ବାହା ହେବେ ଉଦୟ ଚୋପ୍ରା: ରାଣୀଙ୍କ ଘରକୁ ଆସିବେ ଆଉ ଜଣେ ବଲିଉଡ୍ ସୁନ୍ଦରୀ!

ବଲିଉଡ୍ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଦିଅର ଉଦୟ ଚୋପ୍ରା କିଛି ଦିନ ହେବ ବଲିଉଡ୍‌ରୁ ଗାଏବ ଅଛନ୍ତି। ଅନେକ ଦିନ ହେଲାଣି ସେ କୌଣସି ଫିଲ୍ମରେ ନଜର ଆସିନାହାଁନ୍ତି। ହେଲେ ଏବେ ତାଙ୍କୁ ନେଇ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ଚାଲିଛି। ନାଁ, ତାଙ୍କର କୌଣସି ଫିଲ୍ମ ଆସୁନାହିଁ। ଉଦୟ ପୁଣି ଚର୍ଚ୍ଚାକୁ ଆସିବାର କାରଣ ହେଉଛି- ଖୁବ୍‌ଶୀଘ୍ର ଜଣେ ବଲିଉଡ୍ ସୁନ୍ଦରୀଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଖବରଟି ଶୁଣି ଆପଣଙ୍କ ମନରେ […]

udaya

udaya

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 10:19 AM IST

Sports

Latest News

ବଲିଉଡ୍ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଦିଅର ଉଦୟ ଚୋପ୍ରା କିଛି ଦିନ ହେବ ବଲିଉଡ୍‌ରୁ ଗାଏବ ଅଛନ୍ତି। ଅନେକ ଦିନ ହେଲାଣି ସେ କୌଣସି ଫିଲ୍ମରେ ନଜର ଆସିନାହାଁନ୍ତି। ହେଲେ ଏବେ ତାଙ୍କୁ ନେଇ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ଚାଲିଛି। ନାଁ, ତାଙ୍କର କୌଣସି ଫିଲ୍ମ ଆସୁନାହିଁ। ଉଦୟ ପୁଣି ଚର୍ଚ୍ଚାକୁ ଆସିବାର କାରଣ ହେଉଛି- ଖୁବ୍‌ଶୀଘ୍ର ଜଣେ ବଲିଉଡ୍ ସୁନ୍ଦରୀଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଖବରଟି ଶୁଣି ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ କିଏ ସେ ବଲିଉଡ୍ ସୁନ୍ଦରୀ ଯାହାଙ୍କୁ ଉଦୟ ବାହା ହେବେ।

ସେ ହେଉଛନ୍ତି, ନିଜ ପ୍ରଥମ ଫିଲ୍ମରେ ଫିଲ୍ମଫେୟାର ଆୱାର୍ଡ୍ ପାଇଥିବା ନାୟିକା ନିର୍ଗିସ୍ ଫଖରୀ। ଖବର ମିଳିଛି ଯେ ସେ ଏବେ ଉଦୟଙ୍କ ଘରେ ରହୁଛନ୍ତି। ଉଦୟଙ୍କ ମା’ ପାମେଲା ଚୋପ୍ରା ବି ଏହି ସମ୍ପର୍କକୁ ଗ୍ରୀନ୍ ସିଗ୍‌ନାଲ୍‌ ଦେଇ ଦେଇଛନ୍ତି। ସୂଚନା ଅନୁଯାୟୀ ସେମାନ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛନ୍ତି।

nargisଉଦୟ ଓ ନର୍ଗିସ୍ ବହୁତ ଦିନ ହେବ ପରସ୍ପରକୁ ଡେଟ୍ କରୁଛନ୍ତି। ମଝିରେ ଖବର ଆସିଥିଲା ଯେ ଦୁହିଁଙ୍କର ବ୍ରେକ୍‌ଅପ୍‌ ହୋଇଯାଇଛି। କିନ୍ତୁ ଏବେ ସେମାନେ ନିଜ ସମ୍ପର୍କକୁ ସମାଜରେ ଏକ ନାଁ ଦେବା ପାଇଁ ସ୍ଥିର କରିଛନ୍ତି। ଏନେଇ ରାଣୀ ମୁଖାର୍ଜୀ ମଧ୍ୟ ବେଶ୍ ଖୁସି ଅଛନ୍ତି। ଦେଖିବାକୁ ବାକି ରହିଲା ଯେ ରାଣୀଙ୍କ ଦେବରାନୀ କେବେ ତାଙ୍କ ଘରକୁ ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story