ମଲ୍ଲିକା-ଅକ୍ଷୟ ବିବାଦକୁ ନେଇ ଟ୍ୱିଙ୍କିଲଙ୍କ ମଜାଦାର ଟ୍ୱିଟ୍‌: ଜାଣନ୍ତୁ କ’ଣ ରହିଛି ଏଥିରେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଲେଖିକା ଟ୍ୱିଙ୍କଲ ଖାନା ନିଜ ହସାଇବା କଳା ଲାଗି ବେଶ ପରିଚିତ। ଅକ୍ଷୟ କୁମାର ଓ ମଲ୍ଲିକା ଦୁଆଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ସେ ପୁଣି ଦୁଇଟି ମଜାଦାର ଟ୍ୱିଟ୍‌ କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟ୍ୱିଙ୍କଲ ତାଙ୍କ ପ୍ରଥମ ଟ୍ୱିଟ୍‌ରେ ପଚାରିଛନ୍ତି, ଅକ୍ଷୟ କୁମାରଙ୍କ ପସନ୍ଦ କାର କ’ଣ ? ଏହାର ଉତ୍ତରରେ ସେ ଲେଖିଛନ୍ତି, “ବେଲ୍‌ଗାଡି”। ଦ୍ୱିତୀୟ ଟ୍ୱିଟ୍‌ରେ ସେ ପଚାରିଛନ୍ତି, ଅକ୍ଷୟ […]

twinkle

twinkle

Rakesh Mallick
  • Published: Monday, 30 October 2017
  • Updated: 31 October 2017, 08:05 AM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଲେଖିକା ଟ୍ୱିଙ୍କଲ ଖାନା ନିଜ ହସାଇବା କଳା ଲାଗି ବେଶ ପରିଚିତ। ଅକ୍ଷୟ କୁମାର ଓ ମଲ୍ଲିକା ଦୁଆଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ସେ ପୁଣି ଦୁଇଟି ମଜାଦାର ଟ୍ୱିଟ୍‌ କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟ୍ୱିଙ୍କଲ ତାଙ୍କ ପ୍ରଥମ ଟ୍ୱିଟ୍‌ରେ ପଚାରିଛନ୍ତି, ଅକ୍ଷୟ କୁମାରଙ୍କ ପସନ୍ଦ କାର କ’ଣ ? ଏହାର ଉତ୍ତରରେ ସେ ଲେଖିଛନ୍ତି, “ବେଲ୍‌ଗାଡି”।

ଦ୍ୱିତୀୟ ଟ୍ୱିଟ୍‌ରେ ସେ ପଚାରିଛନ୍ତି, ଅକ୍ଷୟ କୁମାର ମସଜିଦ କ’ଣ ପାଇଁ ଯାଆନ୍ତି ? ଏହାର ଉତ୍ତରରେ ଲେଖିଛନ୍ତି, ସେ କିଛି ଦୁଆ ଶୁଣିବାକୁ ଚାହୁଁଥିଲେ।

ଟ୍ୱିଙ୍କଲ ସ୍ୱାମୀ ଅକ୍ଷୟଙ୍କୁ ସମର୍ଥନ କରି ମୁହଁ ଖୋଲିଥିବା ବେଳେ ଏହାକୁ ନେଇ ଅକ୍ଷୟ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ଅନ୍ୟପକ୍ଷରେ ଟ୍ୱିଙ୍କିଲ୍‌ଙ୍କ ଟ୍ୱିଟ୍‌କୁ ନେଇ ଅସନ୍ତୁଷ୍ଟ ମଲ୍ଲିକାଙ୍କ ବାପା ବିନୋଦ ଦୁଆ ତାଙ୍କ ଫେସ୍‌ବୁକ୍‌ପେଜ୍‌ରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ଜଣେ ଅପମାନିତ ପତ୍ନୀଙ୍କ ଏହା ଉଦାସ ଭାବନା। ଏପରି ବୟନା ଦେବା ପୂର୍ବରୁ ଭବିଷ୍ୟତରେ ଆବଧାନତା ଅବଲମ୍ବନ କରିବା ଜରୁରୀ। ଆମେ ଏହି ଘଟଣାକୁ ଆଗକୁ ନେବାକୁ ଚାହୁଁନାହୁଁ।

କ’ଣ ଥିଲା ବିବାଦ

‘ଦି ଗ୍ରେଟ୍‌ଇଣ୍ଡିଆ ଲାଫ୍ଟର ଚ୍ୟାଲେଞ୍ଜ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲ ପରର୍ଫମାନ୍ସକୁ ନେଇ ଜଜ୍‌ଅକ୍ଷୟ କୁମାର ଏବଂ ଅନ୍ୟ ଜଜ୍‌ମାନେ ବହୁତ ଖୁସି ହୋଇଥିଲେ। ନିୟମ ଅନୁସାରେ ପ୍ରତିଯୋଗୀଙ୍କ ଭଲ ପରର୍ଫମାନ୍ସ ପାଇଁ ମଲ୍ଲିକା ଦୁଆ ଗୋଲଡେନ୍‌ବେଲ୍‌ବଜାଇ ଥିଲେ। ଏହି ସମୟରେ ଅକ୍ଷୟ କହିଥିଲେ, “ମଲ୍ଲିକା ଜୀ ଆପ ବେଲ୍‌ବଜାଇଏ, ମେ ଆପ୍‌ କୋ ବଜାତା ହୁଁ”। ଏହାପରେ ଏହାର ଭିଡିଓକୁ ଅକ୍ଷୟ ସୋସିଆଲ ମିଡିଆରେ ସେୟାର କରି ପଚାରିଥିଲେ, କ’ଣ ଏହା କାହାକୁ ଏଣ୍ଟରଟେନିଂ ଲାଗିଲା।

ଏହାପରେ ମଲ୍ଲିକାଙ୍କ ବାପା ତଥା ସାମ୍ବାଦିକ ବିନୋଦ ଦୁଆ ଅକ୍ଷୟଙ୍କ ବୟାନ ଉପରେ ଆପତ୍ତି ଉଠାଇ ଥିଲେ। ସେ ତାଙ୍କ ପୋଷ୍ଟରେ ଲେଖିଥିଲେ, “ଅକ୍ଷୟ କୁମାର ମହା ମୁର୍ଖ, ତାଙ୍କର ସେନ୍ସ ଅଫ୍‌ହ୍ୟୁମର ବହୁତ ଖରାପ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story