ଚାଲିଗଲେ ବଲିଉଡ୍‌ ଅଭିନେତା ସଲିମ

ମୁମ୍ବାଇ: ଅଶୀ ଦଶକର ଜଣାଶୁଣା ସିନେମା ଏବଂ ଟେଲି ଅଭିନେତା ସଲିମ ଘୋଷଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ହୃଦଘାତ ଯୋଗୁ ସେ ପ୍ରାଣ ହରାଇ ଥିବା ଜଣାପଡ଼ିଛି। ଟେଲିଭିଜନ ଶୋ ‘ଭାରତ ଏକ ଖୋଜ୍‌  ଏବଂ ସିନେମା ‌ସର୍ଦ୍ଦାରୀ ବେଗମ ଓ ସୋଲଜରରେ ସଲିମଙ୍କ ବଳିଷ୍ଠ ଅଭିନୟ ତାଙ୍କୁ ବେଶ ଲୋକ ପ୍ରିୟ କରିପାରିଥିଲା। ବୁଧବାର ସଲିମଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା।  ଗତକାଲ ରାତିରେ ତାଙ୍କୁ କୋକିଲାବେନ […]

cinema

cinema

Tapas Behera
  • Published: Friday, 29 April 2022
  • Updated: 29 April 2022, 09:00 AM IST

Sports

Latest News

ମୁମ୍ବାଇ: ଅଶୀ ଦଶକର ଜଣାଶୁଣା ସିନେମା ଏବଂ ଟେଲି ଅଭିନେତା ସଲିମ ଘୋଷଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ହୃଦଘାତ ଯୋଗୁ ସେ ପ୍ରାଣ ହରାଇ ଥିବା ଜଣାପଡ଼ିଛି। ଟେଲିଭିଜନ ଶୋ ‘ଭାରତ ଏକ ଖୋଜ୍‌  ଏବଂ ସିନେମା ‌ସର୍ଦ୍ଦାରୀ ବେଗମ ଓ ସୋଲଜରରେ ସଲିମଙ୍କ ବଳିଷ୍ଠ ଅଭିନୟ ତାଙ୍କୁ ବେଶ ଲୋକ ପ୍ରିୟ କରିପାରିଥିଲା।

ବୁଧବାର ସଲିମଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା।  ଗତକାଲ ରାତିରେ ତାଙ୍କୁ କୋକିଲାବେନ ଧିରୁ ବାଈ ଆମ୍ବାନି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।  ୧୯୭୮ ମସିହାରେ ସ୍ୱର୍ଗ ନର୍କ ଚଳଚ୍ଚିତ୍ରରେ ଅଭିନୟ କରି ଫିଲ୍ମ ଦୁନିଆରେ ଡେବ୍ୟୁ କରଥିଲେ ସଲିମ ।

ପରେ  ଶ୍ୟାମ ବେଙ୍ଗଲ, ମନ୍ଥନ, କଲିୟୁଗ୍, ସର୍ଦ୍ଦାରୀ  ବେଗମ ଏବଂ ମହହେଶ ଭଟ୍ଟଙ୍କ ସାରାସଂ ଓ  ସଇଦ ଅକତାର ମିର୍ଜାଙ୍କ ପ୍ରଜୋଜିତ  ‘ମୋହ ଜୋଶୀ ହାଜିର ହୋ’ ସିନେମାରେ ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ହୃଦୟକୁ ଛୁଇଁ ପାରିଥିଲା। ଜଣେ ପ୍ରସିଦ୍ଧ ଟେଲି କଳାକାର ଭାବେ ସଲିମ ୧୯୮୭ରେ ଲୋକପ୍ରିୟ ଟିଭି ସୋ ‘ସୁବହ’ରେ ସେ ଅଭିନୟ କରିଥିଲେ। ଏଫଟିଆଇଆଇରୁ ଗ୍ରାଜୁଏଟ ସଲିମଙ୍କ ‘ଭାରତ ଏକ ଖୋଜ’ ଭଳି ଫିଚର ଫିଲ୍ମରେ ଅଭିନୟର ଯାଦୁ ଅତ୍ୟନ୍ତ ଚମତ୍କାର।  ଏହି ଫିଲ୍ମରେ  ସେ ରାମ ଏବଂ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ।

୧୯୮୦ ମସିହାରେ ସଲିମ ଦକ୍ଷିଣ ସିନେମାରେ ପ୍ରବେଶ କରିଥିଲେ। ମୁଖ୍ୟତଃ ସେ ତାମିଲ, ତେଲଗୁ ଏବଂ ମଲାୟଲମ ସିନେମାରେ ଅଭିନୟ କରିଛନ୍ତି। ସେହିପରି ଇଂଲିସ ଚଳଚ୍ଚିତ୍ରରେ ମଧ୍ୟ ନିଜର ଛାପ ଛାଡ଼ିଛାଡ଼ି ଯାଇଛନ୍ତି ଘୋଷ। ଦି ଡିସିଭର୍ସ, ଦି ପରଫେକ୍ଟ ମର୍ଡ଼ର ଆଦି ଇଂଲିସ ଫିଲ୍ମରେ ସୁନ୍ଦର ଅଭିନୟ କରିଛନ୍ତି ଘୋଷ। ସେ ଏକାଧାରରେ ଜଣେ ଅଭିନେତା ସାଙ୍ଗକୁ ଜଣେ ଜଣାଣୁଣା ଭଏସ ଆର୍ଟିଷ୍ଟ ମଧ୍ୟ। ତାଙ୍କ ମୃତ୍ୟୁରେ ବଲିଉଡରେ  ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story