ପ୍ରିମିୟରରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିଥଲେ ଭିନ୍‌ ଡିଜେଲ

ମୁମ୍ବାଇ: ଦୀପିକାଙ୍କ ପ୍ରଥମ ହଲିଉଡ ଫିଲ୍ମର କୋଷ୍ଟାର ଭିନ୍‌ ଡିଜଲ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ପାରମ୍ପରିକ ଢ଼ଙ୍ଗରେ ଦୀପିକା ତାଙ୍କର ସ୍ୱାଗତ କରିଛନ୍ତି। ଆସନ୍ତାକାଲି ଭାରତରେ ଦୀପିକାଙ୍କ ପ୍ରଥମ ହଲିଉଡ ‘xxx: Return of Xander Cage’ ର ରିଲିଜ ହେବ। ଏହାର ପ୍ରିମିୟରରେ ଯୋଗ ଦେବେ ଭିନ୍‌ ଡିଜେଲ। ‘ଇନ୍‌ସାଇଡ୍‌’ ଏବଂ ‘ଇଗଲ୍‌ଆଇ’ ପରି ଫିଲ୍ମକୁ ନିର୍ଦ୍ଦେଶନା କରିଥିବା ନିର୍ଦ୍ଦେଶକ ଡି ଜେ କାରୁସୋ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଭାରତରେ ତାଙ୍କର ଏଭଳି ପାରମ୍ପରିକ […]

dipika-vin-diesel

dipika-vin-diesel

Rakesh Mallick
  • Published: Thursday, 12 January 2017
  • Updated: 12 January 2017, 02:02 PM IST

Sports

Latest News

ମୁମ୍ବାଇ: ଦୀପିକାଙ୍କ ପ୍ରଥମ ହଲିଉଡ ଫିଲ୍ମର କୋଷ୍ଟାର ଭିନ୍‌ ଡିଜଲ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ପାରମ୍ପରିକ ଢ଼ଙ୍ଗରେ ଦୀପିକା ତାଙ୍କର ସ୍ୱାଗତ କରିଛନ୍ତି।

ଆସନ୍ତାକାଲି ଭାରତରେ ଦୀପିକାଙ୍କ ପ୍ରଥମ ହଲିଉଡ ‘xxx: Return of Xander Cage’ ର ରିଲିଜ ହେବ। ଏହାର ପ୍ରିମିୟରରେ ଯୋଗ ଦେବେ ଭିନ୍‌ ଡିଜେଲ। ‘ଇନ୍‌ସାଇଡ୍‌’ ଏବଂ ‘ଇଗଲ୍‌ଆଇ’ ପରି ଫିଲ୍ମକୁ ନିର୍ଦ୍ଦେଶନା କରିଥିବା ନିର୍ଦ୍ଦେଶକ ଡି ଜେ କାରୁସୋ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଭାରତରେ ତାଙ୍କର ଏଭଳି ପାରମ୍ପରିକ ସ୍ୱାଗତକୁ ନେଇ ଭିନ୍‌ ବହୁତ ଖୁସି ଥିବା ଦେଖାଯାଇଛି। ତେବେ ଭାରତକୁ ଆସି ନିଜ ଫିଲ୍ମର ପ୍ରିମିୟରରେ ଯୋଗ ଦେବା ସହ ‘କଫି ୱିଥ୍‌ କରନ୍‌’ ଶୋ ପାଇଁ ଦୀପିକା ଓ ଭିନ୍‌ ସୁଟିଂ ମଧ୍ୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story