ଏମିତିକା ଜୀବନସାଥିଟିଏ ପାଇବା ପାଇଁ ସ୍ୱପ୍ନ ଦେଖେ ଝିଅଟିଏ

ଝିଅଟି ପ୍ରେମ ପଡ଼ିଲେ, ଅନେକ ସ୍ୱପ୍ନ ଦେଖେ। ଭବିଷ୍ୟତ ପାଇଁ ସେଜଇ ବସେ ଅନେକ ଆଶା। ସବୁବେଳେ ସ୍ୱପ୍ନ ରାଇଜରେ ଖୋଜି ଚାଲେ ତା’ର ରାଜ କୁମାରକୁ। ମନେ ମନେ ଭାବି ଚାଲେ ତାରି କଥା। ହେଲେ ଆପଣ ଜାଣିଛନ୍ତି କି ଝିଅମାନେ କେଉଁପ୍ରକାର ପୁଅଙ୍କୁ ସ୍ୱପ୍ନ ଦେଖନ୍ତି ? ତା ହେଲେ ପଢନ୍ତୁ । ଧନୀ ବୟଫ୍ରେଣ୍ଡ: ଭଲପାଇବାରେ ଧନି ଗରିବର  କୌଣସି ସ୍ଥାନ ନ ଥାଏ। କିନ୍ତୁ ଆଜିକାଲିର ଝିଅମାନେ ଧନୀ ବୟଫ୍ରେଣ୍ଡଟିଏ ସ୍ୱପ୍ନ […]

tt

tt

Rakesh Mallick
  • Published: Monday, 26 March 2018
  • Updated: 26 March 2018, 07:54 PM IST

Sports

Latest News

ଝିଅଟି ପ୍ରେମ ପଡ଼ିଲେ, ଅନେକ ସ୍ୱପ୍ନ ଦେଖେ। ଭବିଷ୍ୟତ ପାଇଁ ସେଜଇ ବସେ ଅନେକ ଆଶା। ସବୁବେଳେ ସ୍ୱପ୍ନ ରାଇଜରେ ଖୋଜି ଚାଲେ ତା’ର ରାଜ କୁମାରକୁ। ମନେ ମନେ ଭାବି ଚାଲେ ତାରି କଥା। ହେଲେ ଆପଣ ଜାଣିଛନ୍ତି କି ଝିଅମାନେ କେଉଁପ୍ରକାର ପୁଅଙ୍କୁ ସ୍ୱପ୍ନ ଦେଖନ୍ତି ? ତା ହେଲେ ପଢନ୍ତୁ ।

ଧନୀ ବୟଫ୍ରେଣ୍ଡ: ଭଲପାଇବାରେ ଧନି ଗରିବର  କୌଣସି ସ୍ଥାନ ନ ଥାଏ। କିନ୍ତୁ ଆଜିକାଲିର ଝିଅମାନେ ଧନୀ ବୟଫ୍ରେଣ୍ଡଟିଏ ସ୍ୱପ୍ନ ଦେଖନ୍ତି। ଯିଏ ଅଧିକ ରୋଜଗାର କରୁଥିବ, ତାଙ୍କର ସମସ୍ତ ଆବଶ୍ୟକତା  ପୂରଣ କରିପାରୁଥିବ ଓ ତାର ପାଖରେ  କେବେ  ପଇସା ଅଭାବ ନ ଥିବ ସେଭଳି ପୁଅକୁ ସ୍ୱପ୍ନ ଦେଖନ୍ତି।

ଅଧିକ ଗୁରୁତ୍ୱ ଦେଉଥିବ: ପାର୍ଟନର ତାଙ୍କର ସମସ୍ତ  କଥାକୁ ଅଧିକ ଗୁରୁତ୍ୱ ଦେଉଥାଉ ଓ ସମସ୍ତ କଥା ମାନି ଚଳୁ ବୋଲି ସବୁ ଝିଅମାନେ ଚାହାନ୍ତି । ଯେଉଁ ପୁଅଟି ସବୁବେଳେ ତାଙ୍କ ଖାଇବା ପିଇବା କଥା ପଚାରି ବୁଝୁ ଥିବ ସେମିତି ପୁଅ ଚାହାନ୍ତି ଆଜି କାଲିକା ଝିଅ।

ମନର କଥା ଜାଣିପାରୁଥିବ:  ଝିଅମାନେ କୌଣସି ସମସ୍ୟାରେ ପଡ଼ିଲେ ନିଜର ମନର କଥାକୁ ଅନ୍ୟ ପାଖରେ ସେୟାର କରିଥାନ୍ତି। ଏହା କରିବା ଦ୍ୱାରା ତାଙ୍କ ମନକୁ ଶାନ୍ତି ମିଳିଥାଏ। ସେଥିପାଇଁ  ଝିଅମାନେ ଚାହାଁନ୍ତି, ତାଙ୍କ ବୟଫ୍ରେଣ୍ଡ ବା ସ୍ୱାମୀ କିଛି ନ କହିଲେ ବି, ତାଙ୍କ ମନ କଥା ଜାଣିପାରୁ।

ଗ୍ରି‍ଫ୍ଟ ଦେଉଥିବ:  ଝିଅମାନେ ଗ୍ରିଫ୍ଟ ନେବାକୁ ଅଧିକ ପସନ୍ଦ କରନ୍ତି। ବିଶେଷ କରି ବୟଫ୍ରେଣ୍ଡର ଗ୍ରିଫ୍ଟକୁ ସେମାନେ ଅଧିକ ପସନ୍ଦ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story