ଚୁଡ଼ି ଦେଇଥାଏ ଶୁଭ ଅଶୁଭର ସଙ୍କେତ  

ଆମ ପରମ୍ପରା ସହ ଚୁଡ଼ି କାହିଁ କେଉଁ କାଳରୁ ରହି ଆସିଛି। ଏହାକୁ କେବଳ ଏକ ଅଳଙ୍କାର ନୁହେଁ ହିନ୍ଦୁଧର୍ମରେ ସଧବା ନାରୀଙ୍କ ପ୍ରତୀକ। ମହିଳାଙ୍କ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଚୁଡ଼ିର ବହୁତ ମହତ୍ୱ ରହିଛି। ଏହାକୁ କେବଳ ପିନ୍ଧା ଯାଇ ନଥାଏ। ଏହା ଶୁଭ ଅଶୁଭର ବହୁ ସଙ୍କେତ ଦେଇଥାଏ। ଦୁନିଆରେ ବିଭିନ୍ନ ପ୍ରକାରର ଚୁଡ଼ି ଦେଖିବାକୁ ମିଳିଥାଏ। ଚୁଡ଼ିର ଭିନ୍ନତାକୁ ନେଇ ଏହାର ବ୍ୟବହାର କରାଯାଇଥାଏ। ପିଲା ଜନ୍ମ ହେବା ପରେ […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 11:18 AM IST

Sports

Latest News

ଆମ ପରମ୍ପରା ସହ ଚୁଡ଼ି କାହିଁ କେଉଁ କାଳରୁ ରହି ଆସିଛି। ଏହାକୁ କେବଳ ଏକ ଅଳଙ୍କାର ନୁହେଁ ହିନ୍ଦୁଧର୍ମରେ ସଧବା ନାରୀଙ୍କ ପ୍ରତୀକ। ମହିଳାଙ୍କ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଚୁଡ଼ିର ବହୁତ ମହତ୍ୱ ରହିଛି। ଏହାକୁ କେବଳ ପିନ୍ଧା ଯାଇ ନଥାଏ। ଏହା ଶୁଭ ଅଶୁଭର ବହୁ ସଙ୍କେତ ଦେଇଥାଏ।

ଦୁନିଆରେ ବିଭିନ୍ନ ପ୍ରକାରର ଚୁଡ଼ି ଦେଖିବାକୁ ମିଳିଥାଏ। ଚୁଡ଼ିର ଭିନ୍ନତାକୁ ନେଇ ଏହାର ବ୍ୟବହାର କରାଯାଇଥାଏ। ପିଲା ଜନ୍ମ ହେବା ପରେ ତାକୁ ରୁପା ଚୁଡ଼ି ପିନ୍ଦା ଯାଇଥାଏ। ଏହା ପିଲାଙ୍କୁ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ ବୋଲି ଧାରଣା ରହିଛି। ମହିଳାଙ୍କ କ୍ଷେତ୍ରରେ ଚୁଡ଼ିର ବ୍ୟବହାରରେ ଭିନ୍ନତା ବହୁତ ରହିଛି। ବିବାହ ପରେ ମହିଳାମାନେ ସୁନା ବଦଳରେ କାଚ ଚୁଡ଼ି ଅଧିକ ପିନ୍ଧିବାକୁ କୁହାଯାଇଥାଏ। କାଚ ଚୁଡ଼ି ପିନ୍ଧିଲେ ପତି ଓ ପିଲାଙ୍କ ସ୍ୱାସ୍ଥ ଭଲ ରହିଥାଏ। ସେହିପରି ବିଧବା ମହିଳା ମାନଙ୍କୁ ସୁନା ଚୁଡ଼ି ପିନ୍ଧିବାକୁ କୁହାଯାଇଥାଏ।

ବାତାବରଣ ସୁଦ୍ଧ କରେ ଚୁଡ଼ି

ମହିଳାମାନେ ଚୁଡ଼ି ପିନ୍ଧିବା ଦ୍ୱାରା ଘରେ ବାତାବରଣ ସୁଦ୍ଧ ହୋଇଥାଏ। ଘର ଚାରିପାଖରେ ଥିବା ନକରାତ୍ମକ ଉର୍ଜାକୁ ଚୁଡ଼ି ନିଜ ଆଡକୁ ଆକର୍ଷିତ କରିନେଇଥାଏ। ଏହା ମହିଳାଙ୍କ ବିଭିନ୍ନ ଅଙ୍ଗରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ। ଫଳରେ ମହିଳାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥାଏ।

ଚୁଡ଼ି ଦିଏ ଅଶୁଭ ସଙ୍କେତର ସୂଚନା

ଚୁଡ଼ିରୁ ଅଶୁଭ ସଙ୍କେତର ସୂଚନା ମିଳିଥାଏ। ଚୁଡ଼ି ଭାଙ୍ଗି ଗଲେ କି ଏଥିରେ ଫାଟ ହୋଇଗଲେ ଏହାକୁ ଅଶୁଭ ମନେ କରାଯାଏ। ମହିଳା କିମ୍ବା ତାଙ୍କ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟହାନି ଘଟିବା କିମ୍ବା କୌଣସି ସମସ୍ୟାରେ ପଡିବାର ସଙ୍କାତ ଦେଇଥାଏ ଚୁଡ଼ି ଭାଙ୍ଗିବା। ସେହିପରି ପିନ୍ଧିଥିବା ଚୁଡ଼ିରେ ଫାଟ ହୋଇଗଲେ ଏହାକୁ ଓହ୍ଲାଇ ଦେବାକୁ ପରାମର୍ଶ ଦିଆଯାଇଥାଏ। କାରଣ ଏପରି ଚୁଡ଼ି ପିନ୍ଧିରେ ମହିଳାଙ୍କ ସ୍ୱାସ୍ଥ୍ୟହାନି ଘଟିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story