୬ ଅଗଷ୍ଟ, ରବିବାର: ଆଜିର ଦିନ କେମିତି କଟିବ

ମେଷ- ସ୍ଥାୟୀ ସମ୍ପତ୍ତିପ୍ରାପ୍ତିର ଯୋଗ ରହିଛି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଘରେ କୌଣସି କାମକୁ ନେଇ ପରିଶ୍ରମ କରିବାକୁ ପଡ଼ିପାରେ। ବୃଷ- ଖାଦ୍ୟ ଓ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ମିଥୁନ- ଆଜି ଦିନ ଆପଣଙ୍କ ପାଇଁ ଶୁଭପ୍ରଦ। ମାନସମ୍ମାନ ମିଳିବ। ଭାଇର ସହଯୋଗ ମିଳିବ। ଯାନବାହନ କିଣି ପାରନ୍ତି। କର୍କଟ- ବିବାହ ସ୍ଥିର ହୋଇପାରେ। ଆର୍ଥିକ ସ୍ଥିତି […]

zodaic

zodaic

Rakesh Mallick
  • Published: Sunday, 06 August 2017
  • Updated: 13 September 2017, 11:42 AM IST

Sports

Latest News

ମେଷ- ସ୍ଥାୟୀ ସମ୍ପତ୍ତିପ୍ରାପ୍ତିର ଯୋଗ ରହିଛି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଘରେ କୌଣସି କାମକୁ ନେଇ ପରିଶ୍ରମ କରିବାକୁ ପଡ଼ିପାରେ।

ବୃଷ- ଖାଦ୍ୟ ଓ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

ମିଥୁନ- ଆଜି ଦିନ ଆପଣଙ୍କ ପାଇଁ ଶୁଭପ୍ରଦ। ମାନସମ୍ମାନ ମିଳିବ। ଭାଇର ସହଯୋଗ ମିଳିବ। ଯାନବାହନ କିଣି ପାରନ୍ତି।

କର୍କଟ- ବିବାହ ସ୍ଥିର ହୋଇପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପୁରୁଣା ସମସ୍ୟା ଥିଲେ ଦୂର ହେବ।

ସିଂହ- ଚାକିରି କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଅଟକି ଯାଇଥିବା ଧନ ମିଳିବ।

କନ୍ୟା- ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ପ୍ରିୟ ବ୍ୟକ୍ତିଙ୍କ ସହ ଦେଖା ହେବ। ପ୍ରେମ ସଂପର୍କରେ ସଫଳତା ମିଳିବ।

ତୁଳା- ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ।

ବିଛା- କ୍ୟାରିୟରରେ ସଫଳତା ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯାତ୍ରା କରନ୍ତୁ ନାହିଁ।

ଧନୁ- ପ୍ରେମ ମାମଲାରେ ସଫଳତା ମିଳିବ। ସମ୍ପତ୍ତି କିଣିପାରନ୍ତି। ନିଜର ଇଚ୍ଛା ଅନୁଯାୟୀ କାମ ହେବ।

ମକର- ବ୍ୟବସାୟରେ କ୍ଷତି ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାରରେ ଅଶାନ୍ତି ଦେଖାଯିବ।

କୁମ୍ଭ-ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଭମ୍ରଣ ଯୋଗ ରହିଛି। ଚାଲିଥିବା ମାଲିମକଦ୍ଦମାରେ ନ୍ୟାୟ ମିଳିବ।

ମୀନ-  ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ପାରିବାରିକ ଖୁସି ମିଳିବ। ମାନ-ସମ୍ମାନ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story