ଭିକାରୀ ଭାବି ମହିଳା ଦେଇଥିଲେ ୧୦ ଟଙ୍କା: ଜାଣନ୍ତୁ କ’ଣ କଲେ ରଜନୀକାନ୍ତ

ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଅନେକ ଫ୍ୟାନ୍‌। ନିଜର ଜବରଦସ୍ତ ଅନ୍ଦାଜ ପାଇଁ ସେ ସବୁ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି। ଅଭିନୟ ପରି ତାଙ୍କ ବ୍ୟକ୍ତିତ୍ଵର କୌଣସି ତୁଳନା ନାହିଁ। ସେଥିପାଇଁ କେବଳ ସାଉଥ୍‌ରେ ନୁହେଁ ପୂରା ଦୁନିଆରେ ଫ୍ୟାନ୍‌ମାନେ ତାଙ୍କୁ ଭଗବାନ ଭାବେ ପୂଜା କରିଥାନ୍ତି। କିନ୍ତୁ ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। କଥାଟି ଏମିତି। ରଜନୀଙ୍କୁ ତାଙ୍କର ଜଣେ ଫ୍ୟାନ୍‌ ଭିକାରୀ ଭାବିଥିଲେ। […]

rajnikanth

rajnikanth

Rakesh Mallick
  • Published: Friday, 15 December 2017
  • Updated: 15 December 2017, 12:46 PM IST

Sports

Latest News

ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଅନେକ ଫ୍ୟାନ୍‌। ନିଜର ଜବରଦସ୍ତ ଅନ୍ଦାଜ ପାଇଁ ସେ ସବୁ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି। ଅଭିନୟ ପରି ତାଙ୍କ ବ୍ୟକ୍ତିତ୍ଵର କୌଣସି ତୁଳନା ନାହିଁ। ସେଥିପାଇଁ କେବଳ ସାଉଥ୍‌ରେ ନୁହେଁ ପୂରା ଦୁନିଆରେ ଫ୍ୟାନ୍‌ମାନେ ତାଙ୍କୁ ଭଗବାନ ଭାବେ ପୂଜା କରିଥାନ୍ତି। କିନ୍ତୁ ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ।

କଥାଟି ଏମିତି। ରଜନୀଙ୍କୁ ତାଙ୍କର ଜଣେ ଫ୍ୟାନ୍‌ ଭିକାରୀ ଭାବିଥିଲେ। ଘଟଣାଟି ୨୦୦୭ ମସିହାର ରଜନୀଙ୍କ ଫିଲ୍ମ ‘ଶିବାଜୀ’ ରିଲିଜ୍‌ ହେବା ସମୟର। ଏହି ଫିଲ୍ମଟି ସୁପରଡୁପର ହିଟ୍‌ ହୋଇଥିଲା। ଫିଲ୍ମ ହିଟ୍‌ ହେବା ଖୁସିରେ ରଜନୀ ନିଜ ସାଙ୍ଗମାନଙ୍କ ସହ ଭଗବାନଙ୍କ ଦର୍ଶନ କରିବାକୁ ଯାଇଥିଲେ। ବଡ କଥା ଏଉଛି ସେ ମନ୍ଦିରକୁ ନିଜ ବେଶ ବଦଳାଇ ଏକ ସାଧାରଣ ପୋଷାକରେ ଯାଇଥିଲେ। ମନ୍ଦିର ସିଢିରେ ଚଢୁଥିବା ସମୟରେ ଜଣେ ମହିଳା ତାଙ୍କୁ ଜଣେ ଦୁର୍ବଳ ବୃଦ୍ଧ ଭିକାରୀ ଭାବି ୧୦ ଟଙ୍କିଆ ଏକ ନୋଟ ଧରେଇ ଦେଇ ଚାଲିଗଲେ।

ଖାସ୍‌ କଥା ହେଲା ରଜନୀକାନ୍ତଙ୍କୁ ମହିଳା ଜଣକ ଭିକ ଦେବା ପରେ ସେ କିଛି ନକହି ଚୁପ ଚାପ ରଖି ଦେଇଥିଲେ। ସେହି ୧୦ ଟଙ୍କା ନୋଟ ସହ ଆଉ କିଛି ଟଙ୍କା ମିଶାଇ ଭଗବାନଙ୍କ ନିକଟରେ ଅର୍ପଣ କରିଥିଲେ। ମନ୍ଦିରରେ ରଜନୀଙ୍କୁ ମହିଳା ଜଣକ ଚିହ୍ନି ପାରି ତାଙ୍କୁ କ୍ଷମା ମାଗିଥିଲେ ଓ ତାଙ୍କ ୧୦ ଟଙ୍କା ମାଗିଥିଲେ। ରଜନୀ କହିଥିଲେ, ଆପଣ ଦେଇଥିବା ଟଙ୍କା ମୋ ପାଇଁ ଆଶୀର୍ବାଦ ସଦୃଶ, ମଁ ତାକୁ ଆଉ ଫେରେଇବିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story