ସାଉଥଷ୍ଟାର ବିଜୟଙ୍କ ଅଭିଯୋଗ ପରେ ଦଳ ଭାଙ୍ଗିଲେ ବାପା

ଚେନ୍ନାଇ: ପୁଅ ଆଗରେ ମୁଣ୍ଡ ନୁଆଁଇଲା ବାପା। ସାଉଥସୁପର ଷ୍ଟାର ଥଲପତି ବିଜୟଙ୍କ ବାପା ଶେଷରେ ମାନିଲେ ହାର। ବିଜୟଙ୍କ ଅଭିଯୋଗ ପରେ ଭାଙ୍ଗିଲେ ନିଜ ରାଜନୈତିକ ଦଳ। ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ଅଛନ୍ତି ଅଭିନେତା ବିଜୟ। ସେ ତାଙ୍କ ବାପାଙ୍କ ସମେତ ୧୧ ଜଣ ପରିବାର ଲୋକଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ କେସ୍‌ ରୁଜୁ କରିଥିଲେ। ପ୍ରକୃତରେ ବିଜୟଙ୍କ ବାପା ଏସ୍‌ ଚନ୍ଦ୍ରଶେଖର କିଛି ସମୟ ପୂର୍ବେ ଏକ ରଜନୈତିକ ଦଳ […]

Vijya

Vijya

Madhupriya Mistry
  • Published: Tuesday, 28 September 2021
  • Updated: 28 September 2021, 04:25 PM IST

ଚେନ୍ନାଇ: ପୁଅ ଆଗରେ ମୁଣ୍ଡ ନୁଆଁଇଲା ବାପା। ସାଉଥସୁପର ଷ୍ଟାର ଥଲପତି ବିଜୟଙ୍କ ବାପା ଶେଷରେ ମାନିଲେ ହାର। ବିଜୟଙ୍କ ଅଭିଯୋଗ ପରେ ଭାଙ୍ଗିଲେ ନିଜ ରାଜନୈତିକ ଦଳ।

ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ଅଛନ୍ତି ଅଭିନେତା ବିଜୟ। ସେ ତାଙ୍କ ବାପାଙ୍କ ସମେତ ୧୧ ଜଣ ପରିବାର ଲୋକଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ କେସ୍‌ ରୁଜୁ କରିଥିଲେ।

ପ୍ରକୃତରେ ବିଜୟଙ୍କ ବାପା ଏସ୍‌ ଚନ୍ଦ୍ରଶେଖର କିଛି ସମୟ ପୂର୍ବେ ଏକ ରଜନୈତିକ ଦଳ ଗଠନ କରିଥିଲେ। ଏହାର ନା ଥିଲା ଅଲ ଇଣ୍ଡିଆ ଥଲପତି ବିଜୟ ମକ୍କଲ ଇୟକ୍କମ। ତେବେ ବିଜୟ ଏହି ଦଳ ସହ ତାଙ୍କର କୌଣସି ସମ୍ପର୍କ ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଏଥସହ ଯଦି ତାଙ୍କ ନାଁ କିମ୍ବା ଫ୍ୟାନ୍‌ କ୍ଲବର ଭୁଲ ବ୍ୟବହାର ହୁଏ ତେବେ ସେ କେସ୍‌ କରିବେ ବୋଲି ଚେତାବନୀ ଦେଇଥିଲେ।

ଏହାପରେ ଅଭିନେତା ବିଜୟ ନିଜର ପରିବାର ସମେତ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହି ମାମଲାର ଆଜି ଶୁଣାଣି ବେଳେ ଚେନ୍ନାଇ କୋର୍ଟଙ୍କୁ ବିଜୟଙ୍କ ବାପା ପୁଅ ନାଁରେ ଗଠନ କରିଥିବା ରଜନୈତିକ ଦଳ ମକ୍କଲ ଇୟକ୍କମକୁ ଭାଙ୍ଗି ଦେଇଥିବା ନେଇ କହିଛନ୍ତି।

ବିଜୟଙ୍କ ବାପା ଏନେଇ କୋର୍ଟରେ ଏକ ଆଫିଡେଭିଟ୍‌ ମଧ୍ୟ ଦାଖଲ କରିଛନ୍ତି। ସେ କହିଛନ୍ତି ଗତ ଫେବ୍ରୁଆରୀ ମାସ ୨୮ ତାରିଖରେ ଦଳର ସମସ୍ତ ସଦସ୍ୟଙ୍କୁ ପୂର୍ବସୂଚନା ଦିଆଯିବା ପରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ 'ବିଜୟ ମକ୍କଲ ଇୟକ୍କମ'କୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଥିଲା।

ସେପଟେ ଦଳର ସମସ୍ୟମାନେ ମଧ୍ୟ ନିଜ ନିଜ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏବେ ମକ୍କଲ ଇୟକ୍କମ୍ ଶେଷ ହୋଇଛି, ଏହି ଦଳ ଆଉ ନାହିଁ। ଆମେ ଆଉ ଏବେ ବିଜୟ ମକ୍କାଲ ଇୟାକ୍କମର ସଦସ୍ୟ ନୁହେଁ, ବରଂ  ଆମେ ସମସ୍ତ ଅଭିନେତା ବିଜୟଙ୍କ ଫିଲ୍ମର ଫ୍ୟାନ୍‌ ବୋଲି ତାଙ୍କ ବାପା କୋର୍ଟଙ୍କୁ କହିଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା କାଲି ଯାଏ ସ୍ଥଗିତ ରଖାଯାଇଛି।

ସୂଚନାଯୋଗ୍ୟ, ଥଲପତି ବିଜୟ ୧୯୯୨ ମସିହାରେ ନିଜ ପିତାଙ୍କ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ବେଳେ ଏବେ ସେ ସାଉଥ ଇଷ୍ଟଷ୍ଟ୍ରିର ଆଗଧାଡ଼ିର ଅଭିନେତା। ଗତ ଜାନୁଆରୀରେ ରିଲିଜ ହୋଇଥିବା ବିଜୟଙ୍କ ଫିଲ୍ମ ‘ମାଷ୍ଟର’ ବ୍ଲକବଷ୍ଟର ହିଟ୍‌ ହୋଇଥିଲା।

ଏବେ ବିଜୟ ତାଙ୍କ ଅପ୍‌କମିଂ ଫିଲ୍ମ  ‘ବିଷ୍ଟ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଲିଡ୍‌ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ପୂଜା ହେଗଡେଙ୍କୁ କାଷ୍ଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story