ଡିସେମ୍ବର ୧୪ ପୂର୍ବରୁ କ’ଣ ପାଇଁ ବିବାହ କରିନେଲେ ବିରୁଷ୍କା: ଜାଣନ୍ତୁ ଗୁମର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘର ସରିଯାଇଛି। ସୋମବାର ଇଟାଲୀରେ ପରିବାର ଲୋକ ଓ ଅତି ଘନିଷ୍ଠ ବନ୍ଧୁଙ୍କ ଗହଣରେ ସଂପନ୍ନ ହୋଇଛି ଏହି ହାଇ ପ୍ରୋଫାଇଲ୍‌ ବିବାହ।ଏସବୁ ଭିତରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବ। ଏହି କପୁଲ ବିବାହ କରିବାକୁ ୧୧ ଡିସେମ୍ବରକୁ କାହିଁକି ବାଛିଥିଲେ। ଆମେ ଏଠି କହିରଖୁଛୁ ୧୪ ଡିସେମ୍ବର ପରେ ଖର ମାସ ଆରମ୍ଭ ହେଉଛି। […]

mrg

mrg

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 02:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘର ସରିଯାଇଛି। ସୋମବାର ଇଟାଲୀରେ ପରିବାର ଲୋକ ଓ ଅତି ଘନିଷ୍ଠ ବନ୍ଧୁଙ୍କ ଗହଣରେ ସଂପନ୍ନ ହୋଇଛି ଏହି ହାଇ ପ୍ରୋଫାଇଲ୍‌ ବିବାହ।ଏସବୁ ଭିତରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବ। ଏହି କପୁଲ ବିବାହ କରିବାକୁ ୧୧ ଡିସେମ୍ବରକୁ କାହିଁକି ବାଛିଥିଲେ।

ଆମେ ଏଠି କହିରଖୁଛୁ ୧୪ ଡିସେମ୍ବର ପରେ ଖର ମାସ ଆରମ୍ଭ ହେଉଛି। ହିନ୍ଦୁ ରୀତି ନୀତି ଅନୁସାରେ ଖରମାସରେ ବିବାହ ଭଳି ଶୁଭ କାମ ଅନୁଷ୍ଠିତ ହୋଇନଥାଏ। ସେଥିପାଇଁ ନିଜ ଜୀବନର ସବୁଠୁ ଶୁଭ କାମ କରିବା ପାଇଁ ବିରାଟ ୧୧ ଡିସେମ୍ବରକୁ ବାଛିଥିଲେ।

ଜ୍ୟୋତିଷ ଓ ହିନ୍ଦୁ ପଞ୍ଚ ଗଣନା ଅନୁସାରେ ସୂର୍ଯ୍ୟ ଗୋଟିଏ ରାଶିରେ ଗୋଟିଏ ମାସ ପର୍ଯ୍ୟନ୍ତ ରହିଥାନ୍ତି। ଯେବେ ସୂର୍ଯ୍ୟ ୧୨ଟି ରାଶିକୁ ଭ୍ରମଣ କରି ବୃହସ୍ପତି, ଧନୁ ଓ ମୀନରେ ପ୍ରବେଶ କରନ୍ତି ସେବେଠୁ ଆଗାମୀ ୩୦ ଦିନ ପର୍ଯନ୍ତ ଖରମାସ ହୋଇଥାଏ। ଖରମାସରେ ବିବାହ ପରି ଶୁଭ କାର୍ଯ୍ୟ କରାଯାଇନଥାଏ। କେବଳ ଇଶ୍ଵର ଭଜନ, ପୂଜା ପାଠ ଓ ଯଜ୍ଞ  କରାଯାଇଥାଏ।

ସୂଚନା ଅନୁଯାୟୀ ଜ୍ୟୋତିଷଙ୍କ ମାଲୱା ଭଟ୍ଟ ସେମାନଙ୍କୁ ଭବିଷ୍ୟବାଣୀ କରିଛନ୍ତି। ବିରାଟ ଓ ଅନୁଷ୍କାଙ୍କ ଜୀବନ ଖୁବ୍‌ ଖୁସିରେ କଟିବ। କିନ୍ତୁ ତାଙ୍କୁ ଚେତାବନୀ ଦିଆଯାଇଛି ଯଦି ସେ ନିଜ ପର୍ସନାଲ ଲାଇଫ୍‌ ଓ ପ୍ରଫେସନାଲ ଲାଇଫ୍‌କୁ ସନ୍ତୁଳନ ନ ରଖିବେ  ତେବେ ସେମାନଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ। ଆହୁରି ବି କହିଛନ୍ତି ଦୁହିଁଙ୍କ ମଧ୍ୟ ଭାବନାତ୍ମକ ମତଭେଦର ଆଶଙ୍କା ରହିଛି। ଯେଉଁଥିରେ ମାନସିକ ଅଶାନ୍ତି ରହିଛି। ଆଗାମୀ ଦୁଇ ବର୍ଷ ତାଙ୍କ ପାଇଁ ଖୁବ୍‌ ମହତ୍ୱ ପୂର୍ଣ୍ଣ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story