୧୧ ଅଗଷ୍ଟ, ଶୁକ୍ରବାର: କେମିତି କଟିବ ଆଜିର ଦିନ

ମେଷ- ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ବୃଷ- ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ବନ୍ଧୁଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ମିଥୁନ- ବିଦେଶରୁ ଶୁଭ ସମାଚାର ଶୁଣି ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଅର୍ଥ ନେଣ-ଦେଣ କରିବା ଦ୍ୱାରା ଲାଭାନ୍ୱିତ ହେବେ। କର୍କଟ- ଆର୍ଥିକ କ୍ଷେତ୍ର ଭଲ ରହିବ। ବ୍ୟବସାୟରେ ଉନ୍ନତି ଆସିବ। ପିଲାଙ୍କୁ ନେଇ ଚିନ୍ତାରେ ପଡ଼ି ପାରନ୍ତି। ସିଂହ- ଯାନବାହନ ଦୁର୍ଘଟଣା ଗ୍ରସ୍ତ […]

zodaic

Rakesh Mallick
  • Published: Friday, 11 August 2017
  • , Updated: 13 September 2017, 11:41 AM IST

ମେଷ- ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ।

ବୃଷ- ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ବନ୍ଧୁଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ।

ମିଥୁନ- ବିଦେଶରୁ ଶୁଭ ସମାଚାର ଶୁଣି ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଅର୍ଥ ନେଣ-ଦେଣ କରିବା ଦ୍ୱାରା ଲାଭାନ୍ୱିତ ହେବେ।

କର୍କଟ- ଆର୍ଥିକ କ୍ଷେତ୍ର ଭଲ ରହିବ। ବ୍ୟବସାୟରେ ଉନ୍ନତି ଆସିବ। ପିଲାଙ୍କୁ ନେଇ ଚିନ୍ତାରେ ପଡ଼ି ପାରନ୍ତି।

ସିଂହ- ଯାନବାହନ ଦୁର୍ଘଟଣା ଗ୍ରସ୍ତ ହୋଇପାରେ। ଜୀବନ ସାଥୀ କିମ୍ୱା ଭାଇଙ୍କ ସହ ଝଗଡ଼ା ହୋଇପାରେ।

କନ୍ୟା- ପରିବାରରେ ବିବାଦ ଦେଖା ଦେଇପାରେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ।

ତୁଳା- ଜୀବନରେ ଭଲ ପାଇବା ଆରମ୍ଭ ହେବ। ଚାକିରିରେ ପଦୋନ୍ନତି ହେବ। ପିଲାମାନଙ୍କ ସହଯୋଗ ମିଳିବ।

ବିଛା- ମକଦ୍ଦମାରେ ବିଜୟୀ ହେବେ। ପରିବାରରେ ଥିବା ସମସ୍ୟା ସମାଧାନ ହୋଇପାରେ। ସହଜରେ ଅର୍ଥ ଲାଭ ହୋଇପାରେ।

ଧନୁ- ପୁରୁଣା ବନ୍ଧୁଙ୍କ ସହଯୋଗ ମିଳିବ। ନୂତନ ଯାନବାହାନ କିଣି ପାରନ୍ତି। ଅଟକି ରହିଥିବା କାମ ହୋଇପାରେ।

ମକର- ଜୀବନ ସାଥୀଙ୍କ ସହଯୋଗ ମିଳିବ। ବାପା-ମାଆଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ- ଧନ ଓ ଉପହାର ମିଳିପାରେ। ପରିବାରରେ ଶୁଭ କାମ ହୋଇପାରେ। ଜୀବନ ସାଥୀଙ୍କ ସହଯୋଗ ମିଳିବ।

ମୀନ- ଧନ, ସମ୍ମାନ ଓ ଉପହାର ମିଳିପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ। ବିବାହ ସ୍ଥିର ହେବ।

Related story