ମୋଟାପଣ ଯୋଗୁ ହୋଇପାରେ ୧୩ ପ୍ରକାର କ୍ୟାନସର, ଏବେଠୁ ହୋଇଯାଆନ୍ତୁ ସଚେତନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆମେ ସମସ୍ତେ ଜାଣନ୍ତି, ଧୂମପାନ ଶରୀର ପାଇଁ ବହୁତ କ୍ଷତିକାରକ। ଏହାଦ୍ୱାରା କ୍ୟାନସର ସମେତ ବହୁ ସାଂଘାତିକ ବେମାର ମାଡ଼ି ବସିଥାଏ। କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ଧୂମପାନଠୁ ଅଧିକ ସାଂଘାତିକ ହେଉଛି ମୋଟାପଣ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ମୋଟାପଣ ଯୋଗୁ ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୧୩ ପ୍ରକାର କ୍ୟାନସର ହେବାର ଆଶଙ୍କା ରହିଥାଏ। ତେଣୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଆମେରିକାର କ୍ୟାନ୍‌ସର […]

fat-4..

fat-4..

Niharika Rout
  • Published: Friday, 05 July 2019
  • Updated: 05 July 2019, 09:42 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆମେ ସମସ୍ତେ ଜାଣନ୍ତି, ଧୂମପାନ ଶରୀର ପାଇଁ ବହୁତ କ୍ଷତିକାରକ। ଏହାଦ୍ୱାରା କ୍ୟାନସର ସମେତ ବହୁ ସାଂଘାତିକ ବେମାର ମାଡ଼ି ବସିଥାଏ। କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ଧୂମପାନଠୁ ଅଧିକ ସାଂଘାତିକ ହେଉଛି ମୋଟାପଣ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ମୋଟାପଣ ଯୋଗୁ ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୧୩ ପ୍ରକାର କ୍ୟାନସର ହେବାର ଆଶଙ୍କା ରହିଥାଏ। ତେଣୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

ଆମେରିକାର କ୍ୟାନ୍‌ସର ରିସର୍ଚ୍ଚ ସେଣ୍ଟର ପକ୍ଷରୁ କରାଯାଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ, କେବଳ ତାଙ୍କରି ଦେଶରେ (ଆମେରିକାରେ) ଏକ ତୃତୀୟାଂଶ ଲୋକ ମୋଟାପଣର ଶିକାର ହେବା ଯୋଗୁ କ୍ୟାନସରରେ ପୀଡ଼ିତ ହେଉଛନ୍ତି। ଏଠାରେ ପ୍ରତି ବର୍ଷ ପେଟ କ୍ୟାନସରର ୧୯୦୦ଟି ଘଟଣା ସାମ୍ନାକୁ ଆସୁଛି। ଆଉ ଏସବୁ ଅଧିକ ମୋଟା ହେବା ଯୋଗୁ ହେଉଛି ବୋଲି ଜଣାପଡ଼ିଛି। ମୋଟାପଣ ଯୋଗୁ କିଡ୍‌ନୀ, ଓଭାରି ଓ ଲିଭର କ୍ୟାନସର କ୍ରମଶଃ ବଢ଼ି ଚାଲିଛି।

ଏଥିରେ ଆହୁରି କୁହାଯାଇଛି, ସଚେତନତା ଯୋଗୁ ଧୂମପାନ କରୁଥିବା ଲୋକଙ୍କ ସଂଖ୍ୟା କମିଯାଉଛି। କିନ୍ତୁ ମୋଟା ଲୋକଙ୍କ ସଂଖ୍ୟା କମିବାର ନାଁ ଧରୁନି। ହୁଏତ ଆଗାମୀ ପିଢ଼ି ଧୂମପାନର ଭୟାବହତା ସଂପର୍କରେ ସଚେତନ ହୋଇ ଏହାଠାରୁ ଦୂରେଇ ରହିପାରେ, କିନ୍ତୁ ଯଦି ମୋଟାପଣ ନେଇ ସଚେତନ ନ ହୁଅନ୍ତି, ତା’ହେଲେ ସେମାନେ ଅନେକ ସାଂଘାତିକ ରୋଗର ନିକଟତର ହୋଇଯିବେ। ଏଣୁ ଏନେଇ ସଚେତନତା ଜରୁରୀ ହୋଇପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story