୨୯ ଅଗଷ୍ଟ, ମଙ୍ଗଳବାର: କେମିତି କଟିବ ଆଜିର ଦିନ

ମେଷ: ବ୍ୟବସାୟରେ ଲାଭ ପାଇବେ। ଆତ୍ମବିଶ୍ୱାସ ବଢ଼ିବ। ବହୁ ଦିନରୁ ଅଟକି ରହିଥିବା କାମ ପୂରା ହେବ। ହଠାତ୍ ବଡ଼ ସୁଯୋଗ ମିଳିପାରେ। ଆଜି ଆପଣ ଜୀବନସାଥୀଙ୍କ ସହ ବାହାରକୁ ବୁଲିଯାଇପାରନ୍ତି। ଆୟ ଅପେକ୍ଷା ବ୍ୟୟ ହେବ। ବୃଷ: ଛୋଟ ଛୋଟ କଥାକୁ ନେଇ ପରିବାରିକ କଳହ ପୁଜିବବାର ସମ୍ଭାବନା ରହିଛି। ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ନୁହେଁ। କୌଣସି ବ୍ୟବସାୟ ଆରମ୍ଭ କରିବାରୁ ଯାଉଥିଲେ ସାବଧାନ ସହକାରେ କରନ୍ତୁ, କ୍ଷତି ହୋଇପାରେ। ମିଥୁନ: ବ୍ୟବସାୟରେ ଲାଭ […]

zodaic1

Rakesh Mallick
  • Published: Tuesday, 29 August 2017
  • , Updated: 13 September 2017, 11:38 AM IST

ମେଷ: ବ୍ୟବସାୟରେ ଲାଭ ପାଇବେ। ଆତ୍ମବିଶ୍ୱାସ ବଢ଼ିବ। ବହୁ ଦିନରୁ ଅଟକି ରହିଥିବା କାମ ପୂରା ହେବ। ହଠାତ୍ ବଡ଼ ସୁଯୋଗ ମିଳିପାରେ। ଆଜି ଆପଣ ଜୀବନସାଥୀଙ୍କ ସହ ବାହାରକୁ ବୁଲିଯାଇପାରନ୍ତି। ଆୟ ଅପେକ୍ଷା ବ୍ୟୟ ହେବ।

ବୃଷ: ଛୋଟ ଛୋଟ କଥାକୁ ନେଇ ପରିବାରିକ କଳହ ପୁଜିବବାର ସମ୍ଭାବନା ରହିଛି। ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ନୁହେଁ। କୌଣସି ବ୍ୟବସାୟ ଆରମ୍ଭ କରିବାରୁ ଯାଉଥିଲେ ସାବଧାନ ସହକାରେ କରନ୍ତୁ, କ୍ଷତି ହୋଇପାରେ।

ମିଥୁନ: ବ୍ୟବସାୟରେ ଲାଭ ହେବ। ଆର୍ଥିକ ସ୍ଥିତ ସ୍ୱଚ୍ଛଳ ରହିବ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରିୟ ବନ୍ଧୁଙ୍କ ସହ ଆଜି ଦେଖା ହୋଇପାରେ ।

କର୍କଟ: କ୍ୟାରିୟରରେ ସଫଳତା ମିଳିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ସଫଳତା ମଳିପାରେ। ଜୀବନସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: ନିକଟର ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିପାରେ। ଅଧିକ ପରିଶ୍ରମ କରିପାରନ୍ତି। ଘରୋଇ ଉପକରଣ କିଣି ପାରନ୍ତି।

କନ୍ୟା: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆଜିର ଦିନରେ କୌଣସି କାମ କରିବାକୁ ଚାହୁଁଥିଲେ କରନ୍ତୁ ନାହିଁ, କ୍ଷତି ହୋଇପାରେ। କୌଣସି କାମ ଆରମ୍ଭ କରିବାକୁ ଗଲା ବେଳେ ପ୍ରିୟ ଲୋକଙ୍କ ପରାମର୍ଶ ନିଅନ୍ତୁ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଥଣ୍ଡା ଜ୍ୱର ହୋଇପାରେ। ଆଜି ଦିନଟି ଜଞ୍ଜାଳମୟ ରହିବ। ଏଣେତେଣେ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲଭ ହୋଇପାରେ।

 ବିଛା: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପଦ ପଦବୀରେ ନୂଆ ସୁଯୋଗ ମିଳିବ। କୌଣସି ଯୋଜନା କରୁଥିଲେ ଗୁପ୍ତ ରଖନ୍ତୁ।

ଧନୁ: ଧନହାନୀର ଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଆଜିର ଦିନରେ କୌଣସି କାମ କରିବାକୁ ଚାହୁଁଥିଲେ କରନ୍ତୁ ନାହିଁ, କ୍ଷତି ହୋଇପାରେ। ହନୁମାନ ଚାଲିଶା ପାଠ କରନ୍ତୁ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଅବହେଳା କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। କୌଣସି କାମ କଲା ବେଳେ ଭାବିଚିନ୍ତି କାମ କରନ୍ତୁ। ଅଫିସରେ କାମର ବୋଝ ଅଧିକ ରହିବ। ଧନହାନୀର ଯୋଗ ରହିଛି। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବାକୁ ଚାହୁଁଥିଲେ, କରନ୍ତୁ ନାହିଁ।

ମୀନ:  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକି ରହିଥିବା କାମ ଶେଷ ହେବ। ପିଲାମାନଙ୍କ ସମସ୍ୟା ଦୂର ହେବ।

 

 

Related story