ଶ୍ୱାସରୋଗୀଙ୍କ ପାଇଁ ଉପକାରୀ କଳାଜିରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଖାଦ୍ୟରେ ବ୍ୟବହୃତ ହେଉଥିବା କଳାଜିରା ଏକ ଉପଯୋଗୀ ମସଲା। ଖାଦ୍ୟକୁ ସୁସ୍ୱାଦୁ ଏବଂ ସୁଗନ୍ଧଯୁକ୍ତ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। କେବଳ ଏତିକି ନୁହେଁ, ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା କ୍ଷେତ୍ରରେ ମଧ୍ୟ କଳାଜିରା ବେଶ୍ ଉପଯୋଗୀ । କଳାଜିରରେ ଥିବା ଭିଟାମିନ୍, ଆମିନୋ ଏସିଡ୍, ଆଇରନ୍, ସୋଡ଼ିୟମ୍, ପୋଟାସିୟମ୍, କ୍ୟାଲ୍‌ସିୟମ୍, ଏଲ୍‌କୋଲାଇଡସ୍‌ ଓ ଭେଲାଟାଇଲ୍ ଭଳି ଅନେକ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ସହିତ ତ୍ୱଚା ସମ୍ପନ୍ଧୀୟ ଅନେକ […]

jira7

jira7

Puspanjali Panda
  • Published: Tuesday, 12 February 2019
  • Updated: 12 February 2019, 10:08 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଖାଦ୍ୟରେ ବ୍ୟବହୃତ ହେଉଥିବା କଳାଜିରା ଏକ ଉପଯୋଗୀ ମସଲା। ଖାଦ୍ୟକୁ ସୁସ୍ୱାଦୁ ଏବଂ ସୁଗନ୍ଧଯୁକ୍ତ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। କେବଳ ଏତିକି ନୁହେଁ, ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା କ୍ଷେତ୍ରରେ ମଧ୍ୟ କଳାଜିରା ବେଶ୍ ଉପଯୋଗୀ ।

କଳାଜିରରେ ଥିବା ଭିଟାମିନ୍, ଆମିନୋ ଏସିଡ୍, ଆଇରନ୍, ସୋଡ଼ିୟମ୍, ପୋଟାସିୟମ୍, କ୍ୟାଲ୍‌ସିୟମ୍, ଏଲ୍‌କୋଲାଇଡସ୍‌ ଓ ଭେଲାଟାଇଲ୍ ଭଳି ଅନେକ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ସହିତ ତ୍ୱଚା ସମ୍ପନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ।

ତାହେଲେ ଆସନ୍ତୁ ଜାଣିବା ଏହାର ୪ଟି ଲାଭକାରୀ ଗୁଣ ସମ୍ପର୍କରେ

  • କଳାଜିରା ସେବନ କରିବା ଦ୍ୱାରା ଆସ୍ତମା ବା ଶ୍ୱାସ ସମସ୍ୟାର ସମାଧାନ କରିଥାଏ । କଳାଜିରାରେ ଥିବା ଆଣ୍ଟି ଇନ୍‌ଫ୍ଲେମେଣ୍ଟୋରୀ, ପୋଟାସିୟମ୍ ଓ ଆଣ୍ଟି ଅକ୍ସିଡେଣ୍ଟ୍ ଶ୍ୱାସନଳୀକୁ ସଫା ରଖିବାରେ ସହାୟକ ହୋଇଥାଏ । ତେଣୁ ଶ୍ୱାସ ନେବାରେ ସହଜ ହୋଇଥାଏ ଏବଂ ଆସ୍ତମାରୋଗୀଙ୍କୁ ଆରାମ ମିଳିଥାଏ ।
  • କଳାଜିରାରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ଯୋଗୁଁ ବ୍ରଣ ସମସ୍ୟା ଦୂର ହୋଇଥାଏ ।
  • କଳାଜିରା ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ହୋଇଥାଏ । ଏଥିପାଇଁ କଳାଜିରା ତେଲକୁ ଚାହା କିମ୍ବା ଜୁସ୍‌ରେ ପକାଇ ପିଇପାରିବେ । କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ରହିଲେ ବ୍ଲଡ୍‌ ପ୍ରେସର୍ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • କଳାଜିରା ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story