କେମିତି ପ୍ରସ୍ତୁତ କରିବେ ‘ଆଳୁ ଲାଜୱାବ’

ଆବଶ୍ୟକ ସାମଗ୍ରୀ- ଚୋପା ଛଡ଼ା ହୋଇ ନ ଥିବା କଟା ଆଳୁ, ତେଲ, ଘିଅ, ଜିରା, ପିଆଜ, କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଦହି, କ୍ଷୀର, ରସୁଣ ବଟା, ଅଦା ବଟା, ସ୍ୱାଦାନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ– ପ୍ରଥମେ ଅଦା, ରସୁଣ ଓ କାଜୁରେ ୨ ଟେବୁଲ ସ୍ପୁନ୍‌ ପାଣି ଦେଇ ଗ୍ରାଇଣ୍ଡିଂ କରନ୍ତୁ। ଅଳ୍ପ କିଛି କାଜୁ ଭାଜି ରଖନ୍ତୁ। କଟା ହୋଇଥିବା ଆଳୁକୁ ମଧ୍ୟମ ଆଞ୍ଚରେ ଗୋଲ୍ଡେନ୍‌ ହେଲା ପର୍ଯ୍ୟନ୍ତ […]

Mughlai_Aloo_Lajawab_Recipe

Mughlai_Aloo_Lajawab_Recipe

Biswobandita Swain
  • Published: Saturday, 09 February 2019
  • Updated: 09 February 2019, 10:28 AM IST

Sports

Latest News

ଆବଶ୍ୟକ ସାମଗ୍ରୀ- ଚୋପା ଛଡ଼ା ହୋଇ ନ ଥିବା କଟା ଆଳୁ, ତେଲ, ଘିଅ, ଜିରା, ପିଆଜ, କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଦହି, କ୍ଷୀର, ରସୁଣ ବଟା, ଅଦା ବଟା, ସ୍ୱାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଅଦା, ରସୁଣ ଓ କାଜୁରେ ୨ ଟେବୁଲ ସ୍ପୁନ୍‌ ପାଣି ଦେଇ ଗ୍ରାଇଣ୍ଡିଂ କରନ୍ତୁ। ଅଳ୍ପ କିଛି କାଜୁ ଭାଜି ରଖନ୍ତୁ। କଟା ହୋଇଥିବା ଆଳୁକୁ ମଧ୍ୟମ ଆଞ୍ଚରେ ଗୋଲ୍ଡେନ୍‌ ହେଲା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏହାକୁ ଏକ ପ୍ଲେଟ୍‌କୁ ବାହାର କରନ୍ତୁ। ଅନ୍ୟ ଏକ କଡ଼େଇରେ ଘିଅ ଗରମ କରି ଜିରା ପକାନ୍ତୁ। ଜିରା ଫୁଟିଗଲା ପରେ ଏଥିରେ କଟା ପିଆଜ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। 

ଏବେ ଏଥିରେ ଭଜା କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ ଓ ପେଷ୍ଟ କରାଯାଇଥିବା ଅଦା ରସୁଣ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ଭାଜନ୍ତୁ। ଗ୍ୟାସ୍‌ର ଆଞ୍ଚ ଧିମା କରି ଦହି, କ୍ଷୀର, ପାଣି ଓ   ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ। ସିଝିବା ପାଇଁ ୩ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏବେ ଏଥିରେ ଆଳୁ ପକାଇ ଆହୁରି ୩ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା 'ଆଳୁ ଲାଜୱାବ'। ଏହାକୁ ଧନିଆ ପତ୍ରରେ ସଜାଇ ଗରମା ଗରମ ପରଟା ସହିତ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story