ଆସିବ ‘ସିଙ୍ଗ୍ ଇଜ୍ କିଙ୍ଗ୍‌’ର ସିକ୍ୱେଲ୍: ଜାଣନ୍ତୁ କିଏ ରହିବେ ଲିଡ୍ ରୋଲ୍‌ରେ

ମୁମ୍ବାଇ: ଅକ୍ଷୟ କୁମାର ଏବଂ କ୍ୟାଟରିନାଙ୍କ ଅଭିନୀତ ‘ସିଙ୍ଗ୍ ଇଜ କିଙ୍ଗ୍‌’ର ସିକ୍ୱେଲ୍ ନିର୍ମାଣ ହେବ। ହେଲେ ଏଥିରେ ଅକ୍ଷୟ ନଜର ଆସିବେ ନାହିଁ। ଏଥିରେ ଲିଡ୍ ରୋଲ୍‌ରେ ନଜର ଆସିବେ ରଣବୀର ସିଂ। ଫିଲ୍ମର ନାଁ ‘ସରଦାର ସିଂ’ ରଖାଯାଇଛି ବୋଲି କୁହାଯାଉଛି। ପ୍ରଥମ ଥର ପାଇଁ ରଣବୀରଙ୍କୁ ଏହି ଫିଲ୍ମରେ ସରଦାର ଲୁକ୍‌ରେ ଦେଖିବାକୁ ମିଳିବ। ଶୈଳେନ୍ଦ୍ର ସିଂ ଫିଲ୍ମଟିକୁ ପ୍ରଯୋଜନା କରିବେ। ନିକଟରେ ଶୈଳେନ୍ଦ୍ର ଗଣମାଧ୍ୟମକୁ କହିଥିଲ ଯେ ସେ ପ୍ରାୟ ଏକ […]

akhay

akhay

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 11:23 AM IST

Sports

Latest News

ମୁମ୍ବାଇ: ଅକ୍ଷୟ କୁମାର ଏବଂ କ୍ୟାଟରିନାଙ୍କ ଅଭିନୀତ ‘ସିଙ୍ଗ୍ ଇଜ କିଙ୍ଗ୍‌’ର ସିକ୍ୱେଲ୍ ନିର୍ମାଣ ହେବ। ହେଲେ ଏଥିରେ ଅକ୍ଷୟ ନଜର ଆସିବେ ନାହିଁ। ଏଥିରେ ଲିଡ୍ ରୋଲ୍‌ରେ ନଜର ଆସିବେ ରଣବୀର ସିଂ।

ଫିଲ୍ମର ନାଁ ‘ସରଦାର ସିଂ’ ରଖାଯାଇଛି ବୋଲି କୁହାଯାଉଛି। ପ୍ରଥମ ଥର ପାଇଁ ରଣବୀରଙ୍କୁ ଏହି ଫିଲ୍ମରେ ସରଦାର ଲୁକ୍‌ରେ ଦେଖିବାକୁ ମିଳିବ। ଶୈଳେନ୍ଦ୍ର ସିଂ ଫିଲ୍ମଟିକୁ ପ୍ରଯୋଜନା କରିବେ। ନିକଟରେ ଶୈଳେନ୍ଦ୍ର ଗଣମାଧ୍ୟମକୁ କହିଥିଲ ଯେ ସେ ପ୍ରାୟ ଏକ ମାସ ପୂର୍ବରୁ ରଣବୀରଙ୍କୁ ଫିଲ୍ମର କାହାଣୀ ଶୁଣାଇଥିଲେ ଓ ତାଙ୍କୁ କାହାଣୀ ବେଶ୍ ପସନ୍ଦ ଆସିଛି। ରଣବୀର ଏକ ସରଦାର୍‌ର ଭୂମିକା ବେଶ୍ ଭଲ ଭାବେ କରିପାରିବେ ବୋଲି ସେ କହିଛନ୍ତି।

୨୦୦୮ ମସିହାରେ ଆସିଥିବା‘ସିଙ୍ଗ୍ ଇଜ୍ କିଙ୍ଗ୍କୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଦେଖିବାକୁ ବାକି ରହିଲା ଦର୍ଶକଙ୍କୁ ରଣବୀରଙ୍କ ସରଦାର୍ ଲୁକ୍ ପସନ୍ଦ ଆସୁଛି କି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story