୧୨ ଅଗଷ୍ଟ, ଶନିବାର: କେମିତି କଟିବ ଆଜିର ଦିନ

ମେଷ- ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଅଟକି ରହିଥିବା ଧନ ମିଳିପାରେ। ବୃଷ- ଆର୍ଥିକ କ୍ଷେତ୍ରରେ କ୍ଷତି ହୋଇପାରେ। ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ। ନିଜ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ। ମିଥୁନ- କଳହରୁ ଦୂରେଇ ରୁହନ୍ତୁ। ରୋଜଗାରରେ ସଫଳତା ମିଳିବ। ନୂତନ କାମ ଆରମ୍ଭ କରନ୍ତୁ ନାହିଁ। କର୍କଟ- ସମ୍ପତ୍ତି ବିବାଦରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହେବ। ସିଂହ- କିଛି ନୂତନ ଜିନିଷ କିଣନ୍ତୁ ନାହିଁ। ଝଗଡ଼ା କରନ୍ତୁ ନାହିଁ। କନ୍ୟା- […]

zodaic

Rakesh Mallick
  • Published: Saturday, 12 August 2017
  • , Updated: 13 September 2017, 11:41 AM IST

ମେଷ- ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଅଟକି ରହିଥିବା ଧନ ମିଳିପାରେ।

ବୃଷ- ଆର୍ଥିକ କ୍ଷେତ୍ରରେ କ୍ଷତି ହୋଇପାରେ। ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ। ନିଜ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ।

ମିଥୁନ- କଳହରୁ ଦୂରେଇ ରୁହନ୍ତୁ। ରୋଜଗାରରେ ସଫଳତା ମିଳିବ। ନୂତନ କାମ ଆରମ୍ଭ କରନ୍ତୁ ନାହିଁ।

କର୍କଟ- ସମ୍ପତ୍ତି ବିବାଦରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହେବ।

ସିଂହ- କିଛି ନୂତନ ଜିନିଷ କିଣନ୍ତୁ ନାହିଁ। ଝଗଡ଼ା କରନ୍ତୁ ନାହିଁ।

କନ୍ୟା- ଝଗଡ଼ା କରନ୍ତୁ ନାହିଁ। ଧନ ଲାଭର ଯୋଗ ରହିଛି। ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ସଫଳତା ମିଳିବ।

ତୁଳା-ସ୍ୱାସ୍ଥ୍ୟ ଭଲ ରହିବ। ଧନ ଓ ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ରାସ୍ତାରେ ଗଲା ବେଳେ ସତର୍କ ରୁହନ୍ତୁ।

ବିଛା- ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ପ୍ରିୟ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ଧନୁ- ଅଟକି ରହିଥିବା କାମ ହେବ। ଚାକିରିରେ ପରିବର୍ତ୍ତନ ହୋଇପାରେ।

ମକର- ନୂତନ ବ୍ୟବସାୟ କରନ୍ତୁ ନାହିଁ। କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କୁମ୍ଭ- ବିବାହ କ୍ଷେତ୍ରରେ ଅସୁବିଧା ଘଟିପାରେ। ଧନ ମିଳିବାର ଯୋଗ ରହିଛି। ଶିକ୍ଷାରେ ସଫଳତା ମିଳବ।

ମୀନ- ଯାନବାହାନର ସୁଖ ମିଳିବ। ନୂତନ ଚାକିରିର ଯୋଗ ରହିଛି। ଆର୍ଥିକ କ୍ଷେତ୍ରରେ ଲାଭନ୍ୱିତ ହୋଇପାରନ୍ତି।

Related story