ଏବଂ ସମ୍‌ରେଶ ପାଲ୍‌ଙ୍କୁ ‘ଶ୍ରେଷ୍ଠ ରୂପ ସଜ୍ଜାକାରୀ’ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରାଯାଇଛି। ୨୦୧୬, ଜାନୁଆରୀ ୧୫ ରେ […]

Tu-Kahibu-Na-Mu-

Tu-Kahibu-Na-Mu-

Rakesh Mallick
  • Published: Monday, 27 November 2017
  • Updated: 27 November 2017, 05:14 PM IST

Sports

Latest News

ଭୁବନେଶ୍ୱର: ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏଥିରେ ଧମାକା କରିଛି ତରଙ୍ଗ ସିନେ ପ୍ରଡକ୍ସନର ଚତୁର୍ଥ ଫିଲ୍ମ 'ତୁ କହିବୁ ନା ମୁଁ'କାରଣ ଏହି ଫିଲ୍ମକୁ  ମିଳିବ ୩ଟି ପୁରସ୍କାର। ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଲାଗି ଗୁଡ୍‌ଲି ରଥଙ୍କୁ 'ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଶଶାଙ୍କଙ୍କୁ 'ଶ୍ରେଷ୍ଠ ପଚ୍ଛଦପଟ ଗାୟକ ଏବଂ ସମ୍‌ରେଶ ପାଲ୍‌ଙ୍କୁ 'ଶ୍ରେଷ୍ଠ ରୂପ ସଜ୍ଜାକାରୀ' ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରାଯାଇଛି।

୨୦୧୬, ଜାନୁଆରୀ ୧୫ ରେ ଫିଲ୍ମ ତୁ କହିବୁ ନା ମୁଁ ରିଲିଜ୍ ହୋଇଥିଲା ଏହାର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣୀ। ଫିଲ୍ମରେ ଲିଡ୍‌ରେ ନଜର ଆସିଥିଲେ ଅଭିନେତା ଅମ୍ଳାନ ଓ ଅଭିନେତ୍ରୀ ନିହାରିକା। ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ ଥିଲା । ପପୁଙ୍କ କମେଡିର ଛୁଙ୍କ ମଧ୍ୟ ଦର୍ଶକଙ୍କୁ ହସେଇ ହସେଇ ବେଦମ୍‌ କରିଥିଲା। ନବାଗତ ନିହାରିକାଙ୍କ ଅଭିନୟ ଯାଦୁ ମଧ୍ୟ ଥିଲା ଉଚ୍ଚକୋଟିର । ତରଙ୍ଗରେ ପ୍ରସାରିତ ହୋଇଥିବା ରିଆଲିଟି ସୋ ‘ମୁଁ ବି ହିରୋଇନ ହୋବି ସିଜନ୍‌-୨ ର ବିଜୟନୀ ହେବା ପରେ ତାଙ୍କୁ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା। ପ୍ରଥମ ଫିଲ୍ମରେ ତାଙ୍କ ଦକ୍ଷ ଅଭିନୟ ଦେଖିଥିଲେ ଦର୍ଶକ।  ଯାହା ପରୋକ୍ଷରେ ଫିଲ୍ମ ପାଇଁ ସଫଳତା ଆଣିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story