୧୯ ଅଗଷ୍ଟ, ଶନିବାର: କେମିତି କଟିବ ଆଜିର ଦିନ

ମେଷ- ଚାକିରିରେ ସମସ୍ୟା ଦେଖା ଦେଇପାରେ। ନୂତନ ଦାୟିତ୍ୱ ନେଇପାରନ୍ତି। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ବୃଷ- ପୁରୁଣା ଇଚ୍ଛା ପୂରଣ ହୋଇପାରେ। ହଠାତ୍ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ମିଥୁନ-ବିବାହ ଓ ପ୍ରେମ ସମ୍ପର୍କରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ- ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଯାତ୍ରା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ସିଂହ- ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ଆର୍ଥିକ ଲାଭ ହୋଇପାରେ। […]

zodaic

Rakesh Mallick
  • Published: Saturday, 19 August 2017
  • , Updated: 13 September 2017, 11:40 AM IST

ମେଷ- ଚାକିରିରେ ସମସ୍ୟା ଦେଖା ଦେଇପାରେ। ନୂତନ ଦାୟିତ୍ୱ ନେଇପାରନ୍ତି। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।
ବୃଷ- ପୁରୁଣା ଇଚ୍ଛା ପୂରଣ ହୋଇପାରେ। ହଠାତ୍ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।

ମିଥୁନ-ବିବାହ ଓ ପ୍ରେମ ସମ୍ପର୍କରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
କର୍କଟ- ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଯାତ୍ରା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ।
ସିଂହ- ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ଆର୍ଥିକ ଲାଭ ହୋଇପାରେ।
କନ୍ୟା- କୌଣସି ମହତ୍ତ୍ୱପୂର୍ଣ୍ଣ କାମ କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ସହଜରେ କାମ ହାସଲ କରିପାରିବେ।
ତୁଳା-ବିଦେଶ ଯାତ୍ରାର ଯୋଗ ରହିଛି। ପୁରୁଣା ସମସ୍ୟାର ସମାଧାନ ପାଇଁ ଉପାୟ ବାହାରିପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି।
ବିଛା- ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପିଲାମାନଙ୍କୁ ନେଇ ଚିନ୍ତା କରନ୍ତୁ ନାହିଁ। ମିଠା ଖାଦ୍ୟ ଦାନ କରନ୍ତୁ।
ଧନୁ- ଦିଆଯାଇଥିବା ଦାୟିତ୍ୱ ଠିକ୍‌ ସେ କରନ୍ତୁ। ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଯାନବାହାନ ଖରାପ ହୋଇପାରେ।
ମକର- ଦିନସାରା କାମରେ ବ୍ୟସ୍ତ ରହିବେ। ଚାକିରିରେ ପରିବର୍ତ୍ତନ ହୋଇପାରେ। ଜୀବନସାଥୀଙ୍କ ସହ ମନମାଳିନ୍ୟ ହୋଇପାରେ।
କୁମ୍ଭ- ସମ୍ମାନ ସହ ବଡ଼ ସୁଯୋଗ ମଧ୍ୟ ମିଳିପାରେ। ଟଙ୍କା ଖର୍ଚ୍ଚ ହୋଇପାରେ।
ମୀନ-ପାଦରେ ଆଘାତ ଲାଗିପାରେ। ଚାକିରି କ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ।

Related story