କ’ଣ ଥିଲା ବିନୋଦ ଖାନ୍ନାଙ୍କ ଶେଷ ଇଚ୍ଛା? ପୂରଣ ହେଲା ନା ନାହିଁ?  

ମୁମ୍ୱାଇ: ବଲିଉଡ୍‌ର ସୁପରଷ୍ଟାର ସ୍ୱର୍ଗତ ବିନୋଦ ଖାନ୍ନାଙ୍କ ଶେଷ ଇଚ୍ଛା ଇଚ୍ଛାରେ ହିଁ ରହିଗଲା। ସେ ତାଙ୍କ ଜନ୍ମମାଟି ପାକିସ୍ତାନର ପେଶାୱର ସ୍ଥିତ ତାଙ୍କ ପୈତୃକ ଘର ଯିବାକୁ ଚାହୁଁଥିଲେ। ତେବେ ତାଙ୍କର ଏହି ଶେଷ ଇଚ୍ଛା ପୂରଣ ହୋଇ ପାରି ନ ଥିଲା।  ଗତ ଗୁରୁବାର ମୁମ୍ୱାଇର ଏକ ହସ୍‌ପିଟାଲରେ ୭୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଗଲା। ୨୦୧୪ରେ ଭାରତ ଆସିଥିବା ପଖତୁନଖ୍ୱା ପ୍ରଦେଶର ସାଂସ୍କୃତିକ ଧରୋହର ପରିଷଦର ମହାସଚିବ ସକିଲ୍ ବହିଦୁଲ୍ଲା ବିନୋଦ […]

Vinod-Khanna

Vinod-Khanna

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 10:58 AM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ର ସୁପରଷ୍ଟାର ସ୍ୱର୍ଗତ ବିନୋଦ ଖାନ୍ନାଙ୍କ ଶେଷ ଇଚ୍ଛା ଇଚ୍ଛାରେ ହିଁ ରହିଗଲା। ସେ ତାଙ୍କ ଜନ୍ମମାଟି ପାକିସ୍ତାନର ପେଶାୱର ସ୍ଥିତ ତାଙ୍କ ପୈତୃକ ଘର ଯିବାକୁ ଚାହୁଁଥିଲେ। ତେବେ ତାଙ୍କର ଏହି ଶେଷ ଇଚ୍ଛା ପୂରଣ ହୋଇ ପାରି ନ ଥିଲା।  ଗତ ଗୁରୁବାର ମୁମ୍ୱାଇର ଏକ ହସ୍‌ପିଟାଲରେ ୭୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଗଲା।

୨୦୧୪ରେ ଭାରତ ଆସିଥିବା ପଖତୁନଖ୍ୱା ପ୍ରଦେଶର ସାଂସ୍କୃତିକ ଧରୋହର ପରିଷଦର ମହାସଚିବ ସକିଲ୍ ବହିଦୁଲ୍ଲା ବିନୋଦ ଖାନ୍ନାଙ୍କୁ ଭେଟିଥିଲେ। ଏହି ସମୟରେ ବିନୋଦ ତାଙ୍କୁ ଦେଇଥିବା ଅଟୋଗ୍ରାଫ୍‌ରେ ପେଶୱାର ଲୋକଙ୍କୁ  ଶୁଭକାମନା ଜଣାଇଥିଲେ ଓ ତାଙ୍କ ପୈତୃକ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ବିନୋଦ ଖାନ୍ନା ୧୯୪୬ ଅକ୍ଟୋବର ୭ରେ ପେଶ‌ୱାରରେ ଜନ୍ମ ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story