୭ ସେପ୍ଟେମ୍ୱର, ଗୁରବାର: କେମିତି କଟିବ ଆଜିର ଦିନ

ମେଷ: ଆର୍ଥିକ କ୍ଷତିରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ। ବୃଷ:  ଧନ ପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା ଟଙ୍କା ମିଳିବ।  ବୃତ୍ତିରେ ସଫଳତା ମିଳିବ। ମିଥୁନ: ବୃତ୍ତିରେ ସଫଳତା ମିଳିବ। ଅଟକି ରହିଥିବା କାମ ହେବ। ସମ୍ପର୍କ ଉପରେ ଧ୍ୟାନ ରଖନ୍ତୁ। କର୍କଟ: ବନ୍ଧୁବର୍ଗଙ୍କ ସହ ସାକ୍ଷାତ ହେବ। ବୃତ୍ତିରେ ନିଜ ପସନ୍ଦ ଅନୁଯାୟୀ ପରିବର୍ତ୍ତନ ହେବ।  ଧନ ମିଳିବ। ସିଂହ: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର […]

Zodiac

Rakesh Mallick
  • Published: Thursday, 07 September 2017
  • , Updated: 13 September 2017, 11:37 AM IST

ମେଷ: ଆର୍ଥିକ କ୍ଷତିରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ବୃଷ:  ଧନ ପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା ଟଙ୍କା ମିଳିବ।  ବୃତ୍ତିରେ ସଫଳତା ମିଳିବ।

ମିଥୁନ: ବୃତ୍ତିରେ ସଫଳତା ମିଳିବ। ଅଟକି ରହିଥିବା କାମ ହେବ। ସମ୍ପର୍କ ଉପରେ ଧ୍ୟାନ ରଖନ୍ତୁ।

କର୍କଟ: ବନ୍ଧୁବର୍ଗଙ୍କ ସହ ସାକ୍ଷାତ ହେବ। ବୃତ୍ତିରେ ନିଜ ପସନ୍ଦ ଅନୁଯାୟୀ ପରିବର୍ତ୍ତନ ହେବ।  ଧନ ମିଳିବ।

ସିଂହ: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମହଦେବଙ୍କୁ ପୂଜା କରନ୍ତୁ।

କନ୍ୟା: ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ବିବାହ ସ୍ଥିର ହୋଇପାରେ।

ତୁଳା: ପିଲାମାନଙ୍କୁ ନେଇ ଚିନ୍ତିତ ହେବେ। ଧନହାନୀ ହୋଇପାରେ। ଜୀବନସାଥୀଙ୍କ ପରାମର୍ଶ ପାଇ ସଫଳ ହେବେ।

ବିଛା: କ୍ୟାରିୟରରେ ସଫଳତା ମିଳିବ। ମନୋରଞ୍ଜନ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଧନହାନୀ ଠାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସାବଧାନତା ଅବଲମ୍ୱନ କରନ୍ତୁ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ବୃତ୍ତିରେ ଲାଭାବନ ହେବେ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।

କୁମ୍ଭ: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ଶୁଭ କାମ ହେବ। ଅଟକି ରହିଥିବା କାମ ହେବ।

 ମୀନ: ଆର୍ଥିକ ସ୍ଥିତି ଭଲ ରହିବ। ଯାନବାହନରୁ ଖୁସି ମିଳିବ। ପିଲାମାନଙ୍କ ଉନ୍ନତି ହେବ।

Related story