କ୍ୟାମେରା ସାମ୍ନାରେ କାହିଁକି କାନ୍ଦିଥିଲେ ଏହି ହିରୋଇନ୍‌ମାନେ?

ମୁମ୍ବାଇ: ହସିବା ଓ କାନ୍ଦିବା ମଣିଷ ଜୀବନର ଏକ ଅଂଶ। ଏଥିରୁ ବଲିଉଡ୍ ଅଭିନେତ୍ରୀମାନେ କେମିତି ଅବା ବାଦ୍ ପଡ଼ିବେ। ବଲିଉଡ୍ ଅଭିନେତ୍ରୀମାନଙ୍କୁ ପରଦା ଉପରେ କାନ୍ଦିବାର ସମସ୍ତେ ଦେଖିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଫଟୋ ଦେଖାଇବୁ ଯେଉଁଥିରେ ଅଭିନେତ୍ରୀମାନେ ସତରେ କାନ୍ଦୁଛନ୍ତି। ଦୀପିକା ପାଦୁକେନ- ଏକ ଆୱାର୍ଡ ଫଙ୍କସନରେ ଦୀପିକା ନିଜ ବାପାଙ୍କୁ ସାମ୍ନାରେ ଛିଡ଼ା ହୋଇଥିବା ଦେଖି କାନ୍ଦି ପକାଇଥିଲେ। ପ୍ରିୟଙ୍କା ଚୋପ୍ରା- ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ନିଜ […]

heroines

heroines

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 11:51 AM IST

Sports

Latest News

ମୁମ୍ବାଇ: ହସିବା ଓ କାନ୍ଦିବା ମଣିଷ ଜୀବନର ଏକ ଅଂଶ। ଏଥିରୁ ବଲିଉଡ୍ ଅଭିନେତ୍ରୀମାନେ କେମିତି ଅବା ବାଦ୍ ପଡ଼ିବେ। ବଲିଉଡ୍ ଅଭିନେତ୍ରୀମାନଙ୍କୁ ପରଦା ଉପରେ କାନ୍ଦିବାର ସମସ୍ତେ ଦେଖିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଫଟୋ ଦେଖାଇବୁ ଯେଉଁଥିରେ ଅଭିନେତ୍ରୀମାନେ ସତରେ କାନ୍ଦୁଛନ୍ତି।

ଦୀପିକା ପାଦୁକେନ- ଏକ ଆୱାର୍ଡ ଫଙ୍କସନରେ ଦୀପିକା ନିଜ ବାପାଙ୍କୁ ସାମ୍ନାରେ ଛିଡ଼ା ହୋଇଥିବା ଦେଖି କାନ୍ଦି ପକାଇଥିଲେ।

priyankaପ୍ରିୟଙ୍କା ଚୋପ୍ରା- ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ନିଜ ବାପାଙ୍କର ଅନ୍ତିମ ସଂସ୍କାର ସମୟରେ ଖୁବ୍ ଜୋରରେ କାନ୍ଦିଥିବାର ଦେଖିବାକୁ ମିଳିଥିଲା।

ଆଲିଆ ଭଟ୍ଟ- ଫିଲ୍ମ ‘ହାଇୱେ’ର ସ୍କ୍ରିନିଂ ସମୟରେ ବାପା ମହେଶ ଭଟ୍ଟଙ୍କଠାରୁ ମିଳିଥିବା ପ୍ରଶଂସାରେ ଆଲିଆ ବହୁତ ଖୁସି ହୋଇ ଯାଇଥିଲେ ଓ ତାଙ୍କ ଆଖିରୁ ଲୁହ ଖସି ପଡ଼ିଥିଲା।

ମନୀଷା କୋଇରାଲା- କ୍ୟାନସର ଭଳି ବଡ଼ ରୋଗରୁ ବଞ୍ଚିକି ଆସିବା ପରେ ମନୀଷା ଏକ କାର୍ଯ୍ୟକ୍ରମରେ ସେହି କଷ୍ଟ କଥା ମନେ ପକାଇ କାନ୍ଦି ପକାଇଥିଲେ।

fakriନରଗିସ୍ ଫାଖରୀ-  ନରଗିସ୍ ସିଦ୍ଧିବିନାୟକଙ୍କ ଦର୍ଶନ କରିବା ପରେ କ୍ୟାମେରା ସାମ୍ନାରେ ଭାବୁକ ହେଇଯାଇଥିଲେ। ତାଙ୍କର କହିବା ଅନୁସାରେ ତାଙ୍କୁ ସେଠାରେ ବହୁତ ଶାନ୍ତି ମିଳିଥିଲା ଯାହାଫଳରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story